କାଲି ପର୍ଯ୍ୟନ୍ତ ଥିଲେ ସ୍ୱାମୀ-ସ୍ତ୍ରୀ, ବର୍ତ୍ତମାନ ହୋଇଗଲେ ମା-ପୁଅ, ଶ୍ୱଶୁରଙ୍କୁ ଭଲପାଇ ବସିଲା ନୁଆଁବୋହୁ,ଜାଣନ୍ତୁ ପୁରା ଘ-ଟ-ଣା

ପ୍ରାୟତଃ ଆମକୁ ଏପରି ଖବର ଶୁଣିବାକୁ ଏବଂ ଦେଖିବାକୁ ମିଳିଯାଏ ଯାହା ସମ୍ପର୍କକୁ ଭା-ଙ୍ଗି ଦେଇଥାଏ | ଆଜିର ଯୁଗରେ ସମ୍ପର୍କର କୌଣସି ମୂଲ୍ୟ ରହୁନାହିଁ | ଲୋକମାନଙ୍କ ମନୋଭାବ ବଦଳୁଛି ଏବଂ ଦିନକୁ ଦିନ ସମ୍ପର୍କ ମଧ୍ୟ ବିଗିଡ଼ିବାରେ ଲାଗିଛି | ବାହାରେ ତ ଦୂରର କଥା, ଲୋକମାନେ ଘରେ ହିଁ ଏମିତି କିଛି କରୁଛନ୍ତି ଯାହାଦ୍ୱାରା ପବିତ୍ର ସମ୍ପର୍କ ମଧ୍ୟ ଅପ-ବିତ୍ର ହୋଇଯାଉଛି | ଏପରି ଏକ ମା-ମ-ଲା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି | ଯେଉଁଠାରେ ଶ୍ୱଶୁର-ବୋହୂ ବିବାହ କଲେ ଏବଂ ଏହି ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସମସ୍ତେ ଆ-ଶ୍ଚ-ର୍ଯ୍ୟ ହୋଇଯାଉଛନ୍ତି |

ଉତ୍ତରପ୍ରଦେଶରେ ଶ୍ୱଶୁର ଏବଂ ବୋହୂ ଭିତରେ ପ୍ରେମ ହୋଇଗଲା ଏବଂ ସେ ବିବାହ କରିଦେଲେ | ଏହାମଧ୍ୟରେ ଶ୍ୱଶୁରଙ୍କୁ ନିଜ ପୁଅ ବିଷୟରେ ଚିନ୍ତା ହେଲାନାହିଁ କିମ୍ବା ସ୍ତ୍ରୀ ନିଜ ସ୍ୱାମୀ ବିଷୟରେ ମଧ୍ୟ ଚିନ୍ତା କଲାନାହିଁ | କାଲି ପର୍ଯ୍ୟନ୍ତ ସ୍ୱାମୀ-ସ୍ତ୍ରୀ ହୋଇ ରହୁଥିବା ଯୁବକ-ଯୁବତୀଙ୍କ ମଧ୍ୟରେ ବର୍ତ୍ତମାନ ମାଆ-ପୁଅର ସ-ମ୍ପର୍କ ହୋଇଯାଇଛି | ସେହିପରି କାଲି ପର୍ଯ୍ୟନ୍ତ ଶ୍ୱଶୁର ଏବଂ ବୋହୂର ସ-ମ୍ପ-ର୍କ ରଖିଥିବା ଜଣେ ମହିଳା ଏବଂ ପୁରୁଷ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ପାଲଟି ଯାଇଛନ୍ତି | ଜଣେ ବାପା ନିଜ ପୁଅକୁ ଧୋ-କା ଦେଇ ତାର ସ୍ତ୍ରୀ ସହିତ ବିବାହ କରିଦେଲେ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଏଥିପାଇଁ ରା-ଜି ଥିଲେ | ଯୁବକଙ୍କୁ ଦୁଇପଟରୁ ଧୋ-କା ହିଁ ମିଳିଲା |

Google

ଯେତେବେଳେ ଯୁବକଙ୍କୁ ନିଜ ବାପା ଏବଂ ସ୍ତ୍ରୀ ବିଷୟରେ ଖବର ମିଳିଲା, ସେତେବେଳେ ସେ ପୋ-ଲି-ସ ପାଖରେ ପହଞ୍ଚିଲା ଏବଂ ପୋ-ଲି-ସ୍କୁ ଦୁହିଁଙ୍କ ବିଷୟରେ କହି ଅ-ଭି-ଯୋଗ କଲା | ପୋ-ଲି-ସ ଦୁହିଁଙ୍କୁ ଧ-ରିଲା | କିନ୍ତୁ ପରେ ସେମାନଙ୍କୁ ଛାଡିବାକୁ ବାଧ୍ୟ ହେଲା | କାରଣ ଯୁବକଙ୍କ ବାପା ଏବଂ ତାଙ୍କ ସ୍ତ୍ରୀ ବିବାହ କରି ସାରିଥିଲେ ଏବଂ ସେମାନେ ପୋ-ଲି-ସକୁ ନିଜର ବିବାହ କରିଥିବା ଡ-କ୍ୟୁ-ମେଣ୍ଟ ମଧ୍ୟ ଦେଖାଇଲେ |

ଯୁବତୀ ପୋ-ଲି-ସର ପଚ-ରାଉ-ଚରାରେ କହିଥିଲେ ଯେ ସେ ନିଜ ସ୍ୱାମୀଙ୍କ ଠାରେ ଖୁସି ନଥିଲେ ଏବଂ ସେ ନିଜର ପୂର୍ବ ସ୍ୱାମୀଙ୍କୁ ନେଇ ବହୁତ ଅସୁବିଧାରେ ରହୁଥିଲେ | ଝିଅଟି କହିଛି ଯେ ସେ ନିଜ ଇ-ଚ୍ଛାରେ ନିଜ ଶ୍ୱଶୁର ସହିତ ବିବାହ କରିଛି ଏବଂ ତାପରେ ଦୁହେଁ ନିଜ ଇଚ୍ଛାରେ ହିଁ ବିବାହ କରିଛନ୍ତି | ଝିଅଟି ଏହା ମଧ୍ୟ କହିଛି ଯେ ବିବାହ ସମୟରେ ତାଙ୍କ ପୂର୍ବ ସ୍ୱାମୀ ନା-ବା-ଳକ ଥିଲେ |

Google

ଦୁଇ ବର୍ଷର ପୁଅ ମଧ୍ୟ ଅଛି :-

ପୋ-ଲି-ସର ପଚ-ରାଉ-ଚରା-ରେ ଯୁବତୀ କହିଛନ୍ତି ଯେ ଶ୍ୱଶୁରଙ୍କୁ ସେ ନିଜ ଇଚ୍ଛାରେ କୋ-ଟି ମ୍ୟା-ରେଜ କରିଥିଲେ | ସେହିପରି ବର୍ତ୍ତମାନ ଦୁହେଁ ଗୋଟିଏ ପୁଅର ବାପାମା ମଧ୍ୟ ହୋଇ ସାରିଛନ୍ତି | ଦୁହିଁଙ୍କର ଗୋଟିଏ ୨ ବର୍ଷର ପୁଅ ମଧ୍ୟ ଅଛି | ମହିଳଜଣଙ୍କ କହିଥିଲେ ଯେ ସେ ଲୋ-କଲ-ଜ୍ୟା ଏବଂ ବ-ଦ-ନାମ ହେବା ଭ-ୟରେ ସେମାନେ ଅନ୍ୟ ସ୍ଥାନରେ ଆସି ରହୁଥିଲେ |

Leave a Reply

Your email address will not be published. Required fields are marked *