ଋଷଭ ପନ୍ତଙ୍କ ଯୋଗୁଁ ଏହି ଖେଳାଳିଙ୍କ କ୍ୟାରିଅର ଉପରେ ରହିଛି ବି-ପ-ଦ,ଯେମିତି କି ଧୋନୀଙ୍କ ଯୋଗୁଁ କେତେକ ଉଇକେଟ କିପରଙ୍କ କ୍ୟାରିଅର ହୋଇଥିଲା ନ-ଷ୍ଟ

ଭାରତୀୟ ଦଳର ତାବଡ଼ତୋଡ଼ ଉଇକେଟ କିପର ବ୍ୟାଟ୍ସମ୍ୟାନ ବହୁତ କମ ସମୟ ଭିତରେ ନିଜର ଖେଳର ଦମ ସାରା ଦୁନିଆକୁ ଦେଖାଇ ବହୁତ ନାମ କରିସାରିଲେଣି। ପନ୍ତ ଦଳକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ମଧ୍ୟ ଜିତାଇଛନ୍ତି। ଯେଉଁଭଳି ଭାବରେ ସେ ଦଳରେ ନିଜର ସ୍ଥାନ ବନାଇଛନ୍ତି ଭବିଷ୍ୟତରେ ସେ ବାକି ଉଇକେଟ କିପରଙ୍କ କ୍ୟାରିଅରକୁ କ୍ଷ-ତି ପହଞ୍ଚାଇ ପାରନ୍ତି। ପନ୍ତଙ୍କ ପୂର୍ବରୁ ପୂର୍ବ ଅଧିନାୟକ ମଧ୍ୟ ଏମଏସ ଧୋନୀ ମଧ୍ୟ କେତେକ ଉଇକେଟ କିପରଙ୍କ କ୍ୟାରିଅରକୁ ନ-ଷ୍ଟ କରି ଦେଇଛନ୍ତି।

ସଞ୍ଜୁ ସାମସନଙ୍କୁ ବହୁତ ମୁସ୍କିଲ ହୋଇପାରେ:-

ସଞ୍ଜୁ ସାମସନ ଏକ ବହୁତ ଶାନଦାର ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ଯୁବା ପ୍ରତିଭା ହେବାସହ ଆଇପିଏଲରେ ଏପର୍ଯ୍ୟନ୍ତ 3ଟି ଶତକ ମା-ରି ସାରିଛନ୍ତି। କିନ୍ତୁ ଯେଉଁଭଳି ଭାବରେ ପନ୍ତ ପ୍ରଦର୍ଶନ କରିଥାନ୍ତି ସେହିପରି ସାମସନଙ୍କୁ ନଜର ଅନ୍ଦାଜ କରାଯାଇଥାଏ। ସାମସନ ଭାରତ ପାଇଁ ଏପର୍ଯ୍ୟନ୍ତ 7ଟି ମ୍ୟାଚଉ ଖେଳିଛନ୍ତି କିନ୍ତୁ ଇଣ୍ଟରନାଶନାଲରେ ସେତେ ଭଲ ପ୍ରଦର୍ଶନ ତାଙ୍କ ତରଫରୁ ଦେଖିବାକୁ ମିଳିନାହିଁ। ଯଦି ଏହିପରି ପନ୍ତଙ୍କ କ୍ୟାରିଅର ଚାଲେ ତାହେଲେ ସଞ୍ଜୁ ସାମସନ ଆଗକୁ ଯାଇ ପାରିବେନାହିଁ।

ଇଶାନ କିଷାନ:-

ଆଇପିଏଲରେ ପ୍ରତ୍ୟେକ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ପ୍ରଦର୍ଶନ କରି ଆସୁଥିବା ଖେଳାଳି ଇଶାନ କିଷାନ ଏକ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ଅଟନ୍ତି। ଆଇପିଏଲ 2020 ରେ ସେ ମାତ୍ର 14 ମ୍ୟାଚରେ 57 ଆଭରେଜରେ 516 ରନ କରିଥିଲେ। ସେ ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁଠାରୁ ଅଧିକ ରନ କରିଥିବାର ଖେଳାଳି ଥିଲେ। ପନ୍ତଙ୍କ ଭଲ ପ୍ରଦର୍ଶନ କାରଣରୁ ତାଙ୍କୁ ଦଳରେ ସ୍ଥାନ ମିଳିବା ବହୁତ କ-ଷ୍ଟକ-ର ହୋଇଯିବ।

କେଏସ ଭରତ:-

ଆନ୍ଧ୍ରପ୍ରଦେଶର ଉଇକେଟ କିପର ବ୍ୟାଟ୍ସମ୍ୟାନ କେଏସ ଭରତ 69 ଫାଷ୍ଟ କ୍ଳାସ କ୍ରିକେଟରେ 37.58 ଆଭରେଜରେ 3000 ରନ କରିସାରିଛନ୍ତି। ସେ 8ଟି ଶତକ ଓ 20ଟି ଅର୍ଧଶତକ ମଧ୍ୟ ବନାଇ ସାରିଛନ୍ତି। ଏତିକି ମଧ୍ୟ ନୁହେଁ ସେ ଏକ ତ୍ରିଶତକ ମଧ୍ୟ କରି ସାରିଛନ୍ତି। ଆଇପିଏଲ 2021 ରେ ସେ ଆରସିବିରେ ସାମିଲ ଥିଲେ। କିନ୍ତୁ ତାଙ୍କୁ ଆଇପିଏଲ ଖେଳିବାକୁ ମୌକା ମିଳିନଥିଲା। ପନ୍ତ ଙ୍କ କାରଣରୁ ସେ କେବଳ ଫାଷ୍ଟ କ୍ଳାସରେ ଷ୍ଟାର ଖେଳାଳି ହୋଇ ରହିପାରନ୍ତି।

Leave a Reply

Your email address will not be published. Required fields are marked *