କିଛି ମୁହୂର୍ତ୍ତ ମଧ୍ୟରେ ହିଁ ଜଣଙ୍କ ପରେ ଜଣେ ମରିଗଲେ ପରିବାରର ୬ଜଣ ସଦସ୍ୟ, ବଞ୍ଚି ରହିଥିବା ବ୍ୟକ୍ତି ଶୁଣାଇଲେ ଯନ୍ତ୍ରଣାଦାୟକ କାହାଣୀ

ମୃତ୍ୟୁ କେତେବେଳେ, କେଉଁଠି ଏବଂ କେଉଁ ରୂପରେ ଆସିଯାଏ କିଛି କହିହେବ ନାହିଁ | ବର୍ତ୍ତମାନ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ରବିବାର ସକାଳେ ହୋଇଥିବା ଏହି ବଡ଼ ଦୁର୍ଘ-ଟଣାକୁ ହିଁ ନିଅନ୍ତୁ | ଏଠାରେ ଗୋଟିଏ ପରିବାରର ହିଁ ୬ଜଣ ଲୋକ ଜଣଙ୍କ ପରେ ଜଣେ ଯ-ନ୍ତ୍ର-ଣାଦାୟକ ମୃ-ତ୍ୟୁର ଶି-କା-ର ହୋଇଗଲେ | ଏହି ସମସ୍ତଙ୍କ ମୃ-ତ୍ୟୁ ପରସ୍ପରର ଜୀବନ ବଞ୍ଚାଇବା ଚ-କ୍କ-ରରେ ହୋଇଗଲା | ଏହାପରେ ଗୋଟିଏ ପରିବାରରୁ ୬ଜଣ ଲୋକଙ୍କର ଅ-ର୍ଥୀ ଉଠିଲା ଏବଂ ବୁଢା ବ୍ୟକ୍ତିଙ୍କୁ ନିଜର ସମସ୍ତ ପ୍ରିୟଜନଙ୍କୁ ମୁ-ଖା-ଗ୍ନି ଦେବାକୁ ପଡିଲା | ଏହି ଦୃ-ଶ୍ୟ ଦେଖି ସାରା ଗାଁ କା-ନ୍ଦିଲା | ସମସ୍ତଙ୍କ ଆଖିରେ ଲୁ-ହ ଦେଖାଗଲା | ଚାଲନ୍ତୁ ଏହି ଯ-ନ୍ତ୍ର-ଣାଦାୟକ ଦୁର୍ଘ-ଟଣା ବିଷୟରେ ଜାଣିବା |

ପରିବାରର ଏକୁଟିଆ ମୁଖିଆ ବଞ୍ଚିଥିବା ବୁଢା ଜଗନ ଅହୀରବାର କହିଛନ୍ତି ଯେ ରବିବାର ସକାଳେ ପ୍ରାୟ ୮ଟା ବେଳକୁ ମୋ ବଡ଼ ପୁଅ ନରେନ୍ଦ୍ର ଅହୀରବାର(୨୫) ଆସିଲା ଏବଂ କହିଲା ଯେ ସେପ୍ଟିକ ଟ୍ୟାଙ୍କକୁ ସଫା କରିଦେବା | ସେ କହିଲା ଯେ ମୁଁ ଭିତରକୁ ଯାଇ ସଫା କରୁଛି, ତୁମେମାନେ ବାହାରୁ ମତେ ହେ-ଲ୍ପ କରିବ | କିନ୍ତୁ ସେ ଟ୍ୟାଙ୍କ ଭିତରକୁ ଯିବା ମାତ୍ରେ ତାଙ୍କୁ କ-ରେ-ଣ୍ଟ ଲାଗିଗଲା | କ-ରେ-ଣ୍ଟ ଲାଗିବାମାତ୍ରେ ସେ ଚି-ତ୍କା-ର କରିବାକୁ ଲାଗିଲା ଏବଂ ତାର ଚି-ତ୍କା-ର ଶୁଣି ସାନପୁଅ ବିଜୟ ତାକୁ ବଞ୍ଚାଇବା ପାଇଁ ଦୌଡିଲା, କିନ୍ତୁ ସେ ମଧ୍ୟ କ-ରେଣ୍ଟ କବଳକୁ ଚାଲିଗଲା | ଏପରି ଭାବେ ମୋର ଦୁଇ ପୁଅଙ୍କର ମୃ-ତ୍ୟୁ ହୋଇଗଲା |

ବୃଦ୍ଧ ବ୍ୟକ୍ତି ଆଗକୁ କା-ନ୍ଦି କା-ନ୍ଦି କହିଛନ୍ତି ଯେ ମୋ ଦୁଇ ଯ-ବା-ନ ପୁଅ ହିଁ ଦୁନିଆ ଛାଡି ଚାଲିଗଲେ, ବର୍ତ୍ତମାନ ମୁଁ ବଞ୍ଚି ଆଉ କଣ କରିବି | ମୋ ସାରା ସଂସାର ଧ୍ୱଂ-ସ ହୋଇଗଲା | ଜଗନ ଆଗକୁ କହିଛନ୍ତି ଯେ ଦୁଇ ପୁଅ ବ୍ୟତୀତ ମୋର ତିନିଜଣ ଭାଇ ଶଙ୍କର, ରାମପ୍ରସାଦ,ମିଲନ ଏବଂ କକା ଲଖମଣ ମଧ୍ୟ ପରସ୍ପରକୁ ବଞ୍ଚାଇବା ଚ-କ୍କ-ରରେ କରେ-ଣ୍ଟର ଶି-କାର ହୋଇଗଲେ | ମୁଁ ମଧ୍ୟ ସେମାନଙ୍କୁ ବଞ୍ଚାଇବା ପାଇଁ ଦୌଡିଥିଲି, କିନ୍ତୁ ଏହା ମଧ୍ୟରେ କେହି ଜଣେ କ-ରେଣ୍ଟ ବନ୍ଦ କରି ଦେଇଥିଲା | କ-ରେ-ଣ୍ଟ କାରଣରୁ ମୁହଁ ଝଲସି ଗଲି | ବର୍ତ୍ତମାନ ଏମିତି ବଂଚିବା ଆଉ କଣ ଦରକାର, ଯେତେବେଳେ କି ମୋ ପୁରା ପରିବାର ହିଁ ବ-ର୍ବା-ଦ ହୋଇଗଲା | ସବୁକିଛି ମୋ ଆଖି ସାମ୍ନାରେ ଘ-ଟିଗଲା ଆଉ ମୁଁ କିଛି ବି କରିପାରିଲି ନାହିଁ |

ଜଗନ ଆଗକୁ ନିଜର ଦୁଃଖଭରା କାହାଣୀ କହିଛନ୍ତି ଯେ ମୋ ବଡ଼ ପୁଅର ପୁଅ ବର୍ତ୍ତମାନ ଛୋଟ ଅଛି, ସେମାନଙ୍କର କା-ନ୍ଦି କା-ନ୍ଦି ଅବସ୍ଥା ଖରାପ ହୋଇଗଲାଣି | ସେହିପରି ନରେନ୍ଦ୍ରର ଦୁଇଟି ପିଲା ୪ବର୍ଷର ଏବଂ ୨ବର୍ଷର ଅଛନ୍ତି | ସେପଟେ ବୋହୂ ବେ-ହୋସ ହୋଇ ପଡିଛନ୍ତି | ଯେତେବେଳେ ବି ତାଙ୍କୁ ହୋସ ଆସୁଛି ସେତେବେଳେ ସେ କା-ନ୍ଦୁଛନ୍ତି ଏବଂ ପୁଣି ବେ-ହୋସ ହୋଇଯାଉଛନ୍ତି | ଆମେ ଛୋଟ ଭାଇ ବିଜୟର ବିବାହ ପାଇଁ ଝିଅ ମଧ୍ୟ ଖୋଜୁଥିଲୁ | କିନ୍ତୁ ଆମେ ସମସ୍ତେ ଜାଣିନଥିଲୁ ଯେ ଆମ ଟ୍ୟାଙ୍କ ହିଁ ଆମ ଫ୍ୟାମିଲିର ମୃ-ତ୍ୟୁର ଗାତ ପାଲଟିଯିବ |

Leave a Reply

Your email address will not be published. Required fields are marked *