ଦେଖନ୍ତୁ ଭିଡିଓ : ଯୁବତୀ ଅର୍ଡର କଲେ ୨ଟି ଥା-ପ-ଡ,ପୂର୍ବତନ ବୟଫ୍ରେଣ୍ଡ୍ ପାଖରେ ହେଲା ଡେଲିଭରି

ଡିଜିଟାଲ ସମୟରେ ଏବେ ସବୁକିଛି ଗୋଟିଏ କ୍ଲିକରେ ଉପଲବ୍ଧ|ବର୍ଷ ୨୦୨୦ କରୋନା ସଂକ୍ରମଣ ଯୋଗୁଁ ଲୋକମାନେ ଅଧିକାଂଶ ଅନଲାଇନ ଉପରେ ନିର୍ଭର କରିଛନ୍ତି|ଏବେ ମାନିକରି ଚାଲନ୍ତୁ ଯେ ଆପଣ ଘରେ ବସି କିଛି ବି ଅର୍ଡର କରିପାରିବେ|ସୋସିଆଲ ମିଡିଆ ସାଇଟ୍ ଟୁଇଟରରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି|ଏଥିରେ ଜଣେ ଡେଲିଭରି ବୟ ବ୍ୟକ୍ତିଙ୍କଙ ଥା-ପ-ଡ ମା-ରୁ-ଥି-ବା ନଜରକୁ ଆସିଛି|

ଏପର୍ଯ୍ୟନ୍ତ ଆପଣ ଘରର ରାଶନ,କପଡା,ଜୋତା,ଚପଲ ଅର୍ଡର କରିଥିବେ|ଘରେ କୈାଣସି ଫଙ୍କସନ ହେଲେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ସହ କଥାବାର୍ତ୍ତା ହୋଇ ଘର ଥିମ ହିସାବରେ ସାଜସଜ୍ଜା କରିଥିବେ|କିନ୍ତୁ ଗୋଟିଏ ଯୁବତୀ ସୀମା ପାର କରିଛନ୍ତି|ସେ ପୂର୍ବତନ ବୟଫ୍ରେଣ୍ଡ୍ ପାଇଁ ୨ ମଜବୁତ ଥା-ପ-ଡ ଅର୍ଡର କରିଥିଲେ|

ଗୋଟିଏ ଡେଲିଭରି ବୟ ବ୍ୟକ୍ତି ପାଖରେ ପହଞ୍ଚି ତାର ଦୁଇ ଗାଲରେ ଥା-ପ-ଡ ମା-ରି-ଲା|ବ୍ୟକ୍ତିକୁ ଏହି ଅଜବ ହରକତ ବୁଝା ପଡୁନଥିଲା|ସେତେବେଳେ ଡେଲିଭରି ବୟ କହିଲା ଯେ ତାଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ତାଙ୍କ ପାଇଁ ଦୁଇଟି ଥା-ପ-ଡ ଅର୍ଡର କରିଥିଲେ ଓ ପୁଣି ସେ ରସିଦରେ ବ୍ୟକ୍ତିର ସାଇନ କରାଇଥାଏ|ଯିବା ସମୟରେ ସେ ବ୍ୟକ୍ତିକୁ କହିକି ଯାଏ ଯେ ପୂର୍ବତନ ଗାର୍ଲଫ୍ରେଣ୍ଡ ତାକୁ ମାଡମରେଇବାକୁ ଚାହୁଁଥିଲା କିନ୍ତୁ ତାହା ତାର ବଜେଟ୍ ବାହାରେ ଥିଲା|

ଆଇପିଏସ ଅଫିସର ରୁପିନ ଶର୍ମା ଏହି ଭିଡିଓକୁ ସୋସିଆଲ ମିଡ଼ିଆ ସାଇଟ ଟୁଇଟରରେ ସେୟାର କରିଛନ୍ତି|ଏହି ଭିଡିଓ ଦେଖିକି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି|ସମସ୍ତେ ଜାଣିବାକୁ ଚାହୁଁଛନ୍ତି କ’ଣ ପ୍ରକୃତରେ ମା-ର-ପି-ଟ୍ ଭଳି ଜିନିଷ ମଧ୍ୟ ଅନଲାଇନରେ ଅର୍ଡର ହୋଇପାରୁଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *