ଯଦି ବିରାଟ କୋହଲି ଏହି କଥା ଶୁଣନ୍ତି ତେବେ ନିଶ୍ଚିତ ରାଗିଯିବେ, ସୁରେଶ ରାଇନା ଅଧିନାୟକତ୍ୱ ଉପରେ ଦେଲେ ଏମିତି ମନ୍ତବ୍ୟ

ମ୍ୟାଚ ଦୃଷ୍ଟିକୋଣରୁ ଦେଖିଲେ ବିରାଟ କୋହଲି ଜଣେ ସଫଳ ଅଧିନାୟକ ଭାବେ ସୁପରିଚିତ। ତାଙ୍କୁ ଧୋନୀ ଓ ଗାଙ୍ଗୁଲି ଭଳି ସଫଳ ଅଧିନାୟକ ଧାଡିରେ ସାମିଲ କରାଯାଇଛି। ଯଦି ଆପଣ କୋହଲି ଙ୍କ ଅଧିନାୟକକୁ ନେଇ ସୁରେଶ ରାଇନା ଙ୍କୁ ପଚାରିବେ ତେବେ ଯେଉଁ ଉତ୍ତର ମିଳିବ ତାହା ଶୁଣିଲା ପରେ କୋହଲିଙ୍କ ଫ୍ୟାନଙ୍କୁ ଏକ ଶକ୍ତ ଧକ୍କା ମିଳିବ। ପ୍ରକୃତ କଥା ହେଉଛି କି ସେ ଗ୍ରାଉଣ୍ଡ ସହ ବାସ୍ତବତା କରାଉଛନ୍ତି। ସେ କୋହଲିକୁ କହୁଛନ୍ତି କି ଅଧିନାୟକ ହେବା ପାଇଁ ବିରାଟ ଙ୍କୁ ସମୟ ଲାଗିବ।

ଏମ ଏସ ଧୋନୀଙ୍କ ପରେ ବିରାଟ କୋହଲି ଭାରତୀୟ ଅଧିନାୟକ ପଦବୀର ଭାର ଗ୍ରହଣ କରିଥିଲେ। ସେ ୨୦୧୪ ମସିହାରେ ଟେଷ୍ଟ ଅଧିନାୟକ ଓ ୨୦୧୭ ମସିହାରେ ୱାଣ୍ଡେ ଓ ଟି ୨୦ ର ଅଧିନାୟକ ହୋଇଥିଲେ। ଏହା ଛଡା ବିରାଟ ନିଜର ଆଇପିଏଲ ଟିମ ରୋୟଲ ଚାଲେଞ୍ଜ ବାଙ୍ଗାଲୋର ମଧ୍ୟ ଅଧିନାୟକ ଅଛନ୍ତି। କିନ୍ତୁ ଏତେ ବର୍ଷ ଅଧିନାୟକ ରହିସାରିବା ପରେ ମଧ୍ୟ ବିରାଟ ଏ ପର୍ଯ୍ୟନ୍ତ ଆଇପିଏଲ ଟାଇଟେଲ ହାସଲ କରିପାରିନାହାନ୍ତି। ଏଥିସହ ICC ଦ୍ୱାରା ଆୟୋଜିତ କୌଣସି ଟାଇଟେଲ ହାସଲ କରିପାରିନାହାନ୍ତି। ରାଇନା ଏହାକୁ ନେଇକି ଟିପଣି ଦେଇଛନ୍ତି। ଯଦିଓ ସେ ଏକଥା ମଧ୍ୟ କହିଛନ୍ତି କି ICC ଟୁର୍ଣ୍ଣାମେଂଟ ରେ ଫାଇନାଲରେ ପହଁଚିବା ବିରାଟ ଏବଂ ତାଙ୍କ ଟିମ ଏକ ଉପଲବ୍ଧି ହୋଇଛି।

IPL ଜିତି ପାରି ନାହାନ୍ତି, ଆପଣ ICC କଥା କହୁଛନ୍ତି।

ନ୍ୟୁଜ 24 ରେ ରାଇନା ଙ୍କ ସହ କଥା ବାର୍ତା ହେବା ସମୟରେ ସେ ଏହି କଥା କହିଛନ୍ତି ଯେ ” ନମ୍ବର ୧ ଅଧିନାୟକ ଅଟନ୍ତି ଓ ମ୍ୟାଚର ଦୃଷ୍ଟିକୋଣରୁ ଦେଖିଲେ ଚମତ୍କାର ଅଧିନାୟକ ଉପଲବ୍ଧି କରିଛନ୍ତି। ଆଉ ସେ ନମ୍ବର ୧ ବ୍ୟାଟ୍ସ ମ୍ୟାନ ଅଟନ୍ତି। ଯଦି ଆପଣ ICC ଟ୍ରଫି ବିଷୟରେ ପଚାରିବେ ତେବେ ମୁଁ କହିବି ଯେ ସେ ଏ ପର୍ଯ୍ୟନ୍ତ ଆଇପିଏଲ କୋଉଠି ଜିତିପରିଲେ। ତଥାପି ତାଙ୍କୁ ଆଉ କିଛି ସମୟ ଲାଗିପାରେ ଓ ଆମେ ତାଙ୍କୁ ତାହା ଦେବା ଉଚିତ।

ସୁଯୋଗ ଅଛି ନିକଟରେ ୨ରୁ ୩ ଟା ୱାଲ୍ଡ କପ ଅଛି।

ରାଇନା ଏହା ମଧ୍ୟ କହିଛନ୍ତି କି ଏବେ ଗୋଟେ ପରେ ଗୋଟେ ୱାଲ୍ଡ କପ ଖେଳା ଯିବ। ଯେଉଁଥିରେ t20 ଓ 50ଓଭର ର ୱାଲ୍ଡ କପ ହେବ। ଏହିଭଳି ଟୁର୍ଣ୍ଣାମେଂଟ ର ଫାଇନାଲରେ ପହଁଚିବା ସହଜ ନୁହେଁ। କାରଣ ବେଳେ ବେଳ ଆପଣ କିଛି ଜିନିଷ ଶିକ୍ଷା ନେଇଥାନ୍ତି। ଜୁନରେ ଖେଳା ଯାଇଥିବା ୱାଲ୍ଡ ଟେଷ୍ଟ ଚମ୍ପିୟାନ ଟ୍ରଫି ନିୟୁଜିଲାଣ୍ଡ ଠାରୁ ଫାଉନାଲ ରେ ହାର ସାମ୍ନା କରିବାକୁ ପଡିଥିଲା। ଭାରତର ବ୍ୟଟିଙ୍ଗରେ ଏହି ମ୍ୟାଚରେ ଅନେକ ବିକଳ୍ପ ଥିଲା। କୋହଲି ଏବଂ ଟିମ ଏହି ମ୍ୟାଚ ୮ ଉଇକେଟ ରେ ପରାସ୍ତ ହୋଇଥିଲେ। ଯାହାପରେ c ରୁ ଆରମ୍ଭ ହୋଇଥିବା ଶବ୍ଦ ସୋସିଆଲ ମିଡ଼ିଆରେ ସେମାନଙ୍କ ପାଇଁ ଆଲୋଚନା କାରଣ ହୋଇଥିଲା। ଏହା ଉପରେ ମନ୍ତବ୍ୟ ଦେଇ ରାଇନା କହିଛନ୍ତି ଯେ ଏ ଭଳି ଜିନିଷର ଆବଶ୍ୟକତା ନାହିଁ। ଯେଉଁମାନେ ଦେଶର ଦଳ ପାଇଁ ଏହା କହୁଛନ୍ତି, ସେମାନ ମଧ୍ୟ ଭାବିବା ଉଚିତ ଯେ ଭାରତ ୩ ଟି ବିଶ୍ୱ କପ ଜିତିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *