ପାର୍ଲରରେ ଚୁଟି ଧୋଉଥିବା ସମୟରେ ନିଜର ମିତ୍ରଙ୍କ ସହ ବାରମ୍ବାର କଥା ହେଉଥିଲେ ମହିଳା, ତା ପରେ ରାଗରେ ପାର୍ଲରରେ କାମ କରୁଥିବା ବ୍ୟକ୍ତି କଲେ ଏମିତି କିଛି,ଦେଖନ୍ତୁ ଭିଡିଓ

ମହିଳାଙ୍କର ଏହା ସାଧାରଣ ଅଭ୍ଯାସ ଥାଏକି ସେମାନେ କୌଣସି ଦ୍ଵିତୀୟ ମହିଳା କିମ୍ବା ନିଜର ମିତ୍ରଙ୍କ ସହ ଗଲେ, ସେ ଲଗାତାର ତାଙ୍କ ସହ କଥାବାର୍ତ୍ତା କରୁଥାନ୍ତି, ତାଙ୍କର କୌଣସି ଦ୍ଵିତୀୟ ଜିନିଷ ଉପରେ ଧ୍ୟାନ ନଥାଏ ଓ ସେ ସବୁକିଛି ଭୁଲି ସପିଙ୍ଗରେ ଲାଗିଯାନ୍ତି। ଏମିତି କିଛି ମହିଳାଙ୍କ ସହିତ ହୋଇଛି, ଯେତେବେଳେ ସେ ପାର୍ଲରରେ ଚୁଟି ଧୌଥିଲେ। ଚୁଟି ଧୋଉଥିବା ସମୟରେ ସେ ନିଜର ସାଙ୍ଗଙ୍କ ସହ କଥାବାର୍ତ୍ତା ହେଉଥିଲେ, ତାପରେ ସେ ମହିଳାଙ୍କ ସହ ଯାହା ହେଲା ତାହା ଦେଖି ଆପଣ ଏହା ନିଶ୍ଚୟ କହିବେକି, ଯାହା ହେଲା ଠିକ ହେଲା।

ଦେଖନ୍ତୁ ଭିଡିଓ:-

ଭାଇରାଲ ହେଉଥିବା ଏହି ଭିଡିଓକୁ @Jamie24272184 ନାମକ ୟୁଜର ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରୁଥିବେ ମହିଳା ପାର୍ଲରରେ ନିଜର ଚୁଟି ଧୋଉଛନ୍ତି। ନିକଟରେ ଏକ ମହିଳା ମିତ୍ର ବସିଛନ୍ତି, ବୋଧେ ସେ ତାଙ୍କର ମିତ୍ର ଅଟନ୍ତି। ଚୁଟି ଧୋଉଥିବା ସମୟରେ ଆପଣ ଦେଖିବେ ମହିଳା ବାରମ୍ବାର ବାରମ୍ବାର ହଲୁଛନ୍ତି ଓ ନିଜର ମିତ୍ରଙ୍କ ସହ କଥା ହେଉଛନ୍ତି। ଯିଏ ଚୁଟି ଧୋଉଥିଲେ ସେ ବିରକ୍ତ ହୋଇ ନିଜର କାମ ଠିକ ଭାବରେ କରିପାରୁନଥିଲେ।

ସେହି ବ୍ୟକ୍ତିଜଣକ ମହିଳାଙ୍କୁ ଅନେକ ଥର କହିଲେକି ଠିକ ଭାବରେ ବସନ୍ତୁ ତାଙ୍କୁ ଅସୁବିଧା ହେଉଛି। ତାପରେ ପରେ ମଧ୍ୟ ମହିଳା ତାଙ୍କର କଥା ମାନିଲେ ନାହିଁ। ଯାହାପରେ ବ୍ୟକ୍ତିଜଣକ ବିରକ୍ତ ହୋଇ ଶାୱାରରେ ତାଙ୍କ ମୁହଁରେ ପାଣି ମାରିଦେଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି, ଓ ଲୋକ ଭିଡିଓରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଲେକି, ମହିଳା ଜଣକଙ୍କ ସହ ଏମିତି ହେବାର ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *