ଦଶମ ଓ ଯୁକ୍ତ ୨ ପାସ କରିଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଖାଲିପଡ଼ିଛି ଭାରତୀୟ ଡାକ ବିଭାଗର ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ପୋଷ୍ଟାଲ ସର୍କଲରେ ପୋଷ୍ଟାଲ ଆସିଷ୍ଟାଣ୍ଡ,ସେଟିଂ ଆସିଷ୍ଟାଣ୍ଡ ଓ ମଲ୍ଟି ଟାକ୍ସିଂ ଷ୍ଟାଫ କ୍ୟାଡରରେ ସ୍ପୋର୍ଟସ କ୍ୟାଡ଼ର ଅଧୀନରେ ନୋଟିଫିକେସନ ଜାରି କରାଯାଇଛି। ଇଛୁକ ଥିବା ପ୍ରାର୍ଥୀ ଅଗଷ୍ଟ ୧୮ ତାରିଖ କିମ୍ବା ତାପୂର୍ବରୁ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ମାସ ୧୦ ତାରିଖରୁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଆଉ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ମାସ ୧୮ ତାରିଖ।

ଜାଣନ୍ତୁ ଏହି ନିଯୁକ୍ତି ସମ୍ପର୍କରେ….

ପଦବୀ ବିବରଣୀ – ୫୭

ପୋଷ୍ଟାଲ ଆସିଷ୍ଟାଣ୍ଡ – ୪୫

ସେଟିଂ ଆସିଷ୍ଟାଣ୍ଡ – ୦୯

ମଲ୍ଟି ଟାକ୍ସିଂ ଷ୍ଟାଫ – ୦୩

ଶିକ୍ଷାଗତ ଯୋଗ୍ୟତା –

ଭାରତୀୟ ଡାକ ବିଭାଗରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାର ବୋର୍ଡ ପରୀକ୍ଷା ପାସ କରିଥିବା ନିହାତି ଜରୁରୀ।

ବୟସ ସୀମା –

ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଧାର୍ଯ୍ୟ କରାଯାଇଛି।

ଆବେଦନ ପତ୍ର ପଠାଇବାର ଠିକଣା –

Assistant Director Postal Service (Recruitment),
Office of the Chief Postmaster General,
Punjab Circle, Sector 17,
Sandesh Bhawan, Chandigarh – 160017

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ –

https://www.indiapost.gov.in/VAS/Pages/Recruitment/IP_09072021_Punjab.pdf

Leave a Reply

Your email address will not be published. Required fields are marked *