ଆଗ କାଳରେ ରାଜା-ମହାରାଜା ଏହି ସବୁ ଜିନିଷ ଖାଇ ବଢାଉଥିଲେ ନିଜର ପୌରୁଷ ଶକ୍ତି

ରାଜା-ମହାରାଜାଙ୍କ ସହ ଜଡିତ କାହାଣୀ ସବୁବେଳେ ଟିଭି ଉପରେ ଦେଖିଥାଉ ଓ ବହିରେ ପଢିଥାଉ ଓ ଯେଉମାନେବି ଏହି କାହାଣୀ ଦେଖିଛନ୍ତି କିମ୍ବା ପଢିଛନ୍ତି। ତାଙ୍କୁ ଏହା ମଧ୍ୟ ଜଣାଥାଏକି ପୂର୍ବ ସମୟରେ ଯେଉଁ ରାଜା-ମହାରାଜା ଥିଲେ ସେମାନଙ୍କର ଗୋଟିଏ ନୁହେଁ ବରଂ ଅନେକ ରାଣୀ ଥିଲେ ଓ ପଟରାଣୀ ଥିଲେ। ପୁରୁଣା ସମୟରେ ରାଜା-ମହାରାଜା କେବେ ନା କେବେ ଶ-ତୃ-ଙ୍କ ସହ ଲ-ଢି-ଥା-ନ୍ତି। ଏମିତିରେ ତାଙ୍କୁ ବହୁତ ଶକ୍ତି ଓ ଉର୍ଜାର ଆବଶ୍ୟକ ଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତିକି ପୂର୍ବ ସମୟରେ ଏହି ରାଜା-ମହାରାଜା ଏତେ ଶକ୍ତି କେଉଁଠୁ ଆଣୁଥିଲେ।

ଆଜିର ସମୟରେ ଲୋକଙ୍କୁ ନିଜର ଘର ଓ ଅଫିସ ସମ୍ଭାଳିବାରେ ଶାରୀରିକ ଓ ମାନସିକ ସ୍ତରରେ କମଜୋର ଅନୁଭବ ହୁଏ। ପୁଣି ପ୍ରଶ୍ନ ଉଠିଲାକି ପୁରୁଣା ସମୟରେ ରାଜା-ମହାରାଜା କିପରି ଏତେ ସବୁକିଛି କରିନିଅନ୍ତି ଓ ତାଙ୍କୁ ଶାରୀରିକ ଓ ମାନସିକ ଅଶାନ୍ତି ମଧ୍ୟ ହୁଏ ନାହିଁ। ଯଦି ଆପଣ ଜାଣିନାହାନ୍ତି ତେବେ ପୁରୁଣା ସମୟ କିପରି ରାଜା-ମହାରାଜା ନିଜକୁ ସତେଜ ରଖନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁକି ପୂର୍ବରୁ ରାଜା-ମହାରାଜା ନିଜର ଷ୍ଟାମିନା ବଢାଇବ୍ବା ପାଇଁ କେଉଁ କେଉଁ ଆୟୁର୍ବେଦିକ ଜିନିଷକୁ ବ୍ୟବହାର କରୁଥିଲେ।

ପ୍ରାଚୀନ ସମୟରେ ରାଜବୈଦ୍ୟ କରୁଥିଲେ ଏହି ଔଷଧଗୁଡିକର ଉପଯୋଗ…:-

ସର୍ବପ୍ରଥମେ ଆମେ ଆପଣଙ୍କୁ ଜଣାଇଦେଉଛୁକି ପୂର୍ବ ସମୟରେ ପ୍ରତ୍ଯେକ ରାଜ୍ୟରେ ରାଜବୈଦ୍ୟ ରହୁଥିଲେ। ଯେଉଁମାନେ ରାଜାଙ୍କ ପାଇଁ ଜଡିବୁଟି, ରସାୟାନ ଓ ଧାତୁ ଦ୍ଵାରା ଅନେକ ପ୍ରକାର ସମାଧାନ ପ୍ରସ୍ତୁତ କରୁଥିଲେ। ଏହି ଔଷଧରେ କିଛି ଏମିତି ଜିନିଷ ମଧ୍ୟ ଥାଏ, ଯାହାଦ୍ୱାରା ରାଜା-ମହାରାଜା ଲମ୍ବା ସମୟ ପର୍ଯ୍ଯନ୍ତ ଯବାନ ରୁହନ୍ତି ଓ ତାଙ୍କର ଶକ୍ତି ପୂର୍ବଭଳି ରୁହେ। ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଖାସ ଆୟୁର୍ବେଦିକ ଔଷଧ ବିଷୟରେ କହିବାକୁ ଚାହୁଞ୍ଚୁ, ଯାହାକୁ ବ୍ୟବହାର କରି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଯବାନ ରହିପାରିବେ ଓ ନିଜର ଶାରୀରିକ କ୍ଷମତାକୁ ବଢାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଔଷଧ ବିଷୟରେ…

ଶିଲାଜୀତ…:-

ଆମେ ଶିଲାଜୀତ ବିଷୟରେ କହୁଛୁ ତୋ ଏହାକୁ ଚାଉଳ ପରି ଛୋଟ କରି ମହୁ ସହ ନେବା ଉଚିତ। ଏହାଦ୍ଵାରା କେବଳ ଆପଣଙ୍କ ଶରୀରରେ ଶକ୍ତି ବଢିବ ନାହିଁ ବରଂ ଶାରୀରିକ ଉର୍ଜା ମଧ୍ୟ ବଢିବ। ଏହା ସହିତ ଆପଣ ଅଧିକ ସମୟ ପର୍ଯ୍ଯନ୍ତ ମଧ୍ୟ ଯବାନ ମଧ୍ୟ ରହିବେ।

ଅଶ୍ଵଗନ୍ଧା…:-

ଜଣାଇଦେଉଛୁକି ଅଶ୍ଵଗନ୍ଧାର ଅଧା ଚାମଚ ପ୍ରତ୍ଯେକ ଦିନ ରାତିରେ ଗରମ କ୍ଷୀର ସହିତ ସେବନ କରନ୍ତୁ, ଏହା ବହୁତ ଲାଭଦାୟକ ହୋଇଥାଏ। ଏହାର ସେବନ କରିବା ଦ୍ଵାରା କେବଳ ଶାରୀରିକ ଥକା ଦୂର ହୁଏନାହିଁ, ବରଂ ରୋଗ ସହ ଲଢିବାର କ୍ଷମତାକୁ ମଧ୍ୟ ବଢାଏ।

ସଫେଦ ମୁସଲୀ…:-
ଆପଣଙ୍କୁ ଜଣାଇଦେଉଛୁକି ସଫେଦ ମୁସଲୀର ପାଉଡର ତିଆରି କରି ପ୍ରତ୍ଯେକ ଦିନ ସକାଳ ଓ ସନ୍ଧ୍ଯାରେ ମିଶ୍ରି କିମ୍ବା କ୍ଷୀର ସହିତ ନିଅନ୍ତୁ, ଯାହାଦ୍ୱାରା ଶାରୀରିକ ଉର୍ଜା ରହିବ ଓ ସ୍ୱାସ୍ଥ୍ୟ ଠିକ ରୁହେ।

କେସର…:-

କୁହାଯାଏକି ଚିମୁଟାଏ କେସରକୁ ଗରମ କ୍ଷୀର ସହ ପାଣିରେ ମିଶାଇ ପିଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ମାନାଯାଏ। ଏହାର ସେବନ କରିବାରେ ଶିରାରେ ରକ୍ତ ସଠିକ ଭାବରେ ପ୍ରବାହ ହୁଏ। ସେଥିପାଇଁ ପ୍ରତ୍ଯେକ ଦିନ ରାତିରେ କେସର କ୍ଷୀରକୁ ସେବନ କରିବା ଉଚିତ।

ଶତାବର…:-

ଯଦି ଆପଣଙ୍କୁ ଧୂମ୍ରପାନ କରିବା କିମ୍ବା ମଦ୍ୟପାନ କରିବାର ଅଭ୍ଯାସ ଅଛି ତେବେ ଆପଣଙ୍କୁ ଏହାକୁ ସେବନ କରିବା ଉଚିତ। ଆଜ୍ଞା ହଁ ଏକ ଚାମଚ ମିଶ୍ରି ଓ ଗାଈର ଘିଅ ସହିତ ଅଧା ଚାମଚ ଶତାବର ପାଉଡରର ସେବନ କ୍ଷୀର ସହ କରିବା ଉଚିତ। ଏହାଦ୍ବାରା ଆପଣଙ୍କୁ ଅନେକ ପ୍ରକାର ଶାରୀରକ ଲାଭ ମିଳିବ।

ବର୍ତ୍ତମାନ ଆପଣଙ୍କୁ ଜଣାପଡିଯାଇଥିବ। କେଉଁପରି ପୁରୁଣା ସମୟରେ ରାଜା-ମହାରାଜା ନିଜର ଶାରୀରିକ ଉର୍ଜାକୁ କାୟମ ରଖୁଥିଲେ ଓ ଏତେ ଲମ୍ବା ସମୟ ପର୍ଯ୍ଯନ୍ତ ଯବାନ ଦେଖାଯାଉଥିଲେ। ଆପଣଙ୍କ ପାଇଁ ବିଶେଷ ପରାମର୍ଶ ହେଉଛିକି ପ୍ରାଚୀନ ସମୟରେ ରାଜବୈଦ୍ୟ ଥିଲେ। ଯେଉଁମାନେ ରାଜା-ମହାରାଜାଙ୍କୁ ଏହି ଔଷଧ ବିଷୟରେ ଜ୍ଞାନ ଦେଉଥିଇଲେ। ଏମିତିରେ ଆଜିର ସମୟରେ ରାଜବୈଦ୍ୟ ମିଳୁନାହାନ୍ତି। ଏହି ସବୁ ବସ୍ତୁକୁ ଉପଯୋଗ କରିବା ପୂର୍ବରୁ ଥରେ ଡାକ୍ତରଙ୍କର ପରାମର୍ଶ ନେବାକୁ ଭଲନ୍ତୁ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *