ବିବାହରେ କନ୍ୟାକୁ ମିଳିଲା ଏମିତି ଗିଫ୍ଟ,ଦେଖିବା ମାତ୍ରେ ବଦଳିଗଲା କନ୍ୟା ଚେହେରାର ରଙ୍ଗ,ଦେଖନ୍ତୁ ଏହି ମଜାଦାର ଭିଡିଓ

ସୋସିଆଲ ମିଡିଆରେ ସଦାବେଳେ କୈାଣସି ନା କୈାଣସି ଭିଡିଓ ଚର୍ଚ୍ଚାରେ ରହିଥାଏ|ଏଥିରେ କିଛି ହସାଇ ଥାଏ ତ କିଛି ଆଶ୍ଚର୍ଯ୍ୟ କରିଥାଏ|କିଛି ଭିଡିଓ ମଧ୍ୟ ଶିକ୍ଷା ଦେଇଥାଏ|କିଛି ଏମିତି ହୋଇଥାଏ ଯାହାକୁ ବାରମ୍ବାର ଦେଖିବାକୁ ମନ କରେ|ଏଵେ ଏମିତି ଏକ ଭିଡିଓ ଚର୍ଚ୍ଚିତ ହେଉଛି|ଏହି ଭିଡିଓରେ କନ୍ୟାକୁ ଏମିତି ଏକ ଗିଫ୍ଟ ମିଳିଲା ଯାହାକୁ ଦେଖି କନ୍ୟା ଲାଜରେ ପାଣି ପାଣି ହୋଇଯାଏ|

ବିବାହର ମାହୋଲରେ ମଜାମସ୍ତି ହୋଇଥାଏ|ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳେ ଯାହାକୁ ଲୋକମାନେ ବିଶ୍ୱାସ କରିପାରନ୍ତି ନାହିଁ|ବରକନ୍ୟା ବେଳେ ବେଳେ ଏମିତି ଥଟାମଜା କରିଥାନ୍ତି,ଯାହାକୁ ଦେଖି ଲୋକମାନେ ହସିହସି ଗଡିଯାଆନ୍ତି|ଏବେ ଟିକେ ଏହି ଭିଡିଓକୁ ଦେଖନ୍ତୁ,କନ୍ୟାକୁ ଜଣେ ସମ୍ପର୍କୀୟ ଏମିତି ଗିଫ୍ଟ ଦେଲେ,ଯାହାକୁ ଦେଖି ବର ଆଶ୍ଚର୍ଯ୍ୟ ହୋଇଗଲେ ଓ କନ୍ୟା ହସିହସି ଗିଫ୍ଟ ବାକ୍ସ ସାଇଡରେ ରଖିଦେଲେ|

 

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Niranjan Mahapatra (@official_niranjanm87)

ଭିଡିଓରେ ଆପଣ ଦେଖିପାରିବେ ଯେ ବିବାହର ମାହୋଲ ରହିଛି|ବରକନ୍ୟା ଷ୍ଟେଜରେ ବସିଛନ୍ତି|ସେତେବେଳେ ଷ୍ଟେଜକୁ ଜଣେ ସମ୍ପର୍କୀୟ ଆସନ୍ତି ଓ କନ୍ୟାକୁ ଏକ ଗିଫ୍ଟ ଦେଇଥାନ୍ତି|କନ୍ୟା ଉତ୍ସାହିତ ହୋଇ ଗିଫ୍ଟ ବାକ୍ସ ଖୋଲିଥାଏ ଓ ପାଖରେ ବସିଥିବା ବର ହସୁଥାଏ|ଏହା ଦେଖି କନ୍ୟା ଟିକେ ହସି ଗିଫ୍ଟ ବାକ୍ସକୁ ପାଖରେ ଥୋଇଦିଏ|

ଆପଣଙ୍କୁ କହିରଖେ ଯେ ଏହି ମଜାଦାର ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଯାହାକୁ ଏପର୍ଯ୍ୟନ୍ତ ୧୦ ହଜାର ଲୋକ ଦେଖିସାରିଲେଣି|ଯଦିଓ ସୋସିଆଲ ମିଡ଼ିଆ ୟୁଜର୍ସ ଜାଣିବାକୁ ଆଗ୍ରହୀ ଯେ ପ୍ରକୃତରେ ଗିଫ୍ଟ ବାକ୍ସରେ କ’ଣ ରହିଥିଲା ଯାହାଫଳରେ କନ୍ୟାର ଚେହେରା ରଙ୍ଗ ପରିବର୍ତ୍ତନ ହୋଇଗଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *