ଦେଖନ୍ତୁ ଭିଡିଓ : ଶାଳୀ-ଭେଣେଇଙ୍କର ଏହି ଜବରଦସ୍ତ ଡ୍ୟାନ୍ସ ଲୋକଙ୍କୁ କରିଦେଲା ଭାବୁକ, ବାରମ୍ବାର ଲୋକ ଦେଖୁଛନ୍ତି ଏହି ଭିଡିଓ

ରିଲ ଲାଇଫ ହେଉ କିମ୍ବା ରିୟଲ ଲାଇଫ, ଭାରତରେ ଶାଳୀମାନଙ୍କୁ ସବୁବେଳେ ଭଲପାଇବା ଦିଆଯାଇଥାଏ | ଭେଣେଇ ମଧ୍ୟ ନିଜ ଶାଳୀର ଗୋଡ ଟାଣିବାକୁ ପଛେଇ ନଥାନ୍ତି | ସେ ନିଜ ଶାଳୀକୁ ନେଇ ଥଟ୍ଟା କରିବାରେ ବେସ ଆଗରେ ରହିଥାନ୍ତି | କିନ୍ତୁ କୌଣସି ଭାଇ ପରି ଭେଣେଇ ମଧ୍ୟ ନିଜ ଶାଳୀକୁ ରକ୍ଷା କରିବାରେ ସବୁଠାରୁ ଆଗରେ ରହିଥାନ୍ତି | ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଜଣେ ମହିଳା ଏବଂ ଭେଣେଇ ମଧ୍ୟରେ ଥଟ୍ଟା ତାମସା ଦେଖାଯାଇପାରେ |

ଶାଳୀ-ଭେଣେଇଙ୍କର ଯୋଡି ହେଲା ସୁପରହିଟ :-

ଭିଡିଓରେ ମହିଳାଙ୍କୁ ନିଜ ଭେଣେଇ ସହିତ ବଲିଉଡର ଏକ ଲୋକପ୍ରିୟ ଗୀତ ‘କ୍ୟୁ ଆଏ ପୀଛେ ଡାଲତେ ହୋ…’ରେ ଡ୍ୟାନ୍ସ କରୁଥିବାର ଦେଖାଯାଇପାରେ | ମହିଳାଜଣକ ହାଲକା ବାଇଗଣୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି ଏବଂ ଗୀତରେ ଡ୍ୟାନ୍ସ କରି କରି ଆକ୍ଟିଙ୍ଗ କରୁଛନ୍ତି | ସେମିତି ତାଙ୍କ ଭେଣେଇ ଟିକେ ଲାଜ କରୁଥିବାର ଦେଖାଯାଉଛନ୍ତି | ତେବେ ଭିଡିଓରେ ଭେଣେଇ କିଛି ଡ୍ୟାନ୍ସ ସ୍ଟେପ କରିବାକୁ ଚେଷ୍ଟା କଲେ |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Bold Meera (@boldmeeraswag)

ଇନ୍ସଟାଗ୍ରାମରେ ଭାଇରଲ ହେଉଛି ଭିଡିଓ :

ଏହି ଭିଡିଓକୁ ବୋଲଡ ମୀରା ସ୍ୱାଗ ନାମକ ଏକ ଇନ୍ସଟାଗ୍ରାମ ୟୁଜର ସେୟାର କରିଛନ୍ତି | ଯେଉଁଥିରେ ଲେଖାଯାଇଥିଲା, ‘ମେରେ ପ୍ୟାରୀ ଜିଜୁ …’ | ଭିଡିଓକୁ ସୋସିଆଲ ମିଡିଆରେ ଖୁବ ସେୟାର ମଧ୍ୟ କରାଯାଉଛି ଏବଂ ଦୁହିଁଙ୍କ ମଧ୍ୟରେ କ୍ୟୁଟ ଆକ୍ଟିଙ୍ଗକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଅନେକ ଲୋକ ଏହି ଭିଡିଓରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି | ଏହି ଭିଡିଓକୁ ଅନେକ ଲୋକ ଦେଖିବା ସହିତ ପ୍ରାୟ ୨୧ ହଜାର ଲୋକ ଲାଇକ ମଧ୍ୟ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *