ଦେଖନ୍ତୁ ଭିଡିଓ : ହାତରୁ ଚାଲିଗଲା ମ୍ୟାଚ, କିନ୍ତୁ ରେ-କ-ର୍ଡ କରିଦେଲା କ୍ୟାଚ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ହାର୍ଲିନଙ୍କ ଶାନଦାର କ୍ୟାଚ

ସୋସିଆଲ ମିଡିଆରେ ଛାଇ ହେଇ ରହିଛନ୍ତି, ଭାରତ ଦଳର ଅଧିନାୟକ ହାର୍ଲିନ ଦେଓଲ। ଭାରତ ଓ ଇଂଲଣ୍ଡ ଦଳ ମଧ୍ୟରେ ପ୍ରଥମେ ଖେଳାଯାଇଥିବା ଟି-20 ମ୍ୟାଚରେ ଇଂଲଣ୍ଡ ଦଳ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଇଂଲଣ୍ଡ ଦଳର ଡକୱର୍ଥ-ଲୁଇସ ଶାସନ ଅଧୀନରେ ଭାରତ ଦଳକୁ ୧୮ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିଲେ ଇଂଲଣ୍ଡ ଦଳ। ଇଂଲଣ୍ଡ ଦଳ ୨୦ ଓଭରରେ ୧୭୭ ରନ ହାସଲ କରି ୭ ୱିକେଟ ହରାଇଥିଲା। ଦଳ ପାଇଁ ତନାଲୀ ସେଭର ଏବଂ ଆମି ଜୋନ୍ସ ବି-ସ୍ଫୋର-କ ଇନିଂସ ଖେଳିଥିଲେ।

Google

ଭାରତ ଦଳ ୮.୪ ଓଭରରେ ୩ ୱିକେଟ ହରାଇ ୫୪ ରନ ହାସଲ କରକରିଥିଲ। ଏହି ପ୍ରଥମ ଟି-20 ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରି ଇଂଲଣ୍ଡ ଦଳ ବିଜୟ ହାସଲ କରିଥିଲା। କିନ୍ତୁ, ଏବେ ଚର୍ଚ୍ଚାରେ ଅଛନ୍ତି ହାର୍ଲିନ ଦେଓଲ। ଏହି ମ୍ୟାଚ ସମୟରେ ଏକ ଆ-ଶ୍ଚ-ର୍ଯ୍ୟଜ-ନକ କ୍ୟାଚ ଧରିଥିଲେ ଯାହାକି ସମସ୍ତଙ୍କର ଦୃଷ୍ଟି ଆକ-ର୍ଷଣ କରିଛି। ଏହି ଶାନଦାର କ୍ୟାଚ ଧରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇଂଲଣ୍ଡ ବିପକ୍ଷ ଇନିଂସରେ ୧୯ ତମ ଓଭରର ପଞ୍ଚମ ବଲରେ ହାର୍ଲେ ଆମି ଜୋନ୍ସ  ଆ-ଶ୍ଚ-ର୍ଯ୍ୟଜ-ନକ କ୍ୟାଚ ଧରିଥିଲେ। ପ୍ରଥମେ ସେ ବଲକୁ ବାଉଣ୍ଡରୀ ପାର ନକରିବା ପାଇଁ ବଲ ଉପରକୁ ଡେ-ଇଁପଡିଥିଲେ। ଆଉ ପରେ ଦ୍ୱିତୀୟ ଥର ବଲକୁ କ୍ୟାଚ ଧରିବାରେ ସକ୍ଷମ ହୋଇଥିଲେ। ତାଙ୍କର ଏହି ଆ-ଶ୍ଚ-ର୍ଯ୍ୟଜ-ନକ କ୍ୟାଚର ଭିଡିଓ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛ। ଯାହାକୁ ପ୍ରଶଂସକମାନେ ହାର୍ଲେନଙ୍କୁ “ସୁପରମ୍ୟାନ” କହୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *