ଦେଖନ୍ତୁ ଭିଡିଓ : ଦିଅର ବାହାଘରରେ ଭାଉଜ ଲଗାଇଲେ ଜବରଦସ୍ତ ଠୁମକା,ଭିଡିଓ ଦେଖି ଖୁସି …..

ସୋସିଆଲ ମିଡିଆରେ ଭଳି ଭଳିକି ବିବାହ ଭିଡିଓ ସେୟାର କରାଯାଉଛି|ଏଥିରେ କିଛି ଭିଡିଓ ଏତେ ମଜାଦାର ହୋଇଥାଏ ଯେ ଯାହାକୁ ଦେଖି ଲୋକମାନେ ହସିହସି ଗଡିଯିବେ|କିଛି ଭିଡିଓକୁ ଦେଖିକି ଆଶ୍ଚର୍ଯ୍ୟ ଲାଗେ|କିଛି ଭିଡିଓ ଉପରେ ଲକ୍ଷ ଲକ୍ଷ ଭିଉଜ୍ ଆସେ ଓ ୟୁଜର୍ସ ଜମେଇକି ମଜା ନିଅନ୍ତି|ଏହି ପ୍ରକାରର ବିବାହର ଆଉଗୋଟେ ମଜାଦାର ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଜଣେ ଭାଉଜ ନିଜର ଦିଅର ବିବାହରେ ଜବରଦସ୍ତ ନାଚୁଥିବା ଦେଖାଯାଇଛି|

ଆମେ ସମସ୍ତେ ଜାଣନ୍ତି ଦିଅର ଭାଉଜ ସମ୍ପର୍କ ବହୁ ଦୃଷ୍ଟିରୁ ଖାସ ହୋଇଥାଏ|ଭାରତୀୟ ବିବାହରେ ଭାଉଜଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଏମିତିରେ ସେ ବିବାହରେ ସମସ୍ତ ଦାୟିତ୍ବ ସମ୍ଭାଳିବା ସହ ନିଜ ଦିଅର ସହ ଚୁଗୁଲି କରିଥାନ୍ତି|ଏହା ସମ୍ପର୍କିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି|

ଭିଡିଓରେ ଆପଣ ଦେଖିବେ ଯେ ଜଣେ ବର ଠିଆ ହୋଇଛି ଓ ତା ଭାଉଜ ମସ୍ତ ହୋଇ ନାଚ କରୁଛନ୍ତି|ସେହି ଦୁହିଁଙ୍କ ସମ୍ପର୍କ ଭିଡିଓରେ ସୁନ୍ଦର ଲାଗୁଛି,ଆପଣ ଭିଡିଓ ଦେଖିଲେ ହସି ହସି ଗଡିଯିବେ|

 

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Indian Wedding Indian bride (@trendingdulhaniya)

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କୁ ଜୋରରେ ପସନ୍ଦ ଆସୁଛି|ଏହି କାରଣରୁ ୟୁଜର୍ସ ଭିଡିଓରେ ନିଜର ପ୍ରତିକ୍ରିୟା ଦର୍ଜ କରିଛନ୍ତି|ଜଣେ ୟୁଜର କହିଛନ୍ତି ପ୍ରକୃତରେ ଦୃଶ୍ୟ ଅତ୍ୟନ୍ତ ମନୋହର|ଆଉଜଣେ ଲେଖିଛନ୍ତି ଯେ ଦିଅର ଭାଉଜର ଯୋଡି ପସନ୍ଦଯୋଗ୍ୟ,ଦେଖିବା ଭଳି, ଅଦ୍ଭୁତ!ଏହା ବ୍ୟତୀତ ଅନ୍ୟାନ୍ୟ ୟୁଜର ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି|ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଟ୍ରେଣ୍ଡିଙ୍ଗ ଦୁଲହନିଆ ନାମକ ପେଜରେ ସେୟାର କରାଯାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *