ଜୁଲାଇ ୧୫ ପରେ ଗ-ର୍ଭବ-ତୀ ଙ୍କୁ ଟୀକାକରଣ: ଜାରି ହେବ ଗାଇଡଲାଇନ

ଆସନ୍ତା ୧୫ ପରେ ଆରମ୍ଭ ହେବ ଗ-ର୍ଭବ-ତୀଙ୍କୁ ଟୀକାକରଣ। ଯେଉଁ ଜିଲ୍ଳାରେ ଯେଉଁ ଟିକା ଦିଆଯିବ,ସେହି ଟିକା ଗ-ର୍ଭବ-ତୀ ମହିଳାଙ୍କୁ ଦିଆଯିବ। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଶୁକ୍ରବାର ଦିନ ଏହି ସମ୍ପର୍କରେ ଗାଇଡଲାଇନ୍ ପ୍ରସ୍ତୁତ କରାଯିବ। ଆସନ୍ତା ୧୫ ତାରିଖ ପୂର୍ବରୁ ଏଏନଏମ,ଆଶା,ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ରାଜ୍ୟରେ ପହଞ୍ଚିଛି। ୫ଟି ଜିଲ୍ଲାରେ ଟିକା ଅ-ଭା-ବ ପାଇଁ ଆଜି ଟିକାକରଣ ବନ୍ଦ କରାଯାଇଛି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଗ-ର୍ଭବ-ତୀ ମହିଳାଙ୍କ ପାଇଁ କରୋନା ଟିକା ସମ୍ପୂର୍ଣ୍ଣ ଭାବରେ ସୁ-ରକ୍ଷି-ତ। ଏହି କରୋନା ଟିକା ଅନ୍ୟ ଲୋକଙ୍କ ଭଳି ଗ-ର୍ଭବ-ତୀ ମହିଳାମାନଙ୍କୁ ମଧ୍ୟ କରୋନା ସଂକ୍ରମଣର ସୁ-ର-କ୍ଷା କରିବ

ମହିଳାମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଅଧିକାଂଶ ଗ-ର୍ଭବ-ତୀ ମହିଳାଙ୍କର ପାଖରେ କରୋନା ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଯାଇଥାଏ। ଫଳରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥାଏ। ଯାହାଦ୍ବାରା ଗ-ର୍ଭରେ ଥିବା ଶିଶୁ ଉପରେ ପ୍ରଭାବିତ ପକାଇଥାଏ। କରୋନା ସଂକ୍ରମଣରୁ ର-କ୍ଷା ପାଇବା ପାଇଁ ଗ-ର୍ଭବ-ତୀ ମହିଳାମାନଙ୍କୁ ସ-ତର୍କ-ତା ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ଗ-ର୍ଭବ-ତୀ ମହିଳାମାନେ କରୋନା ଟିକା ନେବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *