‘ସାତ ସମନ୍ଦର ପାର’ ଗୀତରେ ଦେଶୀ ଭାଉଜଙ୍କ କମାଲ ଡ଼୍ୟାନ୍ସ, 27 ଲକ୍ଷରୁ ଉର୍ଦ୍ଧ ଲୋକ ଦେଖିଲେଣି ଏ ଭିଡିଓ

ସୋସିଆଲ ମିଡିଆରେ ଆପଣଙ୍କୁ ଗୋଟିଏ ଉପରେ ଗୋଟିଏ ମଜାଦାର ଭିଡ଼ିଓ ଦେଖିବାକୁ ମିଳିଯିବ। କେତେଥର ଜିନିଷ ଗୁଡିକ ବହୁତ ସୁନ୍ଦର ହୋଇଥାଏ ତ କେତେଥର ହଇରାଣ କରି ଦେବାପରି ହୋଇଥାଏ। କିଛି ମାମଲା ଏମିତି ହୋଇଥାଏ ଯାହାକି ସିଧା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥାଏ। ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ସାମ୍ନାକୁ ଆସିଛି, ଯାହାକୁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି। ଏହି ଭିଡ଼ିଓରେ ଜଣେ ଦେଶୀ ଭାଉଜଙ୍କ ଡ଼୍ୟାନ୍ସରେ ହଇଚଇ ଖେଳିଯାଇଛି।

ଏମିତିରେ ତ ଡ଼୍ୟାନ୍ସ କରିବାରେ କିଛି ଲୋକଙ୍କ ଶୋଉକ ଥାଏ। କିନ୍ତୁ କିଛି ଲୋକ ନିଜର ଅନ୍ଦାଜରେ ଲୋକଙ୍କ ହୃଦୟରେ ରାଜ କରିଥାନ୍ତି। ଜଣେ ଦେଶୀ ଭାଉଜଙ୍କ ସହିତ ଏହିପରି କିଛି ହୋଇଥିଲା। ଏହାର ଡ଼୍ୟାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆରେ ଧମାଲ ସୃଷ୍ଟି କରିଛି। ଆପଣ ଏହି ଭିଡ଼ିଓରେ ଦେଖିପାରିବେ ‘ସାତ ସମନ୍ଦର ପାର’ ଗୀତରେ ମହିଳା ଜଣକ କେମିତି ଜବରଦସ୍ତ ଡ଼୍ୟାନ୍ସ କରୁଛନ୍ତି। ଲୋକଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସିଛି।

ପ୍ରଥମେ ଦେଖନ୍ତୁ ଏହି ଭିଡ଼ିଓ:-

ଭିଡ଼ିଓ ଦେଖି ଆପଣଙ୍କୁ ମଜା ଆସିଯିବ କାରଣ ଭାଉଜ ଯେଉଁଭଳି ଷ୍ଟେପ୍ସ ଦେଉଛନ୍ତି ଏହାକୁ ଦେଖି ଯେକେହିବି ପସନ୍ଦ କରିବେ। ଫେସବୁକରେ ଏହାକୁ Nitesh Mishra ଶେୟର କରିଥିଲେ। ଭିଡ଼ିଓ ଶେୟର କରି ସେ ଲେଖିଥିଲେ କି, ଧମାକାଦାର ଡ଼୍ୟାନ୍ସ। ଏବେ ଏହି ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା 27 ଲକ୍ଷରୁ ଉର୍ଦ୍ଧ୍ବ ଭିୟୁ ମିଳିସାରିଛି। ପାଖାପାଖି 5 ହଜାର ଲୋକ ଏଥିରେ କମେଣ୍ଟ ମଧ୍ୟ ଦେଇଛନ୍ତି। ଦେଢ଼ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି। ଭିଡ଼ିଓ ଦେଖି ଜଣେ ୟୁଜର୍ସ ଲେଖିଥିଲେ, ବହୁତ ସୁନ୍ଦର ପ୍ରସ୍ତୁତ, ମନମୋହକ। ଆଉଜଣେ ଲେଖିଥିଲେ, ନିଜର ମର୍ଯ୍ୟାଦାରେ ରହି ସେ ଯେଉଁ ଡ଼୍ୟାନ୍ସ କଲେ ଏହା ବହୁତ ପ୍ରଶଂସନୀୟ। ଲାଗି ରୁହନ୍ତୁ ସଫଳତା ପାଦ ଛୁଇଁବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *