ଦେଖନ୍ତୁ ଭିଡିଓ : ଝିଅଟି ସ୍କୁଟି ଚଳାଉଛି ନା ସ୍କୁଟି ଝିଅକୁ ? ଭିଡ଼ିଓ ଦେଖିଲେ ଆପଣ ନିଜେ ଏହାର ଉତ୍ତର ପାଇଯିବେ

ସୋସିଆଲ ମିଡ଼ିଆର ଦୁନିଆରେ କେବେ କଣ ଦେଖିବାକୁ ମିଳିଯାଏ ଏହା ତ କେହି ଜାଣି ନାହାଁନ୍ତି? କେତେଥର ଜିନିଷ ଗୁଡିକ ବହୁତ ମଜାଦାର ହୋଇଥାଏ ତ କେତେଥର ହଇରାଣ କରି ଦେବାପରି ହୋଇଥାଏ। ସେହିପରି କିଛି ଜିନିଷ ଦେଖି ଲୋକ ନିଜର ହସକୁ ସମ୍ଭାଳି ପାରନ୍ତିନାହିଁ। ଏହିସମୟରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହାକି ଲୋକଙ୍କୁ କନ୍ଫୟୁଜ କରାଇ ଦେଉଛି।

ଏହାତ ଆମେ ସବୁ ଜାଣିଛେ କି, ଗାଡ଼ି ଚଳାଇବାକୁ ଯାଉଥିବା ସମୟରେ କେତେଥର ଗାଡିକୁ ଫୋପାଡ଼ି ଦେବାର ଚାନ୍ସ ମଧ୍ୟ ରହିଥାଏ। କେତେଥର ବଡ଼ ଘଟଣା ମଧ୍ୟ ଘଟି ଯାଇଥାଏ। କିନ୍ତୁ କେତେଥର ଏମିତି ନଜାରା ଦେଖିବାକୁ ମିଳିଥାଏ ଯାହାକୁ ଦେଖିବାପରେ ହସ ଅଟକି ରହିନଥାଏ। ଗୋଟିଏ ଝିଅ ସହିତ ଏମିତି କିଛି ହୋଇଛି। ଯେତେବେଳେ ସେ ସ୍କୁଟି ଚଳାଇବା ଶିଖୁଥିଲା ସେତେବେଳେ ସେ ତଳେ ପଡ଼ି ଯାଇଥିଲା। ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଝିଅଟି ସ୍କୁଟି ଚଳାଇବା ଶିଖୁଛି ଓ ତାଙ୍କୁ ଆଉଜଣେ ଝିଅ ଶିଖାଉଛନ୍ତି। ଅଚାନକ ସେ ସ୍କୁଟିର ଅକ୍ସିଲେରେଟର ମୋଡ଼ି ଦେବାରୁ ସ୍କୁଟିର ସନ୍ତୁଳନ ବିଗିଡ଼ି ଯାଇଥିଲା ଓ ଏହାପରେ ଦୁଇଟି ଝିଅ ତଳକୁ ପଡ଼ି ଯାଉଛନ୍ତି।

ଭିଡ଼ିଓ ଦେଖି ଆପଣ ନିଜ ହସ ରୋକି ପାରିବେନାହିଁ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by GiDDa CoMpAnY -mEmE pAgE- (@giedde)

ଭିଡ଼ିଓ ଦେଖି ଆପଣ ବି ଭାବିବେ କି, ଏମିତି କିଏ କରେ ଭାଇ? ଲୋକଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି ଓ ମଜା ମଧ୍ୟ ଲାଗୁଛି। ଇଂଷ୍ଟାଗ୍ରାମରେ ଏହାକୁ giedde ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଭିଡ଼ିଓକୁ ଲୋକମାନେ ବହୁତ ଏଞ୍ଜୟ କରୁଛନ୍ତି। ଆପଣଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି କୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *