ଏହି ୫୦ ଟଙ୍କିଆ ନୋଟ ବଦଳରେ ଆପଣଙ୍କୁ ମିଳିବ ୧୨ ହଜାର ଟଙ୍କା,ଜାଣନ୍ତୁ କେମିତି ?

ସାଧାରଣତଃ ଆପଣ ଲୋକମାନଙ୍କୁ ପୁରୁଣା ନୋଟ କିମ୍ବା ମୁଦ୍ରା ବିକ୍ରିକରି ଲକ୍ଷପତି ହେବାର ଦେଖିଥିବେ। କାରଣ ଏହିସବୁ ନୋଟ ପୁରୁଣା ହେବାପରେ ଆଣ୍ଟିକ ଶ୍ରେଣୀକୁ ଚାଲି ଆସିଥାଏ। ଯାହାର ଅନ୍ତରାଷ୍ଟ୍ରୀୟ ବଜାରରେ ବହୁତ ଡିମାଣ୍ଡ ମଧ୍ୟ ରହିଛି। କିଛି ଲୋକ ଏହାକୁ ବିକ୍ରିକରି ଲକ୍ଷପତି ହେବାର ଆଶା ରଖିଥାନ୍ତି ତ କିଛି ଲୋକ ଏହାକୁ କିଣିବାରେ ମଧ୍ୟ ଇଛା ପ୍ରକାଶ କରିଥାନ୍ତି। ଏହିସମୟରେ ଇ କମର୍ସ ୱେବସାଇଟରେ ପୁରୁଣା ନୋଟ କିଣିବା ଓ ବିକ୍ରି କରିବା ବହୁତ ଜୋରରେ ଚାଲିଛି। ଏହି ନୋଟ ଜରିଆରେ ଆପଣଙ୍କୁ ଭଲ ଟଙ୍କା ମିଳିଥାଏ।

ଆପଣ ଏହିପରି 50 ଟଙ୍କିଆ ନୋଟକୁ ବିକ୍ରି କରି 12 ହଜାର ଟଙ୍କା ନଗଦ ପାଇବେ। ଏଥିରେ ଗୋଟିଏ ସର୍ତ୍ତ ଏହାକି ଯେ, ଏହି ନୋଟରେ 999-999 କିମ୍ବା 10,00,000 ସିରିଜ ନମ୍ବର୍ ରହିଥିବା ଆବଶ୍ୟକ। ଏକ ୱେବସାଇଟରେ ଏହି ନୋଟର ଦାମ 11,999 ଟଙ୍କା ଲଗାଯାଇଛି। ଭାବନ୍ତୁ ଯଦି ଏହିପରି ଆପଣଙ୍କ ପାଖରେ ରହିଛି ତାହେଲେ ଆପଣ ରାତାରାତି ଲକ୍ଷପତି ହୋଇଯିବେ। ଏହି ନୋଟ 2003 ମସିହାରୁ 2009 ମସିହା ପର୍ଯ୍ୟନ୍ତ ହେବା ଆବଶ୍ୟକ।

ବିଗତ କିଛିବର୍ଷ ହେବ ଭାରତରେ ଚାଲୁଥିବା କିଛି ନୋଟ ଓ ମୁଦ୍ରା ଆଉ ବନା ଯାଉନାହିଁ। ଯେଉଁଥିରେ ମୈଜୁଦା ମୁଦ୍ରର ମୂଲ୍ୟ ବହୁତ ଅଧିକ ବଢ଼ି ଯାଇଛି। ଏହି ଦୁର୍ଲଭ ମୁଦ୍ରା ବ୍ୟତୀତ କେତେକ ଲୋକେ ମହାରାଣୀ ଭିକ୍ଟୋରିଆଙ୍କ ମୁଦ୍ରାକୁ କିଣିବାକୁ ବହୁତ ପସନ୍ଦ କରିଥାନ୍ତି। କେତେକ ଲୋକେ ଦୀପାବଳୀ ଓ ଅକ୍ଷୟ ତୃତୀୟା ବେଳେ ଏହି ମୁଦ୍ରାକୁ କିଣିବାକୁ ପସନ୍ଦ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏହିପରି ଏକ ମୁଦ୍ରା ବିଷୟରେ କହିବାକୁ ଯାଉଛି ଓ ଏହା ଆପଣଙ୍କୁ କେମିତି ଏକ କ୍ଲିକ ଦ୍ୱାରା କୋଟିପତି କରିଦେବ ତାହାକୁ ମଧ୍ୟ କହିବାକୁ ଯାଉଛୁ।

ଯଦି ଆପଣ ଏହି ଦୁର୍ଲଭ ମୁଦ୍ରା ଭିତରୁ ଗୋଟିକର ମାଲିକ ଅଟନ୍ତି ଓ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ବିକ୍ରେତା ରୂପରେ ରେଜିଷ୍ଟ୍ରେସନ କରାଇବାକୁ ହେବ। ମୁଦ୍ରାର ଫୋଟୋ ଉଠାଇ ଆପଣ ଏହାକୁ ଅନଲାଇନ ଅପଲୋଡ଼ କରିପାରିବେ। ଯଦି ଭାଗ୍ୟଶାଳୀ ଅଟନ୍ତି ତାହେଲେ କ୍ରେତା ଆପଣଙ୍କ ପାଖକୁ ଆସିବ। ସେଠାରେ ଆପଣ ନିଜର ସର୍ତ୍ତ ହିସାବରେ କିଣା ଓ ବିକା କରିପାରିବେ।

ଏମିତିରେ ଆପଣଙ୍କୁ କିଛି ଲୋକ ଏହିପରି ମିଳିଯିବେ ଯିଏକି ସମ୍ପୂର୍ଣ୍ଣ ଏକାଗ୍ରତାର ସହିତ 786 ନମ୍ବର୍ ଅଙ୍କର ନୋଟ ଖୋଜୁଛନ୍ତି। ଏହି ନୋଟକୁ କିଛି ଲୋକ ଶୁଭ ମାନନ୍ତି। ଯଦି ଆପଣଙ୍କ ପଖରେ ଏହିପରି ନୋଟ ରହିଛି ଓ ଆପଣ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ତାହେଲେ Ebay, କଏନ ବଜାର, ଇଣ୍ଡିଆନ ଓଲଡ଼ କଏନ, କ୍ଲିକ ଇଣ୍ଡିଆ ଭଳି ସାଇଟକୁ ଯାଇ ଆପଣ ଏହାକୁ ବିକ୍ରି କରିପାରିବେ।

କ୍ଲିକ ଇଣ୍ଡିଆ ସାଇଟରେ ତ ଆପଣଙ୍କୁ ହ୍ଵାଟ୍ସଆପରେ ଏହାକୁ ଡ଼ାଇରେକ୍ଟ ବିକ୍ରି କରିବାକୁ ଫାଇଦା ମିଳିଯିବ। ଏହି ସାଇଟରେ ଆପଣ ସେଲର ରୂପରେ ରେଜିଷ୍ଟର୍ଡ ହୋଇ ଏହାକୁ ବିକ୍ରି କରିପାରିବେ। ବର୍ତ୍ତମାନ ଦୁଇ ଟଙ୍କିଆ ଏକ ପୁରୁଣା ନୋଟର ମୂଲ୍ୟ 80 ହଜାର ଟଙ୍କା ଅଟେ। ଏହାର ଡିମାଣ୍ଡକୁ ଦେଖି ବହୁତ ଜଲଦି ଏହାର ମୂଲ୍ୟ ଏକଲକ୍ଷ ପାର ହୋଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *