ବ୍ୟକ୍ତିଙ୍କ ଧମାକାଦାର ଡ୍ୟାନ୍ସ ଦେଖି ଚକ୍କର କାଟିବ ଆପଣଙ୍କ ଦିମାକ,ଭିଡିଓ ଦେଖିକି କହିବେ-“କେହିତ ଏହାକୁ ଅଟକାଓ”

ସୋସିଆଲ ମିଡିଆରେ ପ୍ରତିଦିନ ଭଳିଭଳିକି ଭିଡିଓ ଭାଇରାଲ ହୋଇଥାଏ|କିଛି ଭିଡିଓକୁ ଦେଖିକି ଆଖରୁ ଲୁହ ଝରିପଡେ|କିଛି ଭିଡିଓକୁ ଦେଖିଲେ ହସି ହସି ଗଡିଯିବେ|ଏମିତି ଏହି ଭିଡିଓକୁ ଦେଖିଲେ ଆପଣ ହସି ହସି ଗଡିଯିବେ|ଭିଡିଓରେ ନାଚୁଥିବା ବ୍ୟକ୍ତିର ଷ୍ଟେପ ଦେଖି ଆପଣ ତାକୁ ନାଚ କ୍ଲାସ ନେବା ପାଇଁ ଉପଦେଶ ଦେବେ|ଏହି ବ୍ୟକ୍ତିଙ୍କ ନାଚ ଦେଖି ଲାଗୁଛି ଯେମିତି ତାଙ୍କ ଉପରେ ଭୂତ ଚଢିଛି|

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ଜବରଦସ୍ତ ମଜା ନେଉଛନ୍ତି|ଏହି ଭିଡିଓରେ ଜଣେ ବ୍ୟକ୍ତି ଏମିତି ନାଚୁଛି ଯିଏ ଭଲ ଭଲ ନୃତ୍ୟଶିଳ୍ପୀଙ୍କ ହୋସ ଉଡେଇଦେଉଛି|ଏହି ଯୁବକଙ୍କ ନାଚ ଏମିତି ଧମାକା କଲା ଯାହାକୁ ଲୋକେ ଦେଖୁଛନ୍ତି|ଏକ ପାର୍ଟିରେ ନାଚୁଥିବା ଜଣେ ବ୍ୟକ୍ତିର ନାଚରେ ଷ୍ଟେପର ବର୍ଷା ହେଉଛି|ଏହି ବ୍ୟକ୍ତି ଏମିତି ମଜାଳିଆ ନାଚ ନାଚୁଛନ୍ତି ଲୋକମାନେ ଦେଖି ହସିହସି ଗଡିଯିବେ|ଏହି ବ୍ୟକ୍ତିଙ୍କ ଫନି ଷ୍ଟେପ ଜବରଦସ୍ତ ହିଟ୍ ହେଉଛି|

ଇନଷ୍ଟାଗ୍ରାମରେ ଗାଇଡେ ନାମକ ଏକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି|ଏହି ଭିଡିଓରେ ଦେଖିପାରିବେ ଯେ କିପରି ବ୍ୟକ୍ତି ମୁଣ୍ଡ ହଲେଇ ହଲେଇ ନାଚ କରୁଛନ୍ତି|ନାଚିନାଚି ସେ ଏମିତି ହଲିବାକୁ ଲାଗୁଛି ଯେ ଅନ୍ୟ ଜଣେ ଲୋକ ତାକୁ ଧରିବାକୁ ପଡୁଛି|ଧରିବା ପରେ ମଧ୍ୟ ବ୍ୟକ୍ତି ପାଗଳ ପରି ଡ୍ୟାନ୍ସ କରୁଛି ଓ ଯେଉଁ ବ୍ୟକ୍ତି ତାକୁ ଧରିଛି ତାକୁ ମାରିବାକୁ ଲାଗୁଛି|ତାର ନାଚ ପ୍ରକୃତରେ ମଜାଦାର|ଏହି ଭିଡିଓକୁ ଦେଖିବାପରେ ନିଶ୍ଚିତ ଆପଣଙ୍କ ଥକ୍କାପଣ ଦୁର ହୋଇଯାଇଥିବ|ସୋସିଆଲ ମିଡିଆରେ ଜମେଇକି ଏହି ଭିଡିଓ ଭାଇରାଲ ହେଉଛି|ଲୋକମାନେ କେଵଳ ଏହି ଭିଡିଓକୁ ସେୟାର କରୁନାହାନ୍ତି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *