ମଜାରେ ଅଣ୍ଡା ଖାଉଥିଲା କୁକୁର ଛୁଆ, ଠିକ ସେତିକିବେଳେ ରାଗିକି କୁକୁଡ଼ା ଦେଲା ଏମିତି ଦ-ଣ୍ଡ, ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ମଜାଳିଆ ଭିଡିଓ ଖୁବ ଭାଇରଲ ହୋଇଥାଏ | ଯାହାକୁ ୟୁଜରମାନେ ବହୁତ ପସନ୍ଦ କରିଥାନ୍ତି| ଏହି ଭିଡିଓ ଗୁଡିକ ଅନେକଥର ଆ-ଶ୍ଚ-ର୍ଯ୍ୟଜ-ନକ ହୋଇଥାଏ| ଆଉ କିଛି ଭିଡିଓକୁ ଦେଖିବା ମାତ୍ରେ ବହୁତ ହସ ଲାଗିଥାଏ| ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି| ଯାହାକୁ ଦେଖିବାପରେ ଆପଣଙ୍କ ହସକୁ ରୋକିପାରିବେ ନାହିଁ|

କୁକୁର ଛୁଆ ବହୁତ ନି-ରୀ-ହ ଦେଖାଯାନ୍ତି ଏବଂ ସେମାନଙ୍କ ପିଲାଦିନକୁ ଦେଖି ବୁଝି ହୁଏ ଯେ, ଏମାନେ ବିଲକୁଲ ମଣିଷ ପିଲାମାନଙ୍କ ପରି ଦୁ-ଷ୍ଟ ଏବଂ ଚ-ଗଲା-ମୀ କରିଥାନ୍ତି| ଏହା ସହିତ ଜଡିତ ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି| ଯେଉଁଥିରେ ଗୋଟିଏ କୁକୁର ଛୁଆ ଦୁ-ଷ୍ଟା-ମୀ କରୁଛି| ସେ ଫୁଟି ଯାଇଥିବା ଅଣ୍ଡାକୁ ଖାଇବାକୁ ଲାଗେ ଏବଂ ଠିକ ସେତିକିବେଳେ କୁକୁଡ଼ା ଆସି ଏହା ଦେଖେ| ତେଣୁ ସେହି କୁକୁଡ଼ା ଆସି କୁକୁର ଛୁଆକୁ ଖୁ-ମ୍ପିବା-କୁ ଆରମ୍ଭ କରେ|

ଦେଖନ୍ତୁ ଏହି ଭିଡିଓ:-

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଛୋଟ କୁକୁର ଅଣ୍ଡା ଫୁଟି ଯାଇଥିବାର ଦେଖେ, ତେଣୁ ସେ ତାହା ଖାଇବାକୁ ଲାଗେ| କିନ୍ତୁ, ଠିକ ସେତିକିବେଳେ ଗୋଟିଏ କୁକୁଡ଼ା ଆସି ଜୋରରେ ଖୁ-ମ୍ପିବା-କୁ ଲାଗେ| କୁକୁର ଛୁଆ ମଧ୍ୟ ନିଜ ଜୀ-ବ-ନ ବଞ୍ଚାଇବା ପାଇଁ ନି-ରୀ-ହ ସହିତ ଏପଟ ସେପଟ ହୋଇ ଦୌଡିବା ଆରମ୍ଭ କରିଦିଏ|

ସୋସିଆଲ ମିଡିଆରେ ଏହି କ୍ୟୁଟ ଭିଡିଓ ଲୋକମାନେ ବହୁତ ପସନ୍ଦ କରୁଛନ୍ତି| ଏହି କାରଣରୁ ଅନେକ ୟୁଜର ଏହି ଭିଡିଓରେ ନିଜ ନିଜର ପ୍ର-ତିକ୍ରି-ୟା ଲେଖୁଛନ୍ତି| ଜଣେ ୟୁଜର ଏହି ଭିଡିଓ ଦେଖି ଲେଖିଛନ୍ତି, ଏହି ଦୃ-ଶ୍ୟକୁ ଦେଖିବାପରେ ମୁଁ ମୋ ହସକୁ କ-ଣ୍ଟ୍ରୋ-ଲ କରି ପାରିଲି ନାହିଁ| ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, କୁକୁର ଛୁଆର ରି-ଆକ୍ସ-ନ ବହୁତ କ୍ୟୁ-ଟ ଅଟେ| ଏହାବ୍ୟତୀତ ଆହୁରି ଅନେକ ୟୁଜର ଏହା ଉପରେ ନିଜ ନିଜର ରି-ଆକ୍ସ-ନ ଦେଇଛନ୍ତି| ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ, ଏହି ମଜାଳିଆ ଭିଡିଓକୁ ଇନ୍ସଟାଗ୍ରାମରେ wildlifeflex ନାମକ ପେଜରେ ସେୟାର କରାଯାଇଛି| ଯାହାକୁ ଖବର ରୂପରେ ଲେଖାଯିବା ବେଳକୁ ଲକ୍ଷ ଲକ୍ଷ ଲାଇକ ଏବଂ ଭ୍ୟୁ ମିଳିସାରିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *