ରେସରେ ଦୌଡୁଥିବା ଘୋଡାର ବାଲାନ୍ସ ବିଗିଡ଼ିବାରୁ କାର ସହିତ ବାଡେଇ ହେଲା, ଆଉ ତାପରେ ହେଲା ଏମିତି କିଛି, ଭିଡିଓ ଦେଖି ହୋଇଯିବେ ଚକିତ

ଦୁର୍ଘଟଣା ହେବା ସାଧାରଣ କଥା ଅଟେ | ଅନେକଥର ଦୁ-ର୍ଘ-ଟ-ଣା-ଗୁ-ଡି-କ ଜାଣିଶୁଣି ହୋଇଥାଏ, ତେବେ ଅନେକଥର ଅଜାଣତରେ ମଧ୍ୟ ହୋଇଯାଏ | ସୋସିଆଲ ମିଡିଆରେ ମଧ୍ୟ ରାସ୍ତା, ରେଳଠାରୁ ନେଇ ପ୍ଲେନ ଦୁ-ର୍ଘ-ଟ-ଣା-ର ଭିଡିଓ ଭାଇରଲ ହୋଇଥାଏ | ଯାହାକୁ ଦେଖି ହୃଦୟ ଥରିଯାଏ | କିନ୍ତୁ ନିକଟରେ ଘୋଡାମାନଙ୍କର ଗୋଟିଏ ରେସ ସମୟରେ ହୋଇଥିବା ଦୁ-ର୍ଘ-ଟ-ଣା-କୁ ଦେଖି ଆପଣ ଡରିଯିବେ | ଏହି ଭିଡିଓକୁ ଦେଖିବାପରେ ଆପଣଙ୍କୁ ଏପରି କୌଣସି ରେସ ଦେଖିଯିବାକୁ ମଧ୍ୟ ଡର ଲାଗିବ |

ସୋସିଆଲ ମିଡିଆରେ ଆଜିକାଲି ଘୋଡାମାନଙ୍କର ଏକ ରେସର ଭିଡିଓ ଭାଇରଲ ହେଉଛି | ଏହି ଭିଡିଓରେ ଦେଖିପାରିବେ ଯେ ଘୋଡ଼ାମାନେ ନିଜ ରାଇଡ଼ର୍ସଙ୍କ ସହିତ ବହୁତ ସ୍ପିଡ଼ରେ ଦୌଡୁଛନ୍ତି | ଫେସିଙ୍ଗ କଡରେ ଅଡ଼ିଏନ୍ସ ମଧ୍ୟ ଦୋୖଡରେ ଭାଗ ନେଉଥିବା ଲୋକଙ୍କୁ ଉତ୍ସାହିତ କରିବାପାଇଁ ଠିଆ ହୋଇଛନ୍ତି | ସେଠାରେ ଅନେକ ଗାଡି ମଧ୍ୟ ସାଇଡରେ ରହିଛି | ଭିଡିଓରେ ଦେଖିପାରିବେ ଯେ ଦୁଇଟି ଘୋଡା ଜୋରରେ ଦୌଡୁଛନ୍ତି, ଠିକ ସେତିକିବେଳେ ଗୋଟିଏ ଘୋଡା ନିଜ ରାସ୍ତାରୁ ହଟିଯାଇ ସାଇଡରେ ଚାଲିବାକୁ ଲାଗେ | ଅଧିକ ସ୍ପିଡ଼ରେ ଦୌଡ଼ି ଦୌଡ଼ି ଯାଇ ଘୋଡା ସାଇଡରେ ରଖାଯାଇଥିବା ନୀଳ ରଙ୍ଗର କାରରେ ବାଡେଇ ହୁଏ | ସେ ଏତେ ଜୋରରେ ବାଡେଇ ହୁଏ ଯେ ଘୋଡା ଏବଂ ରାଇଡର ଦୁହେଁ ଡେଇଁ ପଡନ୍ତି ଏବଂ ଓଲଟି ପଡି ତଳେ ପଡିଯାନ୍ତି |

ଦେଖନ୍ତୁ ଭିଡିଓ :-

ଏହି ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଲାଇଫ ଆଣ୍ଡ ନେଚର ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଲୋକମାନେ ଏହି ଭିଡିଓକୁ ଦେଖି ଡରିଗଲେ | ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଲେଣି | ଲୋକମାନେ ଏହି ଭିଡିଓକୁ କେବଳ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହି ଭିଡିଓରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ୟୁଜର୍ସ ଏହି ଭୟଙ୍କର ଘଟଣା ଏବଂ ତାର ପରିଣାମକୁ ଦେଖି ପୁରା ଡରିଗଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *