ଦେଖନ୍ତୁ ଭିଡିଓ : ଫୋନରେ କଥା ହୋଇ ହୋଇ ସ୍କୁଟି ଚଳାଉଥିଲା ବ୍ୟକ୍ତି, ତାପରେ ଘଟିଲା ଏମିତି କିଛି, ଭିଡିଓ ଦେଖିଲେ ମିଳିବ ଏକ ବଡ଼ ଶିକ୍ଷା

ପ୍ରାୟତଃ କୁହାଯାଇଥାଏ ଯେ ଗାଡି ଚଳାଇବା ସମୟରେ ଫୋନରେ କଥାବାର୍ତ୍ତା କରନ୍ତୁ ନାହିଁ | କାରଣ ଧ୍ୟାନ ନ ରହିବା କାରଣରୁ ବଡ଼ ଦୁ-ର୍ଘ-ଟ-ଣା ମଧ୍ୟ ଘଟିପାରେ | ଏପରି ଦୁ-ର୍ଘ-ଟ-ଣା ବହୁତ ଥର ଘଟିଛି | ଏହା ସତ୍ତ୍ୱେ ମଧ୍ୟ କିଛି ଲୋକଙ୍କ ଉପରେ ଏହି କଥାର କୌଣସି ପ୍ରଭାବ ପଡେନାହିଁ ଏବଂ ସେମାନେ ଗାଡି ଚଳାଇବା ବେଳେ ନିଶ୍ଚିତ ଭାବରେ ଫୋନରେ କଥା ହୋଇଥାନ୍ତି | ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି | ଯେଉଁଥିରେ ଜଣେ ବ୍ୟକ୍ତି ସ୍କୁଟି ଚଳାଇବା ବେଳେ ଫୋନରେ କଥା ହେଉଛନ୍ତି | କିନ୍ତୁ ତାଙ୍କ ସହିତ ଯାହା ହେଲା ତାହାକୁ ବୋଧହୁଏ ସେ ଜୀବନସାରା ଭୁଲିପାରିବେ ନାହିଁ |

ବହୁତ ପୁରୁଣା ଢଗ ରହିଛି ‘ ସାବଧାନତା ହଟିଲା, ଦୁ-ର୍ଘ-ଟ-ଣା ଘଟିଲା’ | ସ୍କୁଟି ଚଳାଇବା ବେଳେ ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ଏମିତି କିଛି ଘଟିଲା | ସେ ଗାଡି ଚଳାଇବା ବେଳେ ଫୋନରେ କଥା ହେଉଥିଲେ | ସେ ସମୟରେ ସେ ଜାଣିପାରୁ ନଥିଲା ଯେ ସେ କୁଆଡେ ଯାଉଛି | ପରିଣାମସ୍ୱରୂପ ସ୍କୁଟି ଏପଟ ସେପଟ ହୋଇ ଚାଲିବାକୁ ଲାଗିଲା ଏବଂ ଶେଷରେ ସେ କଚାଡି ହୋଇ ତଳେ ପଡ଼ିଯାଏ | ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତିଙ୍କର ଗୋଟିଏ ହାତରେ ଫୋନ ଅଛି ଏବଂ ଆଉ ଗୋଟେ ହାତରେ ସେ ସ୍କୁଟି ଡ୍ରାଇଭ କରୁଛି | ରାସ୍ତାରେ ଆହୁରି ଅନେକ ଗାଡି ମଧ୍ୟ ଚାଲୁଛି | ଏପରି ପରିସ୍ଥିତିରେ ବ୍ୟକ୍ତିଙ୍କର ବାଲାନ୍ସ ବିଗିଡିଯାଏ ଏବଂ ସେ ପରବର୍ତ୍ତୀ ମୁହୂର୍ତ୍ତରେ ହିଁ ତା ସହିତ ଦୁର୍ଘଟଣା ହୋଇଯାଏ |

ଦେଖନ୍ତୁ ଭିଡିଓ :-

ସାବଧାନତା ହଟିଲା, ଦୁ-ର୍ଘ-ଟ-ଣା ଘଟିଲା :-

ଭିଡିଓ ଦେଖିବାପରେ ବିଶ୍ୱାସ କରନ୍ତୁ ଆପଣଙ୍କୁ ଏକ ବଡ଼ ଶିକ୍ଷା ମିଳିଯାଇଥିବ | କାରଣ, ଏପରି କରିବାଦ୍ୱାରା ବଡ଼ ଦୁ-ର୍ଘ-ଟ-ଣା ମଧ୍ୟ ଘଟିପାରିଥାନ୍ତା | ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘jatt.life’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | କିଛି ସମୟ ମଧ୍ୟରେ ହିଁ ଏହି ଭିଡିଓକୁ ପ୍ରାୟ ଚାରି ହଜାର ଲୋକ ଦେଖିଲେଣି | ଏହାସହିତ ଲୋକମାନେ ଏହି ଭିଡିଓରେ ଲାଇକ କରିବା ସହିତ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.