କରୋନା ବିରୁଦ୍ଧରେ ଲଢେଇ କରିବା ପାଇଁ ଆସିଗଲା ‘ଫିସ ବିସ୍କୁଟ, ଔଷଧ ଭଳି କାମ କରୁଛି ଏହି ବିସ୍କୁଟ,ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଲୁଧିଆନାର ଗୁରୁ ଅଙ୍ଗଦ ଦେବ ଭେଟନାରୀ ଆଣ୍ଡ ଅନିମାଲ ସାଇନ୍ସ ୟୁନିଭରସିଟି ଅଫ ଫିସରିଜି ଇମ୍ୟୁନିଟି ବଢ଼େଇବା ପାଇଁ ପ୍ରୋଟିନରେ ଭରପୁର ଥିବା ଏକ ଫିସ ବିସ୍କୁଟ ପ୍ରସ୍ତୁତ କରିଛନ୍ତି। ତାହା ବଜାର ଓ ଯଅ ରେ ପ୍ରସ୍ତୁତ କରାଯାଇଛି। ଏଥିରେ ଥିବା ପୋଷକ ତତ୍ୱ ଶରୀର ପାଇଁ ଲାଭ ଦାୟକ ହୋଇଥାଏ ଓ କରୋନା ସହ ଲଢେ଼ଇ କରିବା ପାଇଁ ଶରୀରକୁ ଶକ୍ତି ଯୋଗେଇ ଥାଏ।

ମାଛ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ଏଥିରେ ଥିବା ପୋଷକ ଶରୀରକୁ ଶକ୍ତି ଯୋଗାଇବା ସହ ରୋଗାକ୍ରାନ୍ତ ହେବାରୁ ରକ୍ଷା କରିଥାଏ। ଗୁରୁ ଅଙ୍ଗଦ ଦେବ ଭେଟନାରୀ ଆଣ୍ଡ ଆନିମଲ ସାଇନ୍ସ ୟୁନିଭରସିଟି ଅଫ ଫିସରିଜି ର ବୈଜ୍ଞାନିକ ଡକ୍ଟର ଅଜିତ ସିଂହ ଏହି ଫିସ ବିସ୍କୁଟ ପ୍ରସ୍ତୁତ କରିଛନ୍ତି। ଏହି ବିସ୍କୁଟ ସାଧାରଣ ବିସ୍କୁଟ ତୁଳନାରେ ବହୁତ ଫଳପ୍ରଦ ଓ ମହଙ୍ଗା ଅଟେ କିନ୍ତୁ ଏହି ବିସ୍କୁଟ ଔଷଧ ଭଳି କାମ କରିଥାଏ।

ଡକ୍ଟର ଅଜିତ ସିଂହ ଦାବି କରି କହିଛନ୍ତି ଯେ କୋଭିଡ଼ି 19 ସହ ଲଢ଼ିବା ପାଇଁ ପ୍ରୋଟିନର ମୁଖ୍ୟ ଭୂମିକା ଏବଂ ଏହି ବିସ୍କୁଟ ରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି ଯାହା ମେଡ଼ିସିନ ଭଳି କାମ କରିବ। ଏହା ଛଡା ସେ କହିଛନ୍ତି ଯେ ବଜାରରେ ମିଳୁଥିବା ସାଧାରଣ ବିସ୍କୁଟରେ କାର୍ବୋହାଇଡ୍ରେଏଟ ଅଧିକ ପରିମାଣରେ ରହିଥାଏ। ସେହି ବିସ୍କୁଟ ରେ ଫାଇବର ଓ ପ୍ରୋଟିନରେ ମାତ୍ର କମ ଥାଏ। ପ୍ରୋଟିନ କେବଳ ୫ ପ୍ରତିଶତ ରହିଥିବା ବେଳେ ଫାଇବର ୧ ପ୍ରତିଶତ ରହିଥାଏ। ବାସ୍ତବରେ କହିବାକୁ ଗଲେ ଏହା ପୃଷ୍ଟିକର ହୋଇନଥାଏ ଓ ଏହା ନିୟୁଟ୍ରିଶନ କୁ ପୂରଣ କରିପାରି ନଥାଏ।

ବହୁତ ସାରା ମାଛ ମାଂସ ର ସମାରହରେ ତିଆରି କରାଯାଇଥିବା ଫିସ ବିସ୍କୁଟରେ ଅତ୍ୟଧିକ ମାତ୍ରାରେ ପ୍ରୋଟିନ ଓ ଫାଇବର ରହିଛି। ଗୋଟେ ବିସ୍କୁଟ ବାଜରା ଓ ଯଅ ରୁ ତିଆରି କରାଯାଇଛି। ମାଛକୁ ପ୍ରୋଟିନ ଆଇସଲେଡ଼ ପାଉଡର ଭାବେ ବ୍ୟବହାର କରାଯାଇଛି। ଏହି ବିସ୍କୁଟ ପ୍ରସ୍ତୁତ ବେଳ ଅନ୍ୟ ସବୁ କମ୍ପୋଜିଟ କରାଯାଇଛି ଯାହାଫଳରେ କି ବିସ୍କୁଟରୁ ମାଛର ବାସ୍ନା ଆସିବ ନାହିଁ। ଏଥିରେ ଭ୍ୟାନୀଲା ଫ୍ଲେବର ମିଶ୍ରଣ କରାଯାଇଛି । ଫାଇବାର ପାଇଁ ବାଜରା ରୁ ପ୍ରସ୍ତୁତ ହୋଇଛି। ସେହିଭଳି ଯଅ ମଧ୍ୟ କିଛି ନିଜସ୍ୱ ଲାଭ ଅଛି।

ଫିସ ବିସ୍କୁଟ ରେ କାର୍ବୋହାଇଡ୍ରେଏଟ ପାଖା ପାଖି ୫୦ ପ୍ରତିଶତ ରହିଛି ଓ ପ୍ରୋଟିନ ୧୭ ପ୍ରତିଶତ। ବାଜରାରେ ଫାଇବର ୫ପ୍ରତିଶତ ରୁ ଅଧିକ ଏବଂ ଯଅରେ ଫାଇବର ୨ରୁ୩ ପ୍ରତିଶତ ରହିଥାଏ। ଏହି ପରି ଭାବେ ଫିସ ବିସ୍କୁଟ ପୃଷ୍ଟିକର ରୂପେ ପ୍ରସ୍ତୁତ କରାଯାଇଛି। ଏହା ସ୍ୱ ନିୟନ୍ତ୍ରିତ ଅଟେ। ଏହାକୁ ଟେମ୍ପେରେଚାର ରୁମ ଭିତରେ ୨ ମାସ ପର୍ଯ୍ୟନ୍ତ ସାଇତି କରି ରଖା ଯାଇ ପାରିବ ଏବଂ ଯେ କୌଣସି ସ୍ଥାନକୁ ସହଜରେ ନେବା ଆଣିବା କରାଯାଇ ପାରିବ।

ମାଛର ମାଂସ କୁ ଆଇସୋଲେଟ କରାଯାଏ ତେବେ ରିକଭରି କମ ଆସେ ଓ ୫୦ ପ୍ରତିଶତ ନଷ୍ଟ ହୋଇଯାଏ। ଏହି ବିସ୍କୁଟର ମୂଲ୍ୟ ସାଧାରଣ ବିସ୍କୁଟ ତୁଳନାରେ ଅଧିକ ହୋଇଥାଏ ଓ ଏହା ଔଷଧ ଭଳି କାମ କରିଥାଏ। ଫିସ ପ୍ରୋସେସିଙ୍ଗ ଟେକ୍ନୋଲୋଜି ଡିପାର୍ଟମେଂଟ ରେ ଏହା ପୂର୍ବରୁ ମଧ୍ୟ ଫିସ ଫିଙ୍ଗର, ଫିସ ହେୟାର, ଫିସ ନଗେଟସ, ଫିସ କଟଲେଟ, ଫିସ ପାମ୍ପଡ଼, ଫିସ ଆଚାର ଭଳି ଦ୍ରବ୍ୟ ପ୍ରସ୍ତୁତ ହୋଇ ସାରିଛି। ଯାହାର ଏକ୍ସପାରି ତାରିଖ ୬ ମାସରୁ ଅଧିକ।

ଫିସ ପ୍ରୋସେସିଙ୍ଗ ଟେକ୍ନୋଲୋଜି ଡିପାର୍ଟମେଂଟ ରେ ଏହା ପୂର୍ବରୁ ମଧ୍ୟ ଫିସ ଫିଙ୍ଗର, ଫିସ ହେୟାର, ଫିସ ନଗେଟସ, ଫିସ କଟଲେଟ, ଫିସ ପାମ୍ପଡ଼, ଫିସ ଆଚାର ଭଳି ଦ୍ରବ୍ୟ ପ୍ରସ୍ତୁତ ହୋଇ ସାରିଛି। ଯାହାର ଏକ୍ସପାରି ତାରିଖ ୬ ମାସରୁ ଅଧିକ। ମାଛ ଛୋଟ ପିଲା ମାନଙ୍କ ପାଇଁ ଏକ ବହୁତ ଭଲ ଉତ୍ସ ଅଟେ। ସେମାନେ ମଧ୍ୟ ଅତି ସହଜରେ ଖାଇପାରିବେ। ପ୍ରୋଟିନ ଅଭାବରୁ ହେଉଥିବା ରୋଗରୁ ମଧ୍ୟ ବଞ୍ଚି ପାରିବେ। କୋଭିଡ଼ି 19 ସମୟରେ ଲୋକମାନେ ପ୍ରୋଟିନ ଥିବା ଖାଦ୍ୟ ଠୁ ଔଷଧ ପର୍ଯ୍ୟନ୍ତ ଖୋଜୁଛନ୍ତି। ଏହା ତାଙ୍କ ପାଇଁ ଲାଭ ଦାୟକ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *