କୁକୁଡ଼ା ସକାଳୁ ସକାଳୁ ରାବେ କାହିଁକି ? ତାକୁ କିପରି ଜଣାପଡେ କି ସୁର୍ଯୋଦୟ ହେବାକୁ ଯାଉଛି?

ସକାଳୁ ସକାଳୁ କୁକୁଡ଼ାର ରାବ ସମସ୍ତେ ଶୁଣିଥିବେ|ବହୁ ଲୋକ ଏହି ଶବ୍ଦ ଶୁଣି ଉଠିଥାନ୍ତି|ଖାସକରି ପୂର୍ବରୁ ଏପରି ହେଉଥିଲା|ଯଦି ଆପଣ ଦେଖିଥିବେ ଯେ କୁକୁଡ଼ା ସୁର୍ଯୋଦୟ ହୃବା ପୂର୍ବରୁ ରାବ ଦିଏ|ତାର ସମୟ କେତେବେଳେ ବିଳମ୍ବ ହୋଇନଥାଏ|ଏମିତିରେ ଆପଣ କେବେ ଭାବିଛନ୍ତି କି ପ୍ରକୃତରେ କୁକୁଡ଼ାକୁ କେମିତି ଜଣାପଡେ ଯେ ସୂର୍ଯ୍ୟୋଦୟ ହେବାକୁ ଯାଉଛି|ଆଜି ଆପଣଙ୍କୁ ହୃଦୟଭରା କଥା କହିବି:

କୁକୁଡ଼ାର ରାବ ଜୋରଦାର ହୋଇଥାଏ|ସେ ଯେତେବେଳେ ରାବ ଦେଇଥାଏ ଏମିତି ଲାଗେ ଯେ ପୁରା ପ୍ରକୃତି ଉଠି ଭଗବାନ ସୂର୍ଯ୍ୟଙ୍କ ସ୍ୱାଗତ କରିଥାଏ|କୁକୁଡାର ରାବ ହୃଦୟସ୍ପର୍ଶୀ ହୋଇଥାଏ|ପ୍ରଥମେ ସେ ବାହାରକୁ ଆସେ | ତା ପରେ ଆଖପାଖ ଦେଖିଥାଏ|ଏହାପରେ ସେ ରାବେ|ଆଶ୍ଚର୍ଯ୍ୟର କଥା ଯେ ଅଣ୍ଡିରା କୁକୁଡ଼ା ଖାଲି ରାବେ|ମାଈ କୁକୁଡା ରାବେ ନାହିଁ|

ଅଣ୍ଡିରା କୁକଡ଼ା ଯେତେବେଳେ ରାବେ ତାର ଶବ୍ଦ ଶୁଣି ବାକି କୁକୁଡ଼ା ବାହାରକୁ ଆସନ୍ତୁ|ଏହି ମଧ୍ୟରେ ସମସ୍ତଙ୍କ ମଧ୍ୟରେ ଏକ ଭଲ ତାଳମେଳ ଓ ଅନୁଶାସନ ଦେଖିବାକୁ ମିଳେ|ଯେତେବେଳେ ଜଣେ କୁକୁଡ଼ା ରାବିବା ବନ୍ଦ କରେ ଅନ୍ୟ କୁକୁଡ଼ା ରାବିବା ଆରମ୍ଭ କରନ୍ତି|ଏମିତିରେ ସମସ୍ତେ ଏକସହ ବିନା କାରଣରେ ରାବନ୍ତି ନାହିଁ|

କୁକୁଡାର ରାବ ସବୁଠାରୁ ଅଧିକ ଶୁଣାଯାଏ କାରଣ ସେ ସେତେବେଳେ ରାବେ ଯେତେବେଳେ ସୁର୍ଯୋଦୟ ପୂର୍ବରୁ ପ୍ରକୃତି ଶାନ୍ତ ହୋଇଥାଏ|ଏହା ସହ ତା ରାବର ତୀବ୍ରତା ଅଧିକ ହୋଇଥାଏ|ଏହାର ତୀବ୍ରତା ୧୪୩ ଡେସିବଲ ହୋଇଥାଏ ତ ମଣିଷ ୧୩୦ରୁ ଉର୍ଦ୍ଧ୍ବ ଡେସିବେଲ ଶୁଣିଲେ କାଲ ହୋଇଯାଏ|କିଛି ଲୋକଙ୍କୁ ଏହା ଲାଗେ ସେ ଉଠେଇବା ପାଇଁ ରାବେ କିନ୍ତୁ ନିଜ ପରିବାର ଲୋକଙ୍କୁ ଉଠେଇବା ପାଇଁ ସେ ରାବେ|

ପ୍ରକୃତରେ କୁକୁଡାକୁ କେମିତି ଜଣାପଡେ ଯେ ସୂର୍ଯ୍ୟୋଦୟ ହେବାକୁ ଯାଉଛି? ପ୍ରକୃତରେ କୁକୁଡ଼ା ପାଖରେ ସିରକୋଡିୟମ ରିଙ୍ଗ (ଏକ ପ୍ରକାର ସେନ୍ସର)ମିଳେ,ଏହା ମାଧ୍ୟମରେ ସେ ଜାଣିପାରେ|

ହୃଦୟସ୍ପର୍ଶୀ କଥା ଯେ ଯେତେବେଳେ ତାର ବୟସ ବଢିଵଢିଯାଏ,ତାର ଏହି ସିରକୋଡିୟମ ରିଙ୍ଗ ସେତେ ଭଲ କାମ କରେ|ଏହି କାରଣରୁ ସବୁଠାରୁ ବୟସ୍କ କୁକୁଡ଼ା ପ୍ରଥମେ ବାହାରକୁ ବାହାରେ|କାରଣ ସୂର୍ଯ୍ୟୋଦୟ ହେବାର ଅନୁଭବ ତାକୁ ପ୍ରଥମେ ଜଣାପଡେ|ଏଥରୁ ଏହା ଅନୁମାନ କରାଯାଏ ଯେ ସବୁଠାରୁ ପ୍ରଥମେ ବାହାରୁଥିବା କୁକୁଡ଼ା‌ ଘରର ମୁଖିଆ ଅଟେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *