ଦେଖନ୍ତୁ ଭିଡିଓ : ପଞ୍ଜାବୀ ଗୀତରେ ଦେଶୀ ଗାର୍ଲ କଲେ ଜବରଦସ୍ତ ଡ୍ୟାନ୍ସ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ଆଜିକାଲି ସୋସିଆଲ ମିଡ଼ିଆ ଲୋକମାନଙ୍କ ପାଇଁ ଏପରି ଏକ ମାଧ୍ୟମ ପାଲଟିଯାଇଛି, ଯେଉଁଠାରେ ଗୋଟିଏ ପରେ ଗୋଟିଏ ମଜାଳିଆ ଭିଡିଓ ସେୟାର କରି ଲୋକମାନେ ଫେମସ ହେଉଛନ୍ତି | କିଛି ଲୋକମାନଙ୍କର ତ ରାତାରାତି ଭାଗ୍ୟ ବଦଳିଯାଉଛି | ଏପରି ଏକ ଭିଡିଓ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଭାଇରଲ ହେଉଛି | ଯେଉଁଥିରେ ଜଣେ ଦେଶୀ ଗାର୍ଲ ଏପରି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି, ଯାହାକୁ ଦେଖି ଲୋକମାନେ ତାଙ୍କ ଫ୍ୟାନ ହୋଇଗଲେ | କେବଳ ଏତିକି ନୁହେଁ ଲୋକମାନେ ଏହି ଡ୍ୟାନ୍ସକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି |

ଏହି ଦୁନିଆରେ ଟ୍ୟାଲେଣ୍ଟର କୌଣସି ଅଭାବ ନାହିଁ | କିଛି ଲୋକ ଗୀତ ଗାଇ କି ଲୋକମାନଙ୍କର ହୃଦୟ ଜିତୁଛନ୍ତି ତ ଆଉ କିଛି ଲୋକ ଡ୍ୟାନ୍ସ କରି ଲୋକମାନଙ୍କ ହୃଦୟରେ ରାଜ କରୁଛନ୍ତି | ତେବେ ଏହି ପରିପ୍ରେକ୍ଷୀରେ ଜଣେ ମହିଳା ମଧ୍ୟ ଆଜିକାଲି ଜବରଦସ୍ତ ଡ୍ୟାନ୍ସ କରି ଭାଇରଲ ହେଉଛନ୍ତି | ଯେପରି ଆପଣ ଭିଡିଓରେ ଦେଖିପାରିବେ ଯେ ଝିପିଝିପି ବର୍ଷା ହେଉଛି ଏବଂ ବ୍ୟାକଗ୍ରାଉଣ୍ଡରେ ପଞ୍ଜାବୀ ଗୀତ ‘ଶୌନ ଦି ଝଡି’ ବାଜୁଛି | ସେହିପରି ଦେଶୀ ଗାର୍ଲ ଏହି ଗୀତରେ ଜବରଦସ୍ତ ଷ୍ଟାଇଲରେ ଡ୍ୟାନ୍ସ କରୁଛନ୍ତି |

ଦେଖନ୍ତୁ ଏହି ଭିଡିଓ :-

ଭିଡିଓ ଦେଖି ବିଶ୍ୱାସ କରନ୍ତୁ ଆପଣଙ୍କ ମନ ମଧ୍ୟ ଖୁସି ହୋଇ ଯାଇଥିବ | ସୋସିଆଲ ମିଡ଼ିଆ ୟୁଜରମାନଙ୍କୁ ଏହି ଭିଡିଓ ବହୁତ ଭଲ ଲାଗୁଛି | ଫେସବୁକରେ ଏହି ଭିଡିଓକୁ Nitesh Mishra ସେୟାର କରିଛନ୍ତି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୫ ହଜାର ଲୋକ ଦେଖି ସାରିଲେଣି | ସେହିପରି, ଏକ ହଜାର ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି | ତେବେ ଆପଣଙ୍କୁ ଏହି ମଜାଳିଆ ଭିଡିଓ କିପରି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.