ମାଆ ଶୁଣାଇଲା ୩ଜଣ ପିଲା କି-ଡ-ନା-ପିଂ ହେବାର କାହାଣୀ, ୩ ଘଣ୍ଟାରେ ପୋ-ଲି-ସ କରିଦେଲା କେସ ଖତମ

ଉତ୍ତରପ୍ରଦେଶର ଜୌନପୁରରେ ପୋ-ଲି-ସ ଏକ ଅ-ପ-ହ-ର-ଣ କେସକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ହିଁ ସମାଧାନ କରିଦେଲା ଏବଂ ପିଲାମାନଙ୍କୁ ସୁରକ୍ଷିତ ଭାବରେ ବାପାମାଙ୍କ ପାଖକୁ ପହଞ୍ଚାଇ ଦେଲା | ଜୁଲାଇ ୫ ତାରିଖରେ କୋଟୱାଲି ପୋଲିସ ଦ୍ୱାରା ନିଖୋଜ ହୋଇଥିବା ତିନିଜଣ ପିଲାମାନଙ୍କୁ ଉଦ୍ଧାର କରି ପରିବାରଙ୍କୁ ହସ୍ତାନ୍ତର କରାଯାଇଛି | ପୋ-ଲି-ସ ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଖୁସି ହୋଇ ଏସପି ଅଜୟ ସାହସୀ ପୋ-ଲି-ସ ଟିମକୁ ପୁରସ୍କାର ମଧ୍ୟ ଦେଇଛନ୍ତି ଏବଂ ଟିମକୁ ୨୫ ହଜାର ଟଙ୍କାର ନଗଦ ରାଶି ଦିଆଗଲା |

କୁହାଯାଉଛି ଯେ ଜିଲ୍ଲାର ନଗର କୋଟୱାଲି ପୋଲିସକୁ ପିଲାମାନଙ୍କୁ ଅ-ପ-ହ-ର-ଣ-ର ସୂଚନା ମିଳିଥିଲା | ପୋ-ଲି-ସ ଟିମ ସୂଚନା ମିଳିବାର ମାତ୍ର ୩ ଘଣ୍ଟା ମଧ୍ୟରେ ହିଁ ୩ ଟି ପିଲାଙ୍କୁ ଉଦ୍ଧାର କରିଥିଲା | ପିଲାମାନଙ୍କୁ ପାଇବାପରେ ସେମାନଙ୍କ ପରିବାରକୁ ଫୋନ କରାଗଲା ଏବଂ ସେମାନଙ୍କୁ ସେମାନଙ୍କ ପିଲାକୁ ହସ୍ତାନ୍ତର କରାଗଲା | ତେବେ ଯାଞ୍ଚ କରିବାପରେ ପୋ-ଲି-ସ-କୁ ଜଣାପଡିଲା ଯେ ପିଲାମାନଙ୍କୁ ଅ-ପ-ହ-ର-ଣ କରାଯିବା କଥାଟି ମିଛ ଥିଲା | ପିଲାମାନେ ମାଆଠାରୁ ହଜି ଯାଇଥିଲେ ଏବଂ ମା ନିଜକୁ ବଞ୍ଚାଇବା ପାଇଁ ଏସବୁ କଲା |

କଣ ରହିଛି ପୁରା ମାମଲା :-

ସୂଚନା ଅନୁଯାୟୀ ପ୍ରାୟ ୩ଟା ବେଳେ ଗ୍ରାମ ପ୍ରଧାନ ହମଜାପୁର ଥାନା ସରାୟଖବଜା ଦ୍ୱାରା ସୂଚନା ଦିଆଗଲା ଯେ ତାଙ୍କ ଗାଁର ମନୋଜ ଚୌହାନଙ୍କ ସ୍ତ୍ରୀ ରିନୁ ନିଜର ଚାରିଜଣ ପିଲାଙ୍କ ସହିତ ନିଜ ବାପଘରୁ ଆସୁଥିଲେ | ରାସ୍ତାରେ ସେ ଯେତେବେଳେ ନିଜ ପିଲାମାନଙ୍କ ସହିତ ଚାନ୍ଦ ମେଡିକାଲ ଚୌରାହା ପହଁଚିଲେ | ସେତେବେଳେ ସେଠାକୁ ବାଇକରେ ଆସିଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କର ତିନିଜଣ ପିଲା ମିନାକ୍ଷୀ(୮ବର୍ଷ), ରାଧା (୬ବର୍ଷ) ଏବଂ ପୁଅ ମନି(୩ବର୍ଷ)କୁ ନିଜ ସାଥିରେ ନେଇଗଲା |

ଏହି କଥାର ସୂଚନା ପୋ-ଲି-ସ-କୁ ତୁରନ୍ତ ଦିଆଯାଇଥିଲା | ଯାହାପରେ ପୋଲିସ ଡେରି ନ କରି ମାମଲାକୁ ଯାଞ୍ଚ କରିବା ଆରମ୍ଭ କରିଦେଲା | ପୋ-ଲି-ସ-କୁ ଦିଆଯାଇଥିବା ସୂଚାନୁସାରେ ଚାନ୍ଦ ମେଡିକାଲ ଛକରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଗଲା | ଯେଉଁଥିରେ ମହିଳାଜଣକ କେବଳ ଗୋଟି ପିଲା ସନିଙ୍କ ସହିତ ଯାଉଥିବାର ଦେଖାଗଲେ | ଏହାମଧ୍ୟରେ କୋଟୱାଲି ଠାରୁ ପ୍ରାୟ ଟିମକୁ ଭାଗ ଭାଗ କରି ପିଲାମାନଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦିଆଗଲା |

ପୋ-ଲି-ସକୁ ସେହି ତିନିଜଣ ପିଲା ଅବହେଳିତ ଅବସ୍ଥାରେ ବଦଳାପୁର ପଡାରେ ରାସ୍ତାକଡ଼ରେ ବସିଥିବାର ମିଳିଲେ | ଏହି ପିଲାମାନଙ୍କୁ ଥା-ନା-କୁ ଆଣି ମହିଳାଙ୍କୁ ପଚରାଉଚରା କରାଗଲା | ଯେଉଁଥିରେ ମହିଳାଜଣକ ସ୍ୱୀକାର କଲେ ଯେ ସେହି ତିନି ପିଲା ବସ ଷ୍ଟାଣ୍ଡରୁ ତାଙ୍କଠାରୁ ହଜି ଯାଇଥିଲେ | ସେ ଡରିଯାଇ ପିଲାମାନଙ୍କର ଅ-ପ-ହର-ଣ ହେବାର କାହାଣୀ ବନାଇ ସୂଚନା ଦେଇଥିଲେ |

ମହିଳାଜଣକ କହିଛନ୍ତି ଯେ ସେ ପିଲାମାନେ ହଜି ଯିବାରୁ ନିଜ ସ୍ୱାମୀ ମନୋଜଙ୍କୁ କହିଥିଲେ ଯେ ତାଙ୍କ ପିଲାକୁ କେହି ଅ-ପ-ହ-ର-ଣ କରି ନେଇଯାଇଛି | ଯାହାପରେ ଏହି ମାମଲାକୁ ପୋଲିସ ମଧ୍ୟ ଯାଞ୍ଚ କରିଥିଲା | ପୋ-ଲି-ସ ଯାଞ୍ଚ କରିବାପରେ ମହିଳାଙ୍କ ଅ-ଭି-ଯୋ-ଗ ଭୁଲ ବୋଲି ଜାଣିପାରିଲା | ତେବେ ଖୁସିର କଥା ଯେ ପୋ-ଲି-ସ ସେହି ପିଲାମାନଙ୍କୁ ଖୋଜି ବାହାର କଲା ଏବଂ ସେମାନଙ୍କ ବାପାମାଙ୍କୁ ହସ୍ତାନ୍ତର କଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *