ଦେଖନ୍ତୁ ଭିଡ଼ିଓ : ଦେଖୁ ଦେଖୁ ଟ୍ରକଟି ଏମିତି ଓଲଟି ପଡିଲା ଯେ ଟ୍ରକ ହୋଇଗଲା ଦୁଇଭାଗ ଏବଂ ଟ୍ରକର ଆଗ ଭାଗ ସେମିତି ଲଗାତାର ଆଗକୁ ଗଡି ଚାଲିଲା,ଆଉ ପଛ ଭାଗ ….

ଏମିତିରେ ଦେଖିବାକୁ ଗଲେ ଆପଣ ଦେଶ ଏବଂ ଦୁନିଆରୁ ଆସୁଥିବା ଅନେକ ସଡକ ଦୁର୍ଘଟଣାର ଖବର ପ୍ରାୟ ସବୁଦିନେ ଶୁଣିବାକୁ ପାଉଥିବେ | କିଛି ଦୁର୍ଘଟଣା ତ ଏପରି ହୋଇଥାଏ, ଯାହା ବିଷୟରେ ଶୁଣି ଲୋମ ଟାଙ୍କୁରି ଉଠେ | ଅନେକଥର ଏମିତି ଆକ୍ସିଡେଣ୍ଟ ହୋଇଥାଏ , ଯେଉଁଥିରେ ଭାରି ଥିବା ଗାଡି ଯେପରି ଟ୍ରକରେ ଓଭର ଲୋଡିଂ କାରଣରୁ ତାହା ନିଜେ ନିଜେ ଖସିଯାଏ ଏବଂ ଆକ୍ସିଡେଣ୍ଟ ହୋଇଯାଏ | ବର୍ତ୍ତମାନ ଏପରି ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି |

ଦେଖନ୍ତୁ ଏହି ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ପାହାଡିଆ ଅଂଚଳରେ ଓଭରଲୋଡେଡ଼ ଟ୍ରକ ଯାଉଛି, କିନ୍ତୁ ଠିକ ସେତିକିବେଳେ ମଝିରେ ଏକ ଗାତ ଆସିଯାଏ ଏବଂ ଟ୍ରକ ସେଥିରେ ଫସି ଯାଇ ପଡ଼ିଯାଏ | ଯେଉଁ କାରଣରୁ ତାର ବଡ଼ି ଗୋଟେ ପଟେ ତଳେ ପଡ଼ିଯାଏ ଏବଂ ଚକଗୁଡିକ ଆଗକୁ ସେମିତି ଚାଲିବାକୁ ଲାଗେ |

ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖିବାପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି | ଏହି କାରଣରୁ ଅନେକ ୟୁଜର ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଲେଖିଛନ୍ତି | ଜଣେ ୟୁଜର ଲେଖିଛନ୍ତି, ଏହି ଦୃଶ୍ୟ ପ୍ରକୃତରେ ବହୁତ ଆଶ୍ଚର୍ଯ୍ୟଜନକ ଥିଲା | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଟ୍ରକ ଡ୍ରାଇଭରମାନଙ୍କୁ ଓଭର ଲୋଡିଂରୁ ଦୁରେଇ ରହିବା ଉଚିତ | ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ଏହି ଭିଡିଓରେ ନିଜ ନିଜର ପ୍ରତିକ୍ରିୟା ଲେଖିଛନ୍ତି |

ଆପଣଙ୍କ ସୂଚନା ପାଇଁ କୁହାଯାଉଛି ଯେ ଏହି ଭିଡିଓକୁ ଇନ୍ସଟାଗ୍ରାମରେ ‘autotechportal ‘ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଦେଖିଲେଣି | କିଛି ଲୋକ ଗାଡିକୁ ପ୍ରଶଂସା କରୁଛନ୍ତି ତ ଆଉ କିଛି ଲୋକ ଏହି ଦୁର୍ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି | ତେବେ ଆପଣଙ୍କୁ କଣ ଲାଗୁଛି କମେଣ୍ଟ କରି ନିଶ୍ଚିତ ଭାବେ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *