ଯାଉଥିବା ସମୟରେ ପରସ୍ପର ସହିତ ଧ-କ୍କା ହେଲା ଦୁଇଟି କାର,ଆଉ ତା ପରେ …ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆ ଦୁନିଆରେ କେବେ କଣ ଦେଖିବାକୁ ମିଳିଯାଏ ଏହା କେହି ଜାଣନ୍ତି ନାହିଁ? କେତେଥର ଜିନିଷ ବହୁତ ହଇରାଣ କରି ଦେବାପରି ହୋଇଥାଏ ତ କେତେଥର କେତେଥର ଆମକୁ ହସାଇ ଥାଏ। ଏକ ଏମିତି ଭିଡ଼ିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ଦୁଇଟି ଗାଡ଼ି ପରସ୍ପର ଭିତରେ ଧକା ଖାଇଥିଲା। ଧକା ଖାଇବାପରେ ଯାହା ହୋଇଥିଲା ଏଥିରେ ଲୋକମାନେ ନିଜର ରିଆକ୍ସନ ଦେଉଛନ୍ତି।

ଦେଶ ଓ ଦୁନିଆରେ ରୋଡ଼ ଆକ୍ସିଡେଣ୍ଟ ଖବର ଲଗାତର ଆସିଥାଏ। କେତେକ ଭିଡ଼ିଓ ତ ଏହିପରି ହୋଇଥାଏ ଯାହା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିଥାଏ। ଏହାକୁ ଲାଇଭ ଦେଖିବାପରେ ଲୋକଙ୍କ କଣ ଅବସ୍ଥା ହୋଇଥିବ ଆପଣ ଅନୁମାନ ଲଗାଇ ପାରୁଥିବେ। ଏବେ ଏହି ଭିଡ଼ିଓ ଦେଖନ୍ତୁ, ପ୍ରଥମେ ତ ସବୁକିଛି ସାମାନ୍ୟ ରହିଛି। କେତେକ ଗାଡି ଏକାସହ ଚାଲୁଛି। କିନ୍ତୁ କିଛି ସମୟ ପରେ ଦୁଇଟି ଗାଡ଼ି ପରସ୍ପର ମଧ୍ୟରେ ଧ-କା ଖାଉଛି। ଧକା ଏତେ ସାଙ୍ଘାତିକ ଥିଲା ଯେ, ଗାଡ଼ିଟି ଧକା ଖାଇ ଡିଭାଇଡ଼ର ଆର ପଟକୁ ଚାଲି ଯାଉଛି। ଅବଶ୍ୟ ଦୁଇଟି ଗାଡ଼ି ଭିତରୁ କାହାକୁ କ୍ଷତି ପହଞ୍ଚି ନାହିଁ।

ହଇରାଣ କରି ଦେବାପରି ଥିଲା ଏହି ଭିଡ଼ିଓ:-

ଏହି ଭିଡ଼ିଓକୁ ଦେଖିବାପରେ ଆପଣ ମଧ୍ୟ କିଛି ସମୟ ପାଇଁ ଥରି ଉଠିବେ। ଯିଏବି ଏହି ଭିଡ଼ିଓକୁ ଦେଖିବ ସେ ମଧ୍ୟ ଥରି ଉଠିବ। ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓକୁ jatt.life ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା 40 ହଜାରରୁ ଅଧିକ ଭିୟୁ ମିଳିସାରିଛି। କିଛିଲୋକ ଏହାର ପ୍ରଶଂସା କରୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ଦେଖି ହଇରାଣ ହୋଇଯାଇଛନ୍ତି ତ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ କୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *