ଶରୀରରେ ବାଜିଥିଲା ୯ଟି ଗୁ-ଳି, କରୋନାକୁ ମଧ୍ୟ ପରାସ୍ତ କଲେ, ଆପଣଙ୍କ ଆଖିରେ ଲୁହ ଆଣିଦେବ ଏହି ଭାରତ ମାତାର ପୁଅ ଚେତନ ଚିତାଙ୍କ କାହାଣୀ

ଆମେ ଆମ ଘରେ ଶାନ୍ତି ଏବଂ ସୁଖ ନିଦ୍ରାରେ ଶୋଇଥାଉ ଏବଂ ସେମାନେ ସୀମାରେ ଠିଆ ହୋଇ ଭାରତ ମାଆକୁ ରକ୍ଷା କରିଥାନ୍ତି | ସେମାନେ ସୀମାରେ ଜଗି ଥାନ୍ତି | ଯେକୌଣସି ଋତୁ ଏବଂ ପରିସ୍ଥିତି ଯାହା ହେଉନା କାହିଁକି, ଭାରତ ମାଆର ସେବା କରିବାପାଇଁ କେବେହେଲେ ପଛକୁ ହଟିନଥାନ୍ତି | ଆମର ସୈନିକମାନେ ଆମର ଗର୍ବ ଏବଂ ଗୌରବ | କୁହାଯାଏ ସେବା ପାଇଁ ଦେଶଠାରୁ ବଡ଼ ସେବା ଆଉ କିଛି ନାହିଁ | ଏପରିକି ଭଗବାନ ମଧ୍ୟ ଦେଶ ପାଇଁ ସହିଦ ହୋଇଥିବା ଯୁବକମାନଙ୍କ ପାଇଁ ବହୁତ ଗର୍ବିତ | ଅନେକ ଯୁବକ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଦେଶ ପାଇଁ ବଳିଦାନ ଦେଇଛନ୍ତି | ସୈନିକମାନଙ୍କର ବଳିଦାନର ତୁଳନା କାହା ସହିତ ମଧ୍ୟ କରାଯାଇପାରିବ ନାହିଁ |

ଶତ୍ରୁ ସହିତ ସୀମାରେ ଲଢ଼ିବା ପାଇଁ ସାହସ ଏବଂ ଶକ୍ତି ଆବଶ୍ୟକ ହୋଇଥାଏ ଏବଂ ସେଗୁଡିକର ଆମ ସୈନିକମାନଙ୍କଠାରେ କୌଣସି ଅଭାବ ନାହିଁ | ଆମର ସୈନିକମାନେ ଛାତି ଚଉଡା କରି ଯୁଦ୍ଧରେ ଠିଆ ହୋଇଥାନ୍ତି ଏବଂ ଯେତେବେଳେ ଶତ୍ରୁର ଗୁଳି ଆସେ, ସେମାନେ ସେମାନଙ୍କର ପିଠି ଦେଖାନ୍ତି ନାହିଁ ଏବଂ ମୃ-ତ୍ୟୁ-କୁ ମଧ୍ୟ ପରାସ୍ତ କରି ଦିଅନ୍ତି | ଏହିପରି ଜଣେ ସାହସୀ ସୈନିକ ହେଉଛନ୍ତି ଚେତନ ଚିତା ମିନା, ଯିଏକି କିର୍ତ୍ତୀ ଚକ୍ର ଦ୍ୱାରା ପୁରସ୍କାର ପାଇଥିଲେ | ଯେଉଁଠାରେ ଲୋକମାନେ ବନ୍ଧୁକ କିମ୍ବା ଗୁ-ଳି-ର ନାମ ଶୁଣିବା ପରେ ଥରିଉଠନ୍ତି, ସେହିପରି ଏହି ଭାରତ ମାଆର ପୁଅ ଗୁଳି ଦ୍ୱାରା ଆହତ ହେବାପରେ ମଧ୍ୟ ମା ଭାରତ ପାଇଁ ପ୍ରସ୍ତୁତ ରହିଥାଏ | ସେ ବର୍ତ୍ତମାନ ମଧ୍ୟ ଦେଶ ପାଇଁ ସମର୍ପିତ ଅଟେ | ଆସନ୍ତୁ ଜାଣିବା ପ୍ରକୃତରେ କିଏ ଏହି ବହାଦୁର ସୈନିକ ଚେତନ ଚିତା ମିନା |

ଚେତନ ଚିତା ମିନା କେନ୍ଦ୍ରୀୟ ରିଜର୍ଭ ପୋଲିସ ଟିମର କମାଣ୍ଡିଙ୍ଗ ଅଫିସର ଅଟନ୍ତି, ଯିଏ କାଶ୍ମୀରରେ ବନ୍ଦୀପୁରାରେ ଆତଙ୍କବାଦୀ ମାନଙ୍କ ସହିତ ହୋଇଥିବା ଲଢେଇରେ ଗୁରୁତର ଆଘାତ ହୋଇଯାଇଥିଲେ | ଶତ୍ରୁମାନଙ୍କୁ ସେ ଇଟାର ଜବାବ ପଥରରେ ଦେଇଥିଲେ | ଆତଙ୍କବାଦୀମାନଙ୍କ ସହିତ ଲଢେଇ କରିବା ସମୟରେ ସେ ନିଜ ଜୀ-ବ-ନ-କୁ ବାଜି ଲଗାଇ ଦେଇଥିଲେ | ଆତଙ୍କବାଦୀଙ୍କ ସହିତ ଲଢେଇ କରି ସେ ଶରୀରରେ ୯ଟି ଗୁ-ଳି ସହିଥିଲେ |

୯ଟି ଗୁ-ଳି ବାଜିବାପରେ ମଧ୍ୟ ସେ ଲଢ଼ି ଚାଲିଥିଲେ :-

ଆ-ତ-ଙ୍କ-ବା-ଦ ଲ-ଢେ-ଇ-ରେ ଆତଙ୍କବାଦୀମାନେ ଭାରତୀୟ ଯବାନମାନଙ୍କ ଉପରେ ଧୂଆଁ ପରି ଗୁଳି ଚଳାଇଥିଲେ ଏବଂ ଏହି ଫାୟାରିଂରେ ଚେତନ ଚିତା ବହୁତ ଗୁରୁତର ଭାବରେ ଆହତ ହୋଇଯାଇଥିଲେ | କୁହାଯାଉଛି ଯେ ତାଙ୍କ ଦେହରେ ୯ଟି ଗୁ-ଳି ବାଜିଥିଲା | ତାଙ୍କୁ ଶତୃମାନଙ୍କ ଗୁ-ଳି-ଗୁ-ଡ଼ି-କ ବ୍ରେନ,ଡାହାଣ ଆଖି, ଦୁଇ ହାତ, ପେଟ ଏବଂ ଅନ୍ତର ପଛ ଭାଗରେ ଲାଗିଥିଲା | କିନ୍ତୁ ଏହି ଭାରତ ମାଆର ସାହସୀ ପୁଅକୁ ତ ଦେଖନ୍ତୁ, ତା ଦେହରେ ୯ଟି ଗୁଳି ବାଜିବା ପରେ ମଧ୍ୟ ସେ ଆ-ତ-ଙ୍କ-ବା-ଦୀ-ମା-ନ-ଙ୍କ ଉପରେ ୧୬ ରାଉଣ୍ଡ ଗୁ-ଳି ଚଳାଇଥିଲେ ଏବଂ ୨ଜଣ ଆତଙ୍କବାଦୀଙ୍କୁ ମୃ-ତ୍ୟୁ ଦେଖାଇଥିଲେ |

ବର୍ତ୍ତମାନ ମଧ୍ୟ ଦେଶସେବା ପାଇଁ ସମର୍ପିତ :-

ଆ-ତ-ଙ୍କ-ବା-ଦୀ ମୁକାବିଲାରେ ଚେତନ ଚିତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି | ସେ ଏବେ ମଧ୍ୟ ଦେଶ ପ୍ରତି ସମର୍ପିତ ଅଟନ୍ତି ଏବଂ ତାଙ୍କ ଭିତରେ ଦେଶପ୍ରେମର ଉତ୍ସାହ ଅକ୍ଷୁର୍ଣ୍ଣ ରହିଛି | ଉଲ୍ଲେଖନୀୟ କଥା ହେଉଛି ଯେ ୪୫ ବର୍ଷୀୟ ଚେତନ ଚିତା କରୋନାରେ ମଧ୍ୟ ସଂକ୍ରମିତ ହୋଇ ଯାଇଥିଲେ, କିନ୍ତୁ ସେ ଏହି ଅଦୃଶ୍ୟ ଶ-ତ୍ରୁ-କୁ ମଧ୍ୟ ପରାସ୍ତ କରିବାରେ ସଫଳ ହେଲେ ଏବଂ ସୁସ୍ଥ ହୋଇ ନିଜ ଘରକୁ ଫେରିଆସିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ 

Leave a Reply

Your email address will not be published.