ଏକ ଫେସବୁକ ଆଇଡି କରି ନଣନ୍ଦ ଓ ଭାଣେଜୀ ମଜାକ କରୁଥିଲେ ଭାଉଜଙ୍କ ସହ,ଆଉ ଚାଲିଗଲା ୩ ଜଣଙ୍କ ଜୀ-ବ-ନ,ଜାଣନ୍ତୁ ପୁରା ଘଟଣା

ଫେସବୁକରେ କରାଯାଇଥିବା ମଜାକ ଯୋଗୁଁ ତିନି ଜଣଙ୍କ ଜୀ-ବ-ନ ଚାଲିଗଲା। ଖବର ଅନୁସାରେ ମହିଳାଙ୍କ ବନ୍ଧୁ ଫେସବୁକର ଜଣେ ଏକ ବ୍ୟକ୍ତିଙ୍କ ସହ ହୋଇଥିଲା। କିଛି ସମୟ ପରେ ବନ୍ଧୁତ୍ବ ପ୍ରେମରେ ପରିଣତ ହୋଇଗଲା। ମହିଳା ଜଣକ ଜଣେ ବିବାହିତ ଥିଲେ ଓ ତାଙ୍କର ଗୋଟେ ଶିଶୁ ମଧ୍ୟ ଥିଲା। ମହିଳା ଜଣକ ଯେତେବେଳେ ନିଜ ପ୍ରେମୀକୁ ଏହି ବିଷୟରେ କହିଥିଲେ ପ୍ରେମୀ ତାଙ୍କୁ ସବୁ ଛାଡିବା ପାଇଁ କହିଥିଲେ। ମହିଳା ଜଣକ ପ୍ରେମରେ ଏତେ ପାଗଳ ହୋଇଗଲେ ଯେ ନିଜର ଶିଶୁକୁ ମା-ରି-ବା ପାଇଁ ପଛେଇଲେନି। ଏହି ମାମଲା ଥିରୁଅନନ୍ତ ପୁରମର ଅଟେ।

ବାସ୍ତବରେ, କିଛି ମାସ ପୂର୍ବରୁ ପୋ-ଲି-ସି-କୁ ଏକ ନବଜାତ ଶିଶୁର ଶବ ମିଳିଥିଲା। ପୋ-ଲି-ସ ଯେତେବେଳେ ଯାଞ୍ଚ କଲା ତେବେ ସେ ଏହା ଜାଣିବାକୁ ପାଇଥିଲେ ଯେ ଶିଶୁଟିକୁ ତାର ମା ହିଁ ମା-ରି ଦେଇଥିଲା। ଯାହାପରେ ପୋଲିସ ଆ-ରୋ-ପୀ ମହିଳାଙ୍କୁ ଗି-ର-ଫ କରି ଦେଇଥିଲା। ପୋ-ଲି-ସ ଯାଞ୍ଚ କରୁଥିବା ସମୟରେ ଯେତେବେଳେ ଏହାର କାରଣ ପଚାରିଲା ତେବେ ମହିଳା ଜଣକ ଆଶ୍ଚର୍ଯ୍ୟ କରିଦେଲା ଭଳି ଉତ୍ତର ଦେଇଥିଲେ। ମହିଳା ଜଣକ ପୋଲିସକୁ କହିଥିଲେ ଯେ ଫେସବୁକରେ ତାଙ୍କର ବନ୍ଧୁତ୍ବ ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା। ଯାହାଙ୍କୁ ସେ ଭଲ ପାଇ ବସିଥିଲେ। ମହିଳା ଜଣକ ତାଙ୍କ ସହ ରହିବା ପାଇଁ ମନସ୍ଥ କରିଥିଲେ। କିନ୍ତୁ ପ୍ରେମି ଜଣକ ତାଙ୍କର ପତି ଓ ଶିଶୁଙ୍କୁ ଛାଡିବା ପାଇଁ କହିଥିଲେ।

ଏହି ମାମଲା ବିଷୟରେ ସୂଚନ ଦେଇକି ପୋଲି-ସି କହିଥିଲା କି କେରଳର କୋଲ୍ଲମ ଜିଲ୍ଲାରେ ଏହି ବର୍ଷ ଜାନୁଆରୀରେ ଜନ୍ମ ହେବାର କିଛି ଘଣ୍ଟା ପରେ ଶିଶୁ ଟି ଶୁଖିଲା ପତ୍ର ଭିତରୁ ଉଦ୍ଧାର କରାଯାଇଥିଲା। ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାପରେ ମୃ-ତ୍ୟୁ-ବ-ର-ଣ କରିଥିଲା। ଯାଞ୍ଚ ରୁ ଜଣା ପଡିଲା ଯେ କୋଲ୍ଲମ ର କଲ୍ଲୁବଥୁକ୍କଲ ଗ୍ରାମର ନିବାସୀ ରେସେମା ନବଜାତ ଶିଶୁର ମା ଥିଲେ। ରେସେମକୁ ଜୁନରେ ଗିରଫ କରାଗଲା। ଯାଞ୍ଚ ସମୟରେ ଜଣା ପଡିଲା ଯେ ମହିଳା ଜଣକୁ ଫେସବୁକ ରେ ଏକ ଆନନ୍ଦୁ ନାମକ ଏକ ବ୍ୟକ୍ତି ସହ ବନ୍ଧୁତା ହୋଇଥିଲା। ବ୍ୟକ୍ତିଙ୍କ ସହ ରହିବା ପାଇଁ ସେ ନିଜର ଶିଶୁକୁ ମା-ରି ଦେଇଥିଲା। ସେ ବ୍ୟକ୍ତିଙ୍କୁ ରେସେମା କେବେବି ସାକ୍ଷାତ କରି ନଥିଲେ।

ପୋ-ଲି-ସି କହିବା ଅନୁସାରେ ରେଶମା ର ବିବାହ ବିଷ୍ଣୁ ନାମକ ଏକ ବ୍ୟକ୍ତିଙ୍କ ସହ ହୋଇଥିଲା। ତାଙ୍କର ପତି ବିଦେଶରେ ରୁହନ୍ତି। ରେଶମା ଗର୍ଭବତୀ ହେବାର ପରିବାରର କୌଣସି ସଦସ୍ୟଙ୍କୁ ଜଣାଇ ନଥିଲେ ଏବଂ ଶିଶୁ ଜନ୍ମ ହେବା ମାତ୍ରେ ତାଙ୍କୁ ମ-ରି-ଦେ-ଇ-ଥି-ଲା।

ରେଶମାର ବୟାନ ପରେ ପୋ-ଲି-ସି ଫେସବୁକ ପ୍ରେମୀର ଯାଞ୍ଚ କରିବା ଆରମ୍ଭ କରିଦେଇଥିଲା। ଏହି ମାମଲାରେ ପୋ-ଲି-ସି ରେଶମାଙ୍କ ନଣନ୍ଦ ଆର୍ଯ୍ୟା ଓ ଭଣେଜି ଗ୍ରୀଷ୍ମା ସହ ପଚରା ପଚାରି କରିଥିଲା। ଯାହାପରେ ଗ୍ରୀଷ୍ମା ଓ ଆର୍ଯ୍ୟା ନଦୀରେ ଡେଇଁ ମୃତ୍ୟୁବରଣ କରିଥିଲେ। ଏକ ବରିଷ୍ଠ ପୋ-ଲି-ସି ଅଧିକାରୀ କହିଥିଲେ ଯେ ଯେତେବେଳେ ସେମାନେ ଗ୍ରୀଷ୍ମାର ଏକ ପୁରୁଷ ମିତ୍ର ର ଯାଞ୍ଚ କରିଥିଲେ ଜଣା ପଡିଥିଲା ଯେ ଗ୍ରୀଷ୍ମା ଓ ଆର୍ଯ୍ୟା ଦୁଇ ଜଣ ମିଶି ଆନନ୍ଦ ନାମକ ଏକ ନକଲି ଫେସବୁକ ଆକାଉଣ୍ଟ ବନେଇଥିଲେ। ସେମାନେ ରେଶମା ସହ ମଜାକ କରୁଥିଲେ। ଆତ୍ମା ହ-ତ୍ୟା କରିବା ପୂର୍ବରୁ ଆର୍ଯ୍ୟା ଏହି ମଜାକ ବିଷୟ ନିଜ ଶାଶୁକୁ ଜଣାଇଥିଲେ।

ଅନ୍ୟ ପଟେ ରେଶମା କୁ ପୋ-ଲି-ସି ଗି-ର-ଫ କରିଥିଲା ଏବଂ ରେଶମା କୋଭିଡ଼ି 19 ରୋଗରେ ଚିହ୍ନିତ ହେବା ପରେ ଆଇସଲେସନ ରେ ରଖା ଯାଇଥିଲା। ବିଦେଶରୁ ରେଶମା ର ପତି ଫେରିବା ପରେ ସେ କହିଥିଲେ ଯେ ଯଦି ତାଙ୍କୁ ଏହି ବିଷୟରେ ଜଣାଇ ଥିଲେ ତେବେ ସେ ଏସବୁ ହେବାରୁ ରଖା କରିଦେଇ ପରିଥାନ୍ତେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *