ବୈଜ୍ଞାନିକଙ୍କର ଅଜବ ଯୁକ୍ତି : ଆଲକହଲ ଶୁଙ୍ଘିଲେ ଦୂର ହେବ କରୋନା

ସମଗ୍ର ଦେଶରେ କରୋନା ଭାଇରସର ଭୟାଭୟ ଯେବେଠୁ ଆରମ୍ଭ ହୋଇଛି ସେବେଠାରୁ କରୋନା ସମ୍ପର୍କରେ ଅନେକ ଆଲୋଚନା ମଧ୍ୟ ସୃଷ୍ଠି ହୋଇଛି। ଅର୍ଥାତ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଓ ବୈଜ୍ଞାନିକ ମାନେ ଏହି ମହାମାରିରୁ ଆରୋଗ୍ୟ ହେବାପାଇଁ ଅନୁସନ୍ଧାନ ମଧ୍ୟ ଚଳାଇଛନ୍ତି। କରୋନା ସଂକ୍ରମଣରେ ରକ୍ଷା ପାଇବା ପାଇଁ ମାସ୍କକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିଭଳି ଆଲକହଲରୁ ପ୍ରସ୍ତୁତ ହେଉଥିବା ସାନିଟାଇଜରକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଇଛି।

ଆଉ ଏବେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଆଲକହଲ ଶୁଙ୍ଘିବା ଦ୍ୱାରା କରୋନାରୁ ରକ୍ଷା ପାଇପାରିବେ। ଆମେରିକା ବୈଜ୍ଞାନିକ ମାନେ ଏସଂପର୍କରେ ରିସର୍ଚ୍ଚ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ପରୀକ୍ଷଣର ତିନୋଟି ପର୍ଯ୍ୟାୟର ଫଳାଫଳ ଆସିଛି। ଯାହାଦ୍ବାରା କି ବୈଜ୍ଞାନିକମାନେ ବହୁତ ଉତ୍ସାହିତ ଅଛନ୍ତି। କାରଣ ଏପର୍ଯ୍ୟନ୍ତ କରାଯାଇଥିବା ପରୀକ୍ଷଣର କିଛି ସମୟ ପରେ କରୋନାରେ ଆକ୍ରାନ୍ତ ରୋଗୀ ମାନେ ନିଶ୍ୱାସ ନେବାରେ ସହଜ ହୋଇଥିଲା।

Google

ଭାପୋ ନେବା ଟେକନିକ ଭାଇରସକୁ ଦୂର କରିବାର ପୁରୁଣା ଉପାୟ। କିନ୍ତୁ, ଫୁସୁଫୁସ ଇନଫେକସନ କରିବା ମାମଲାରେ ଆଲକହଲ ଭାପୋ ନେବା ପ୍ରଣାଳୀ ଏହା ପ୍ରଥମ। ଯୁକ୍ତରାଷ୍ଟ୍ରର ଫୁଡ ଏବଂ ଡ୍ରଗ୍ସ ଏଡମିନଷ୍ଟ୍ରେସନ ବା ଏଫଡିଏ ଏହି ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି। ବୈଜ୍ଞାନିକ ଶକ୍ତି ଶର୍ମା ଦିଲ୍ଲୀରେ ଏହି ସମ୍ପର୍କରେ ଅନେକ ପରୀକ୍ଷଣ କରିଥିଲେ।ଆଉ ସଫଳତା ପାଇବା ପରେ ଉତ୍ସାହିତ ହୋଇ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନକୁ ଏକ ଚିଠି ଲେଖିଥିଲେ।

ଏହା ପରେ, ପଠାଯାଇଥିବା ଚିଠିଟି ପ୍ରମାଣ କରିବାକୁ ଯଥେଷ୍ଟ ଯେ, ଏହି କୌଶଳ ଦ୍ଵାରା କରୋନା ଭୂତାଣୁ ଉପରେ ଅଧିକ ପ୍ରଭାବ ପକାଇଛି। ଆଉ କୌଶଳଟି ହେଉଛି, ଆଲକହଲ ଶୁଙ୍ଘି ଆପଣ କରୋନା ଭୁତାଣୁ କୁ ଦୂର କରିପାରିବେ

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *