ବିବାହର କିଛି ଦିନ ପରେ ସ୍ତ୍ରୀ କହିଲା-ଚାଲ ଛାତ ଉପରେ ସେଲଫି ନେବା, ତାପରେ ତିନି ମହଲାରୁ ଠେଲିଦେଲା,ଆଉ ତା ପରେ,ଜାଣନ୍ତୁ ପୁରା ଘ-ଟ-ଣା

ସେଲଫି ନେବା ଆଜିକାଲି ବହୁତ କମନ ଜିନିଷ ହୋଇଗଲାଣି | ପିଲାମାନେ,ଯୁବକମାନେ,ବୁଢ଼ାମାନେ ସମସ୍ତେ ସେଲଫି ନେବାକୁ ପସନ୍ଦ କରୁଛନ୍ତି | ତେବେ ଅନେକଥର ଲୋକମାନେ ସେଲଫି ନେବା ଚକ୍କରରେ ନିଜର ପ୍ରାଣ ହରାଇଥାନ୍ତି | ସେମାନେ ଏମିତି ଖତରନାକ ଜାଗାରେ ସେଲଫି ନିଅନ୍ତି, ଯେଉଁଠାରେ ସେମାନଙ୍କ ଜୀ-ବ-ନ ଯିବାର ବିପଦ ଅଧିକ ରହିଥାଏ | ଆପଣମାନେ ମଧ୍ୟ ଏପରି ଅନେକ ଖବର ପଢ଼ିଥିବେ ଯେ ଗୋଟିଏ ସେଲଫି ଉଠାଇବା ଚକ୍କରରେ କାହାର ଜୀବନ ଚାଲି ଯାଇଥିବ |

ତେବେ ଏହି ଅନନ୍ୟ ମାମଲା ଭୋପାଳର ପ୍ରଫେସର କଲୋନୀର ଅଟେ | ଏଠାରେ ରହୁଥିବା ଧର୍ମେନ୍ଦ୍ର ସଇନି ନିକଟରେ ସୁମନ ସହିତ ବିବାହ କରିଥିଲେ | ଏହି ବିବାହ ସ୍ୱାମୀ-ସ୍ତ୍ରୀଙ୍କ ଇଚ୍ଛାରେ ହୋଇଥିଲା |ଏଥିରେ ଦୁହିଁଙ୍କର ସହମତି ଥିଲା | କିନ୍ତୁ ବିବାହର କିଛି ଦିନ ପରେ ନୁଆଁ ବୋହୁ ସ୍ତ୍ରୀ ରାତିରେ ସ୍ୱାମୀ ପାଖରେ ଏକ ଅଜବ ପ୍ରକାରର ଜିଦ କରିବାକୁ ଲାଗିଲା | ସେ ସ୍ୱାମୀଙ୍କୁ କହିଥିଲା ଯେ ସେ ଛାତ ଉପରକୁ ଯାଇ ସେଲଫି ନେବାକୁ ଚାହୁଁଛି | ସ୍ତ୍ରୀ କଥାରେ ପଡି ସ୍ୱାମୀ ତିନି ମହଲା ଉପରକୁ ଚାଲିଗଲା |

ସ୍ୱାମୀ ଅନୁଯାୟୀ, ସେଲଫି ନେବାପାଇଁ ସେ ଛାତର ବାଉଣ୍ଡ୍ରି ଉପରେ ଗୋଡ ଦେଇ ବସିପଡିଲା | ଠିକ ସେତିକିବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଠେଲିଦେଲା | ତେବେ ସେ ଯେକୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଲା | ଯେତେବେଳେ ସେ ସ୍ତ୍ରୀକୁ କହିଲା ଯେ ଏ କଣ କରୁଛ, ସେତେବେଳେ ସେ କହିଲା ଯେ ମୁଁ ତ ବାସ ମଜାକ କରୁଥିଲି | କିନ୍ତୁ କିଛି ସମୟ ପରେ ସ୍ତ୍ରୀ ତାକୁ ଆଉଥରେ ଠେଲିଦେଲା | ଏଥର ଆଉ ସ୍ୱାମୀ ନିଜକୁ ସମ୍ଭାଳି ପାରିଲାନାହିଁ ଏବଂ ତଳେ ପଡିଗଲା |

ତଳେ ପଡିଯିବା କାରଣରୁ ତାଙ୍କ ହାତ ଗୋଡ ଭାଙ୍ଗିଗଲା | ସେ ଅଚେତ ହୋଇ ଯାଇଥିଲେ | ତାଙ୍କୁ ୧୨ ଦିନ ପରେ ଯେତେବେଳେ ଚେତା ଫେରିଲା, ସେତେବେଳେ ସେ ନିଜର ସ୍ତ୍ରୀର ଭୟାନକ କାହାଣୀ ପୋଲିସକୁ ଶୁଣାଇଲେ | ଏହାସହିତ ସେ ନିଜ ସ୍ତ୍ରୀ ବି-ରୋ-ଧ-ରେ ଜୀବନରୁ ମା-ରି-ଦେ-ବା-କୁ ଚେଷ୍ଟା କରିଥିବାର କେ-ସ ମଧ୍ୟ ପଞ୍ଜିକରଣ କରିଛନ୍ତି |

ଦୁଇ ହାତ ଗୋଡ ଭାଙ୍ଗିଯିବା ପରେ ସ୍ୱାମୀ ବର୍ତ୍ତମାନ ଚାଲିପାରିବ କି ନାହିଁ ଜଣାନାହିଁ | ତାଙ୍କର ବର୍ତ୍ତମାନ ମଧ୍ୟ ଚିକିତ୍ସା ଚାଲିଛି | ପୀଡିତ ସ୍ୱାମୀ ପୋ-ଲି-ସ-ଙ୍କୁ କହିଥିଲେ ଯେ ତାଙ୍କ ବିବାହ ସୁମନ ସହିତ ଏପ୍ରିଲ ୩୦ ତାରିଖରେ ହୋଇଥିଲା | ସେହିପରି ତାଙ୍କ ସ୍ତ୍ରୀ ଜୁନ ୨୦ ତାରିଖ ରାତିରେ ତାଙ୍କୁ ସେଲଫି ନେବା ବାହାନାରେ ମାରିବାପାଇଁ ଚେଷ୍ଟା କରିଥିଲେ | ଏହି ବୟାନ ପରେ ପୋ-ଲି-ସ ବର୍ତ୍ତମାନ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଏହା ଏକ ଦୁ-ର୍ଘ-ଟଣା କି ମର୍ଡର ଥିଲା | ପୋ-ଲି-ସ କହିଛି ଯେ ବର୍ତ୍ତମାନ ପୀ-ଡି-ତ-ଙ୍କ ସ୍ତ୍ରୀକୁ ପଚରାଉଚରା କରାଯିବା ବାକି ରହିଛି | ଏହାପରେ ହିଁ କିଛି ସ୍ପଷ୍ଟ ହୋଇପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *