ସ୍ତ୍ରୀ କଲା ଏପରି ପ୍ରାଂକ, କାହାକୁ ମୁହଁ ଦେଖାଇବାକୁ ଯୋଗ୍ୟ ହୋଇ ରହିଲାନାହିଁ ସ୍ୱାମୀ, ଦେଖନ୍ତୁ ଏହି ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | କିଛି ଭିଓକୁ ଦେଖି ଲୋକେ ଭାବପ୍ରବଣ ହୋଇଯାନ୍ତି ତ ଆଉ କିଛି ଭିଡିଓକୁ ଦେଖି ଲୋକମାନେ କାନ୍ଦି ପକାନ୍ତି | ସେହିପରି ଆଉ କିଛି ଭିଡିଓକୁ ଦେଖି ଲୋକମାନେ ହସି ହସି ଗଡିଯାନ୍ତି | ଏପରି ଏକ ଭାଇରଲ ହେଉଥିବା ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ | କିନ୍ତୁ ଏହି ଭିଡିଓକୁ ଦେଖିବାପରେ କୌଣସି ସ୍ୱାମୀ ନିଜ ସ୍ତ୍ରୀକୁ ସାହାଯ୍ୟ କରିବାପାଇଁ କିଚେନକୁ ଆସିବାକୁ ଚାହିଁବ ନାହିଁ |

ଭାଇରଲ ହେଉଥିବା ଏହି ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି କିଚେନ ସଫା କରୁଛନ୍ତି | ସେ ଏପ୍ରେନ ପିନ୍ଧିଛନ୍ତି ଏବଂ କପଡା ଧରି କିଚେନ ସଫା କରିବାରେ ଲାଗି ପଡିଛନ୍ତି | ଠିକ ସେତିକିବେଳେ ଜଣେ ମହିଳା ଆସନ୍ତି, ଯିଏକି ବୋଧହୁଏ ତାଙ୍କ ସ୍ତ୍ରୀ ଅଟନ୍ତି | ମହିଳା କଳା ରଙ୍ଗର ବୁର୍ଖା ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ ଏକ ପାଣି କେନ ଅଛି | ଲମ୍ବା ରସି ସାହାଯ୍ୟରେ ବେଲଣାବାଡ଼ି ସହିତ ବାନ୍ଧି ହୋଇଥିବା ସେହି କେନ କୁ ମହିଳା ସେହି ବ୍ୟକ୍ତିଙ୍କୁ ଧରିବାକୁ ଦିଅନ୍ତି | ଏହାପରେ ସେ ଅଟାରେ ଭର୍ତ୍ତି ହୋଇଥିବା ଏକ ପ୍ଲେଟ ବେଲଣାବାଡ଼ି ଉପରେ ରଖନ୍ତି , ଯାହାକୁ ତାଙ୍କ ସ୍ୱାମୀ ପରଫେକ୍ଟ ବାଲାନ୍ସ ମେଣ୍ଟେନ କରି ଧରିଛନ୍ତି |

ଚାଲାକ ମହିଳା ଗୋଟିଏ କଇଁଚି ନିଅନ୍ତି ଏବଂ ବେଲଣାବାଡ଼ି ସହିତ ବନ୍ଧା ହୋଇଥିବା ପାଣି କେନର ରସିକୁ କାଟି ଦିଅନ୍ତି | ସେ ଏପରି କରିବାମାତ୍ରେ ଅଟା ପ୍ଲେଟ ଡେଇଁପଡ଼ି ବ୍ୟକ୍ତିଙ୍କ ମୁହଁ ଉପରେ ପଡ଼ିଯାଏ ଏବଂ ତାଙ୍କର ପୁରା ଚେହେରା ଅଟା ଦ୍ୱାରା ଧଳା ଦେଖାଯାଏ | ଯାହାପରେ ବ୍ୟକ୍ତିଙ୍କ ମୁହଁ ଦେଖିବାଯୋଗ୍ୟ ହୋଇପଡେ | ଏହି ଭିଡିଓ ଆପଣଙ୍କୁ ନିଶ୍ଚୟ ହସାଇଦେବ |

ଦେଖନ୍ତୁ ଭିଡିଓ :-

ଏହି ମଜାଳିଆ ଭିଡିଓକୁ ଇନ୍ସଟାଗ୍ରାମରେ hepgul5 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ହେଉଛି | ଲୋକମାନେ କେବଳ ଏହି ଭିଡିଓ କ୍ଲିପକୁ ପରସ୍ପରକୁ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଏହି ଫନି ଭିଡିଓ ଦେଖି ଆପଣଙ୍କୁ ମଧ୍ୟ ମଜା ଲାଗିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.