ଶିକ୍ଷକ ସହିତ ପଳାଇଲା ଛାତ୍ରୀ,ଆଉ ପୁଅର ବାପା କହିଲା – ମୋ ପୁଅ ତୋ ଝିଅକୁ ନେଇଗଲା, ଯାହା କରିବା କଥା କର

ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମଧ୍ୟରେ ଥିବା ସ-ମ୍ପ-ର୍କ ବହୁତ ପବିତ୍ର ମାନାଯାଏ | ଜଣେ ଶିକ୍ଷକ ନିଜ ଛାତ୍ରଛାତ୍ରୀଙ୍କ ଗୁରୁ ହୋଇଥାଏ | ସେ ନିଜର ଛାତ୍ରଛାତ୍ରୀମାନଙ୍କୁ ଜୀବନର ସଠିକ ମାର୍ଗ ଦେଖାଇଥାଏ | ଭଲ ଏବଂ ଖରାପ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝାଇଥାଏ | କିନ୍ତୁ ଏପରି ମାମଲା ଏପରି ମଧ୍ୟ ଆସିଯାଏ, ଯେଉଁଠାରେ ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ପ୍ରେମ ସ-ମ୍ପ-ର୍କ ଗଢ଼ିଉଠେ | ଏହା ଏପରି ଏକ ପ୍ରେମ ହୋଇଥାଏ, ଯାହାକୁ ସମସ୍ତେ ବିରୋଧ କରିଥାନ୍ତି | ବିଶେଷ କରି ଏହି ମାମଲାକୁ ଝିଅଘର ଲୋକେ ସ୍ୱୀକାର କରନ୍ତି ନାହିଁ |

ସେହିପରି ଯଦି କୌଣସି ପୁଅ ମଧ୍ୟ କୌଣସି ଝିଅକୁ ନେଇ ପଳାଇଯାଏ, ତେବେ ତାରା ବାପାମାଙ୍କ ମୁଣ୍ଡ ଲାଜରେ ନଇଁଯାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଅନନ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଜଣେ ଛାତ୍ରୀଙ୍କୁ ନେଇ ଯାଇଥିବା ଶିକ୍ଷକଙ୍କ ବାପା ଏପରି କିଛି କରିଛନ୍ତି ଯାହା ଆମେ ସମସ୍ତେ କଳ୍ପନା ମଧ୍ୟ କରିପାରିବା ନାହିଁ |

ଏହି ମାମଲା ଭାଗଲପୁର ଜିଲ୍ଲାର ପିରପୋନ୍ତି ଥାନା ଅନ୍ତର୍ଗତ ଶେରମାରୀ ଗାଁର ଅଟେ | ଏଠାରେ ଜଣେ ବାପାଙ୍କୁ ନିଜର ଇଣ୍ଟର ପାସ ଝିଅକୁ କୋଚିଂ ପଠାଇବା ହିଁ ମହଙ୍ଗା ପଡିଗଲା | ତାଙ୍କ ଝିଅ ଯେଉଁ ଶିକ୍ଷକଙ୍କଠାରେ କୋଚିଂ ପଢୁଥିଲେ, ସେହି ତାଙ୍କୁ ଧରି ପଳାଇଗଲେ | ବାପା ଅ-ଭି-ଯୋ-ଗ କରିଛନ୍ତି ଯେ ଶିକ୍ଷକ ତାଙ୍କ ଝିଅକୁ ପ୍ରଲୋଭନ ଦେଖାଇ ବିବାହର ବାହାନା କରି ନେଇ ପଳାଇଛନ୍ତି | ତେବେ ଛାତ୍ରୀଙ୍କ ବୟସ ୧୮ ବର୍ଷ ବୋଲି କୁହାଯାଉଛି |

ଝିଅଟି ନିଜ ଶିକ୍ଷକଙ୍କୁ ଭଲ ପାଉଥିଲା ଏବଂ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲା, କିନ୍ତୁ ପରିବାରକୁ ଡରି ସେ ଶିକ୍ଷକଙ୍କ ସହ ପଳାଇ ଯାଇଥିଲେ | ଯେତେବେଳେ ତାଙ୍କ ଘରଲୋକେ ଶୋଇ ପଡ଼ିଥିଲେ, ସେତେବେଳେ ସେ ଏହି ଘଟଣା ଘଟାଇଥିଲେ | ସକାଳେ ଯେତେବେଳେ ସମସ୍ତେ ଉଠିଲେ, ସେତେବେଳେ ସେମାନେ ଝିଅକୁ ଘରେ ନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ | ଝିଅକୁ ଖୋଜି ଖଂଜି ସେମାନେ ସେହି ଶିକ୍ଷକଙ୍କ ଘରେ ମଧ୍ୟ ପହଞ୍ଚିଥିଲେ, ଯେଉଁଠାରେ ଛାତ୍ରୀ କୋଚିଂ ଯାଉଥିଲେ | ଏଠାରେ ଶିକ୍ଷକଙ୍କ ବାପାଙ୍କ କଥା ଛାତ୍ରୀଙ୍କ ଘରଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା |

ଶିକ୍ଷକଙ୍କ ବାପା ଛାତ୍ରୀଙ୍କ ବାପାଙ୍କୁ ଧ-ମ-କା-ଇ କହିଲେ ଯେ ‘ମୋ ପୁଅ ହିଁ ତୁମ ଝିଅକୁ ଧରି ପଳାଇଛି, ସେ ତାକୁ ବିବାହ କରିବ | ତୁମର ଯାହା କରିବାର ଅଛି କର” | ଶିକ୍ଷକଙ୍କ ବାପାଙ୍କ କଥା ଶୁଣି ଝିଅଘର ଲୋକେ ଆଶ୍ଚଯ୍ୟ ହୋଇଗଲେ | ଏହି ଘଟଣା ପରେ ପୋ-ଲି-ସ ଷ୍ଟେସନ ଆସିଲେ ଏବଂ ଅ-ଭି-ଯୋ-ଗ କରିଲେ | ଶିକ୍ଷକଙ୍କ ସହିତ ସେମାନେ ଧ-ମ-କ ଦେଇଥିବା ବାପାଙ୍କ ନାମରେ ମଧ୍ୟ ଅ-ଭି-ଯୋ-ଗ କରିଛନ୍ତି |

ବର୍ତ୍ତମାନ ପୋ-ଲି-ସ ଏହି ମାମଲାର ଯାଞ୍ଚ କରୁଛି | କୁହାଯାଉଛି ଯେ ଯଦି ଛାତ୍ରୀଙ୍କ ବୟସ ୧୮ ବର୍ଷ ଜଣାପଡେ ଏବଂ ସେ ନିଜ ଇଚ୍ଛାରେ ବିବାହ କରିବାକୁ ରାଜି ଥାଏ, ତେବେ ତାକୁ ଏପରି କରିବାରେ କେହି ବି ଅଟକାଇ ପାରିବେନାହିଁ | ତେବେ ଏହି ପୁରା ମାମଲାଟି ସେତେବେଳେ ଯାଇ ଆହୁରି ସ୍ପଷ୍ଟ ହେବ, ଯେତେବେଳେ ପୋ-ଲି-ସ ଘରୁ ପଳାଇ ଯାଇଥିବା ଛାତ୍ରୀ ଏବଂ ଶିକ୍ଷକଙ୍କୁ ଖୋଜି ବାହାର କରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *