ରକ୍ଷକ ସାଜିଲା ଭକ୍ଷକ: ପାର୍କିଂ ସ୍ଥଳରୁ ଗାଡି ଚୋ-ରି କଲା ସି-କ୍ୟୁରି-ଟି ଗାର୍ଡ

ଗାଡି ଚୋରି କଲେ ସୁ-ର-କ୍ଷାକର୍ମୀ। ସମ୍ବଲପୁର ବୁର୍ଲା ଭିମସାଗରରେ ଗାଡି ଚୋ-ରି କରୁଥିବାର ଦୃ-ଶ୍ୟ ସିସିଟିଭି ରେ କ-ଏଦ ହୋଇଛି। ଜଣେ ସିକ୍ୟୁରିଟି ଗାର୍ଡ ପାର୍କିଂ ସ୍ଥଳରୁ ଗାଡି ଚୋ-ରି କରି ନେଇଯାଉଥିବାର ଏହି ଭିଡ଼ିଓରେ ଦେଖିବାକୁ ମିଳିଛି। ରବିବାର ବିଳମ୍ବିତ ରାତିରେ ସଂପୃକ୍ତ ଘଟଣା ଘଟିଥିବା ବେଳେ ସୋମବାର ଦିନ କିଛି ଲୋକଙ୍କୁ ଅଟକାଇ ପୋ-ଲି-ସ ପଚରାଉଚରା କରୁଛି।

ବୁର୍ଲା ଭିମସାଗର ସିକ୍ୟୁରିଟି ସଂସ୍ଥା ନାଁରେ ଆଗରୁ ଅନେକ ଅ-ଭିଯୋ-ଗ ହୋଇଥିବା ସମୟରେ ବାଇକ ଚୋ-ରି ସିକ୍ୟୁରୁଟି ସଂସ୍ଥାର ଅସଲ ଚେହେରା ସାମନାକୁ ଆସିଛି। ବାଇକ ଚୋରି କରିଥିବା ସଂପୃକ୍ତ ସିକ୍ୟୁରିଟି ଗାର୍ଡକୁ ବୁର୍ଲା ପୋ-ଲି-ସ ଅଟକାଇ ଅଧିକ ପଚରାଉଚରା କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *