ବିବେକାନନ୍ଦ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ନବବିବାହିତଙ୍କର ଜୀବନ ଚାଲିଗଲା, ଜାଣନ୍ତୁ ସମ୍ପୂର୍ଣ ଘ-ଟ-ଣା ବିଷୟରେ…

ରାଜଧାନୀର ଏକ ଘରୋଇ ହସ୍ପିଟାଲ ଉପରେ ପୁଣିଥରେ ଲାଗିଛି ତ୍ରୁ-ଟିପୂ-ର୍ଣ୍ଣ ଚିକିତ୍ସାର ଗୁ-ରୁତ-ର ଅ-ଭିଯୋ-ଗ। ଜଣେ ନବବିବାହିତାଙ୍କର ଜୀବନ ଏଥିରେ ଚାଲିଯାଇଛି। ରାଜଧାନୀର ଫା-ୟା-ର ଷ୍ଟେ-ସ-ନ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ ବିବେକାନନ୍ଦ ନାମରେ ଆସିଛି ଏହିପରି ଏକ ବଡ଼ ଅ-ଭିଯୋ-ଗ।

ଘ-ଟ-ଣା ଅନୁସାରେ ବରମୁଣ୍ଡା ଅଞ୍ଚଳର ଚିକୁଙ୍କର ସ୍ତ୍ରୀ ପ୍ରିୟଙ୍କା ଓରଫ ରିଙ୍କିଙ୍କର ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବେକ ଓ ପିଠିରେ ବହୁତ ଯ-ନ୍ତ୍ର-ଣା ଆରମ୍ଭ ହୋଇଥିଲା। ଏଥିପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ବିବେକାନନ୍ଦ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ଯ-ନ୍ତ୍ର-ଣା କମ କରିବା ପାଇଁ ଏକ ଇଞ୍ଜେ-କ୍ସନ ମଧ୍ୟ ଦିଆଯାଇଥିଲା। କିନ୍ତୁ, ଏହି ଇଞ୍ଜେ-କ୍ସନ ନେବାର କିଛି ସମୟ ପରେ ତାଙ୍କର ଏହି ଯ-ନ୍ତ୍ର-ଣା ଅତ୍ୟଧିକ ବଢିଯାଇଥିଲା ଓ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା।

ପ୍ରିୟଙ୍କାଙ୍କର ଏହିଭଳି ଆକସ୍ମିକ ଭାବରେ ମୃ-ତ୍ୟୁକୁ ପରିବାର ଲୋକମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ପ୍ରିୟଙ୍କାଙ୍କର ପରିବାର ଲୋକମାନେ ମଧ୍ୟ ଉକ୍ତ ହସ୍ପିଟାଲର ସି-କ୍ୟୁରି-ଟି ଗା-ର୍ଡଙ୍କୁ ଦୁ-ର୍ବ୍ୟବ-ହାର କରିଥିଲେ। ଏହା ସହିତ ସେହି ସି-କ୍ଯୁରି-ଟି ଗା-ର୍ଡଙ୍କୁ ପ୍ରବଳ ମାତ୍ରାରେ ବାଡେଇଥିଲେ ମଧ୍ୟ।

ଏ ବିଷୟରେ ଖଣ୍ଡଗିରି ପୋ-ଲି-ସ ନିକଟରେ ପ୍ରିୟଙ୍କାର ବାପଘର ଲୋକମାନେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ବି-ରୁ-ଦ୍ଧରେ ଅ-ଭିଯୋ-ଗ କରିଛନ୍ତି। ତେବେ, ପୋ-ଲି-ସ ଘ-ଟ-ଣାସ୍ଥ-ଳରେ ପହଞ୍ଚିଥିଲେ ଓ ଶ-ବକୁ ବ୍ୟ-ବଚ୍ଛେ-ଦ ପାଇଁ ପଠାଇ ଦେଇଛି। ଜଣାଇଦେଉଛୁଯେ, ଭୁବନେଶ୍ୱର ଉପଖଣ୍ଡ ମେଣ୍ଢାଶାଳରେ ପ୍ରିୟଙ୍କାଙ୍କ ବାପଘର ଅଟେ। ସେ ଦୀର୍ଘ ୧୨ ବର୍ଷ ଧରି ପ୍ରେମ କରି ଆସୁଥିବା ଚିକୁଙ୍କୁ ମାତ୍ର ୧୨ ଦିନ ତଳେ ବିବାହ କରିଥିଲେ। ପ୍ରିୟଙ୍କାଙ୍କର ଏହିଭଳି ଭାବରେ ଆ-କସ୍ମି-କ ମୃ-ତ୍ୟୁ ପରେ ସାରା ପରିବାରରେ ବର୍ତ୍ତମାନ ଶୋ-କର ଛା-ୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *