ସବୁ ମାୟା ଅଟେ…. ଚାକିରି ନପାଇବାରୁ ଏମପିପିଏସି ଛାତ୍ର କଲେ ଆ-ତ୍ମ-ହ-ତ୍ୟା,ନୋଟରେ ଲେଖିଛନ୍ତି ହୃଦୟସ୍ପର୍ଶୀ କଥା

ମୁମ୍ବାଇ:ପୁଣେରେ ରହୁଥିବା ୨୪ ବର୍ଷୀୟ ସ୍ୱପ୍ନିଲ ନିଜ ଘରେ ଆ-ତ୍ମ-ହ-ତ୍ୟା କରିଛନ୍ତି|ପ୍ରିଲିମ୍ସ ପରୀକ୍ଷା ପାସ କରିବା ସତ୍ତ୍ୱେ ମହାରାଷ୍ଟ୍ର ଲୋକ ସେବା ଆୟୋଗର ସିଲେକ୍ଟ ନହେବାରୁ ସେ ଏମିତି କଲେ|

ପୁଣେର ହଡପସର ଅଞ୍ଚଳରେ ରହୁଥିବା ସ୍ୱପ୍ନିଲ ଲଙ୍କରର ବୁଧବାର ଦିନ ନିଜ ଘରେ ମୃ-ତ୍ୟୁ ଘଟିଥିଲା|ସେ ମହାରାଷ୍ଟ୍ର ଲୋକସେବା ଆୟୋଗର ପ୍ରସ୍ତୁତି କରୁଥିଲେ|ପ୍ରିଲିମିନାରୀ ପରୀକ୍ଷାରେ ପାସ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ଚାକିରି ପାଇନଥିଲେ|କରୋନା ମହାମାରୀ ଯୋଗୁଁ ପ୍ରକ୍ରିୟା ସ୍ଥଗିତ କରିଦିଆଯାଇଥିଲା|

ପୋ-ଲି-ସ କହିଲା ଯେ ତାଙ୍କ ବାପା ଜଣେ ପ୍ରିଣ୍ଟିଙ୍ଗ ପ୍ରେସର ମାଲିକ ଅଟନ୍ତି|ମାତା ପିତା କାମ ପାଇଁ ଯାଇଥିଲେ|ତାଙ୍କ ଭଉଣୀ କିଛି କାମରେ ବାହାରକୁ ଯାଇଥିଲା|ଦୋପହରରେ ଯେତେବେଳେ ଘରକୁ ଫେରିଲା ଭାଇକୁ ପାଇଲା ନାହିଁ ଖୋଜିବାକୁ ତା ରୁମକୁ ଯିବାରୁ ଭାଇ ମୃ-ତ ପଡ଼ିଥିଲା|ତାଙ୍କ ବାପା ମାଆକୁ ଜଣାଇଲା ଓ ପୋ-ଲି-ସକୁ ଫୋନ କଲା|

ସେ ଆ-ତ୍ମ-ହ-ତ୍ୟା ପୂର୍ବରୁ ଏକ ଆ-ତ୍ମ-ହ-ତ୍ୟା ନୋଟ ଲେଖିଥିଲେ|ସେ ଲେଖିଥିଲେ ଏମପିପିଏସି ସବୁ ମାୟା ଜାଲ|ତା ଜାଲରେ ପଡନ୍ତୁ ନାହିଁ|ଆଗକୁ ବୟସ ଓ ବୋଝ ବଢିବଢି ଯାଉଛି|

ମୋ ଆତ୍ମବିଶ୍ବାସ କମ ହେଉଛି|ମୋତେ ପ୍ରିଲିମିନାରୀ ପାସ କରିବାର ୨ ବର୍ଷ ହେଲାଣି|କରଜ ବହୁତ ବଢିଗଲାଣି, ଯେଉଁଥିରେ ପ୍ରାଇଭେଟ୍ ଚାକିରୀ କରି ସୁଝିବା କଷ୍ଟକର|ଯଦି କରୋନା ନହୋଇଥାନ୍ତା ପରୀକ୍ଷା ସମୟରେ ହୋଇଥାନ୍ତା ଓ ଜୀବନ ଅଲଗା ପ୍ରକାରର ହୋଇଥାନ୍ତା|

ମୋ ମନରେ କିଛି ସମୟ ପୂର୍ବରୁ ନେଗେଟିଭ ଭାବନା ଆସୁଥିଲା, କିନ୍ତୁ କିଛି ଆଶା ଥିଲା ଯେ ଭଲ ହେବ|ଏଵେ ଏହାର ସମ୍ଭାବନା ଲାଗୁନାହିଁ|ମୋ ଆ-ତ୍ମ-ହ-ତ୍ୟା ପାଇଁ କେହି ଦାୟୀ ନୁହଁନ୍ତି|ଏହା ମୋର ନିଜସ୍ବ ନିର୍ଣ୍ଣୟ|ମୋତେ କ୍ଷମା କରନ୍ତୁ|

ପୋ-ଲି-ସ ଏକ୍ସିଡେଣ୍ଟାଲ ଡେଥ୍ ମାନି ମାମଲା ରୁଜୁ କରିଛି|ମହାରାଷ୍ଟ୍ରରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏମପିଏସି ପରୀକ୍ଷାରେ ସାମିଲ ହୋଇଥାନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *