ଦେଖନ୍ତୁ ଭିଡିଓ : କୁମ୍ଭୀରକୁ ଜିଅନ୍ତା ଗି-ଳି-ଦେ-ଲା ଅଜଗର

କୁମ୍ଭୀର ଏପରି ଏକ ଶି-କା-ରୀ ଯିଏ କି ଶି-କା-ର-କୁ ଜୀବନ୍ତ ହିଁ ଖାଇ ଦେଇଥାଏ। ଅନ୍ୟ ପଟରେ ଅଜଗର ମଧ୍ୟ ନିଜର ଶି-କା-ର-କୁ ଜିଅନ୍ତା ଖାଇ ଦେବାରେ ପ୍ରସିଦ୍ଧ, ଯଦି ଆପଣଙ୍କୁ ପଚରାଯିବ ଏହି ଦୁଇ ଜଣଙ୍କ ଭିତରେ ଯଦି ସମାରୋହ ହେବ ତେବେ କିଏ ଜିତିବ ? ଆପଣଙ୍କ ନିଶ୍ଚିତ କହିବେ କି କୁମ୍ଭୀର ଜିତିବ ଓ ଅଜଗରକୁ ଜୀବନ୍ତ ଖାଇଦେବ। ଆମକୁ ସୋସିଆଲ ମିଡ଼ିଆରେ ଗୋଟେ ଭିଡ଼ିଓ ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ଦେଖିବାପରେ ଲୋମ ଟାଙ୍କୁରି ଉଠିବ। ଏହି ଘଟଣା ଅଷ୍ଟ୍ରେଲିଆର ଅଟେ। ଯାହା କ୍ୟାମେରାରେ କ୍ୟାପଚର ହୋଇଯାଇଛି। ବାସ୍ତବରେ ଅଷ୍ଟ୍ରେଲିଆରେ ଅଜଗର ଓ କୁମ୍ଭୀର ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓରେ ଦେଖିବାକୁ ପାଇବେ ଯେ କୁମ୍ଭୀର ଓ ଅଜଗର (Python) ଜଣେ ଆଉ ଜଣଙ୍କ ଜୀବନ ପଛରେ ପଡି ଯାଇଛନ୍ତି। ଏହି ଯୁ-ଦ୍ଧ-ରେ କୁମ୍ଭୀର ( crocodile) ନିଜର ଜୀ-ବ-ନ ହରେଇ ଦେଲା। କେବଳ ସେତିକି ନୁହେଁ ବିଶାଳକାୟ ଅଜଗର ଜିଅନ୍ତା କୁମ୍ଭୀରକୁ ଗି-ଳି-ଦେ-ଲା।


ଅଷ୍ଟ୍ରେଲିଆର queenland ରେ ଶକ୍ତିଶାଳୀ କୁମ୍ଭୀର ଓ ଅଜଗର ଭିତରେ ଯୁଦ୍ଧ ଦେଖିବାକୁ ମିଳିଥିଲା। ଆପଣଙ୍କ ବିଶ୍ୱାସ ଥିବ ଯେ ଦୁଇଜଣଙ୍କ ଭିତରୁ କୁମ୍ଭୀର ଜିତିଥିବ କିନ୍ତୁ ତାହା ଘଟିନାହିଁ। ଅଜଗର ବାଜି ଜିତି ଯାଇଛି। ଭିଡ଼ିଓରେ ଦେଖିବାକୁ ପାଇବେ ଯେ କୁମ୍ଭୀର ନିଜର ଜୀ-ବ-ନ ବଞ୍ଚେଇବା ପାଇଁ ଅଜଗର ସହ ଲଢେ଼ଇ କରିଥିଲା କିନ୍ତୁ ୧୦ ଫୁଟର ଏହି ଅଜଗର କୁମ୍ଭୀରକୁ ନିଜ କବଳ କୁ ନେଇ ଯାଇଥିଲା ଓ କୁମ୍ଭୀର ଯେତେ ଚେଷ୍ଟା କଲେ ମଧ୍ୟ ଅ-ଜ-ଗ-ର କବଳରୁ ନିଜକୁ ରକ୍ଷା କରି ପାରିନଥିଲା।

କୁମ୍ଭୀର ନିଜର ମୁହଁ ବଞ୍ଚେଇବାକୁ ବହୁତ ଚେଷ୍ଟା କଲା କିନ୍ତୁ ଅଜଗର ତାହା କରିବାକୁ ଦେଲା ନାହିଁ ଏବଂ ସେ ପ୍ରଥମେ ମୁହଁ ଆଡୁ ଖାଇବା ଆରମ୍ଭ କରିଦେଲା। ଦ ମିରର ରିପୋର୍ଟ ଅନୁସାରେ ଅଜଗର କେବଳ ୧୫ ମିନିଟ ଭିତରେ କୁମ୍ଭୀରକୁ ସମ୍ପୂର୍ଣ ରୂପେ ଗି-ଳି-ଦେ-ଲା। ଭିଡ଼ିଓରେ ଦେଖିବାକୁ ପାଇବେ ଯେ କୁମ୍ଭୀରଟି ଅଜଗର କବଳରୁ ନିଜକୁ ରଖା କରିବା ପାଇଁ ବାରମ୍ବାର ଗୋଡ଼ର ସାହାଯ୍ୟ ନେଉଥିଲା। ଅଜଗର ତାକୁ ଛାଡିବା ମଧ୍ୟରୁ ନଥିଲା ଓ କୁମ୍ଭୀରର ମୁହଁରୁ ଗି-ଳି-ବା ଆରମ୍ଭ କରିଦେଲା।

ଅଜଗରଟି କୁମ୍ଭୀରକୁ ଏଭଳି ଭାବେ ନିଜ ଅକ୍ତିଆରକୁ ନେଇ ଆସିଥିଲା ଯେ କୁମ୍ଭୀରଟି ଯେତେ ଚେଷ୍ଟା କଲେ ମଧ୍ୟ ନିଜକୁ ରକ୍ଷା କରି ପାରିଲାନାହିଁ। ଶେଷରେ କୁମ୍ଭୀରଟି ଅଜଗର ସାମ୍ନାରେ ଜୀବନ ହରାଇ ଦେଲା ଓ ଅଜଗର ତାକୁ ସମ୍ପୂର୍ଣ ରୂପେ ଗିଳି ଦେଲା। ଆପଣଙ୍କୁ ଜଣାଇ ଦେଉଛୁ ଯେ ଦୁଇଜଣଙ୍କ ଭିତରେ ଲଢେଇ ପାଣି ଭିତରୁ ହିଁ ଆରମ୍ଭ ହୋଇ ଥିଲା କିନ୍ତୁ ଅଜଗରଟି କୁମ୍ଭୀରକୁ ହରେଇବା ପାଇଁ ପାଣି ବାହାରକୁ ଆଣିଥିଲା ଏବଂ ମୁହଁ କୁ ଆ-କ୍ର-ମ-ଣ କରି ଦେଇଥିଲା। ଶେଷରେ ଅଜଗର କୁମ୍ଭୀରକୁ ଗି-ଳି ଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *