ଏକା ସହିତ ଜନ୍ମ ହୋଇଥିଲେ ଏହି ତିନିଜଣ ଭଉଣୀ ଓ ଏକା ସହିତ ମଧ୍ୟ ହେଲେ ଗ-ର୍ଭ-ବ-ତୀ,ଏମାନଙ୍କର ପ୍ଲାନିଂ ଜାଣିଲେ ଆପଣ ଚକିତ ହୋଇଯିବେ

ଆମେରିକାର କାର୍ଲିଫର୍ନିଆରେ ଜନ୍ମଲାଭ କରିଥିବା ଏହି ତିନିଜଣ ଭଉଣୀ ଏକତ୍ର ଜନ୍ମ ନେବାଠାରୁ ଏପର୍ଯ୍ୟନ୍ତ ସବୁକାମ ଏକା ସହ କରିଛନ୍ତି। ପ୍ରଥମେ ଏକାସହ ଜନ୍ମଲାଭ କଲେ ଓ ଗୋଟିଏ ସ୍କୁଲରେ ସମାନ ଶ୍ରେଣୀରେ ପଢିଲେ। ବର୍ତ୍ତମାନ ତିନିଜଣ ଏକାସହ ପ୍ରେ-ଗ-ନା-ଣ୍ଟ ମଧ୍ୟ ହୋଇଗଲେ। ଆଜ୍ଞା ହଁ ତିନିଜଣ କିଛି କିଛି ମାସ ଅନ୍ତରାଳରେ ନିଜ ଛୁଆକୁ ଜନ୍ମ ମଧ୍ୟ ଦେଲେ।

କୌଣସି ସ୍ୱପ୍ନ ଭଳି ସତ ହେଲା ଏହିସବୁ:-

ଏହି ତିନି ଭଉଣୀଙ୍କ ନାମ ଗିନା, ନିନା ଓ ଭିକ୍ଟୋରିଆ ଅଟେ। ଯେଉଁମାନେ 35 ବର୍ଷ ବୟସରେ ଏକାବେଳକେ ଗର୍ଭବତୀ ହୋଇଥିଲେ। ସେମାନେ ଆଶା କରୁଛନ୍ତି କି, ତାଙ୍କର ପିଲା ମାନଙ୍କ ଭିତରେ ମଧ୍ୟ ଏମିତି ପ୍ରେମ ରହିବ। ଫୋକ୍ସ ନ୍ୟୁଜକୁ ଏକ ଇଣ୍ଟରଭୟୁ ମାଧ୍ୟମରେ ଭିକ୍ଟୋରିଆ କହିଥିଲେ କି, ସେମାନଙ୍କର ଏକାସହ ପ୍ରେ-ଗ-ନା-ଣ୍ଟ ହେବା କୌଣସି ସ୍ୱପ୍ନ ଭଳି ଥିଲା। ସେମାନେ ପରସ୍ପର କୁ ଉକ୍ସାଇ ଥିଲେ ଏକାସହ ମାଆ ହେବାପାଇଁ।

ପିଲାଙ୍କ ଜନ୍ମରେ ହେବ 1-2 ମାସର ଅନ୍ତର:-

ମିଡ଼ିଆ ରିପୋର୍ଟସ ଅନୁସାରେ, ଟ୍ରିପଲେଟ ସିଷ୍ଟର୍ସ ଲାଗୁନା ହିଲସ ମେମୋରିଆଲ କେୟାର ସ୍ୟାଡ଼ଲବ୍ୟାକ ମେଡିକାଲ ସେଣ୍ଟରରେ ନିଜର ସନ୍ତାନକୁ ଜନ୍ମଦେବେ। ଏଠାରର ଡ଼କ୍ଟର ଡାନିଏଲ ଷ୍ଟେନଫେରଲଡ଼ କହିଥିଲେ କି, ତିନିଜଣ ପିଲାଙ୍କ ଜନ୍ମ ସମୟ ଅଲଗା ଅଲଗା ହେବ। ସେମାନେ ଏକରୁ ଦୁଇମାସର ଅନ୍ତରାଳ ଭିତରେ ନିଜ ଶିଶୁକୁ ଜନ୍ମ ଦେବେ।

ଅଗଷ୍ଟ 28 ତାରିଖରେ ପ୍ରଥମ ଥର ମାଆ ହେବେ ନିନା!:-

ଖାଆସ କଥା ଏହାକି ଯେ, ନିନାଙ୍କର ଏହା ପ୍ରଥମ ଛୁଆ ହେବ,ଯିଏକି ଅଗଷ୍ଟ 28 ତାରିଖରେ ଜନ୍ମ ନେବ। ଏହାପୂର୍ବରୁ ଗିନା କିନ୍ତୁ ଦୁଇଟି ଛୁଆକୁ ଜନ୍ମ ଦେଇସାରିଛନ୍ତି। ତାଙ୍କର ର୍କ 8 ବର୍ଷର ପୁଅ ଓ 5 ବର୍ଷର ଝିଅ ରହିଛି। ସେ ଏବେ ତୃତୀୟ ଥର ମାଆ ହେବାକୁ ଯାଉଛନ୍ତି। ସେହିପରି ଭିକ୍ଟୋରିଆ ମଧ୍ୟ ଦୁଇଥର ମାଆ ହେବାକୁ ଯାଉଛନ୍ତି। ତାଙ୍କର ବର୍ତ୍ତମାନ ଏକରୁ ଦୁଇବର୍ଷର ଏକ ଝିଅ ରହିଛି। ତିନିଜଣ ଭଉଣୀ ଏକାସହ ଗର୍ଭବତୀ ହେବାପରେ ବହୁତ ଖୁସି ଥିଲେ। ସେ ଏହାମଧ୍ୟ ସେମାନଙ୍କ ଭିତରେ ଶେୟର କରୁଛନ୍ତି କି, ଏହିସମୟରେ ତାଙ୍କୁ କଣ ଖାଇବାକୁ ବହୁତ ପସନ୍ଦ ଆସୁଛି ଏବଂ ସେ ଏହିସମୟରେ କେମିତି ଅନୁଭବ କରୁଛନ୍ତି ତାହା ମଧ୍ୟ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *