ଶଶୁର ଘରେ ନ କହି ଝିଅ ଆସିବାରୁ ନିଜ ଘର ଲୋକେ ଗଛରେ ଟାଙ୍ଗି ଏମିତି ଭାବରେ ପି-ଟିଲେ,ଭିଡିଓ ଭାଇରାଲ

ମଧ୍ୟପ୍ରଦେଶର ଝାବୁଆରେ ମାନବତାର ଚରମସୀମା ପହଞ୍ଚି ଥିବା ଏକ ଅମାନବିକତାର ଭିଡିଓ ଆସିଛି ଯାହାକୁ ଦେଖିକି ଆପଣଙ୍କ ସମ୍ପର୍କର ଭରସା ଭାଙ୍ଗିଯିବ|ଝାବୁଆର ଫୁଟନାଲାବ ଗାଁରେ ଏକ ପରିବାର ଶାଶୁଘରେ ନକହି ମାମା ଘରକୁ ଆସିବାରୁ ଯୁଵତୀକୁ ବାନ୍ଧି ନିର୍ଦ୍ଧୁମ ମା-ଡ ମା-ରି-ଥି-ଲେ|

ଏଥିରେ ଯେତେବେଳେ ତାଙ୍କ ମନ ଭାଙ୍ଗିଲାନି ତେଵେ ଯୁବତୀଙ୍କୁ ଗାଁରେ ଥିବା ଗଛରେ ଲଟକାଇ ବାକି ସଦସ୍ୟ ମାନେ ଜଣଜଣକରି ବାଡିରେ ମାରିଲେ|ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଗଲେ|

ଯେଉଁ ଭିଡିଓ ଭାଇରାଲ ହେଉଛି ଏଥିରେ କିଛି ଲୋକ ଏକ ଯୁବତୀଙ୍କୁ ଦୟନୀୟ ଭାବେ ମା-ଡ ମା-ରୁ-ଛ-ନ୍ତି|ଯୁବତୀ କାନ୍ଦୁଛନ୍ତି ଓ ଗଡିଗଡି ସମସ୍ତଙ୍କୁ ଛାଡିଦେବାକୁ ବିନତି କରୁଛନ୍ତି କିନ୍ତୁ ପି-ଟୁ-ଥି-ବା ଭାଇର ହୃଦୟ ତରଳୁ ନାହିଁ|

କ୍ରୂର ଭାଇମାନେ ନିଜ ଭଉଣୀକୁ କେବେ ଗଛରେ ଲଟକାଇ ତ କେତେବେଳେ ମାଟିରେ କଚାଡି ପିଟିଛନ୍ତି|ଏହା ଜୁନ ୨୮ ସନ୍ଧ୍ୟାର ଘଟଣା|ସୂଚନାଯୋଗ୍ୟ ଯେ ୨୦ ବର୍ଷୀୟ ପିଡିତ ଯୁବତୀଙ୍କ ବିବାହ ପାଖରେ ଥିବା ଭୁରଛେବଡି ଗାଆଁରେ ହୋଇଥିଲା ଓ ପତି ତାକୁ ଏକୁଟିଆ ଛାଡି ମଜଦୁର ପାଇଁ ଗୁଜୁରାଟ ଚାଲିଗଲା|

ଏଥିରେ ନାରାଜ ହୋଇ ଯୁବତୀ ନିଜର ମାମା ଘର ପହଞ୍ଚିଲା|ଏହି କଥାରେ ନାରାଜ ହୋଇ ଘରଲୋକେ ତାକୁ ମାଇକେ ଆଣିଲେ ଓ ଦୟନୀୟ ମା-ଡ ଦେଲେ|ଯେଉଁ ଭାଇଙ୍କୁ ଯୁବତୀ ରାକ୍ଷୀ ବାନ୍ଧୁଥିଲେ ସେହି ମାନେ କେବେ ଗଛରେ ବାନ୍ଧି ତ କେତେବେଳେ ରାସ୍ତାରେ ଘୋ-ଷା-ଡି କ-ଚା-ଡି ମା-ଡ ମା-ରି-ଥିଲେ|

ଭିଡିଓ ଯେତେବେଳେ ଭାଇରାଲ ହୋଇଥିଲା, ପୋ-ଲି-ସ ଏହି ମାମଲାରେ ୧ ଜୁଲାଇରେ ଅଭିଯୋଗ ଦାଖଲ କରିଥିଲେ|ପୋ-ଲି-ସ ମୋକଦ୍ଦମାରେ ଯୁବତୀଙ୍କ ପରିବାରର ଚାରି ଲୋକ କେଲ ସିଂ ନିମାମା,କାରମ ନିମାମା,ଦିନେଶ ନିନାମା ଓ ଉଦୟ ନିନାମାକୁ ଆ-ରୋ-ପି କରିଛନ୍ତି|

ଯଦିଓ ଜମାନତି ଧାରାରେ କେସ ରୁଜୁ ହେବା କାରଣରୁ ପୋ-ଲି-ସ ଆ-ରୋ-ପୀ-ଙ୍କୁ ଗି-ର-ଫ କରିନାହାନ୍ତି|ଏଵେ ସୋସିଆଲ ମିଡିଆରେ ଯୁବତୀଙ୍କୁ ପଶୁମାନଙ୍କ ଭଳି ପିଟୁଥିବା ପରିଜନଙ୍କୁ ଗି-ର-ଫ କରିବାକୁ ଦାବି କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *