କେବେ ଆସିବ କରୋନାର ତୃତୀୟ ଲହର? କେତେ ଭ-ୟାବି-ତ କରିବ ତୃତୀୟ ଲହର,ସ୍ପଷ୍ଟ କରିଲେ ସରକାରୀ ପ୍ୟାନେଲ ବୈଜ୍ଞାନିକ

ଅକ୍ଟୋବର-ନଭେମ୍ବର ସୁଦ୍ଧା ଦେଖାଦେବ କରୋନାର ତୃତୀୟ ଲହର ଏବଂ ନେଇପାରେ ଭ-ୟାଭ-ୟ ରୂପ। ଏହିଭଳି ଚେ-ତାବ-ନୀ ଦେଇଛନ୍ତି, ମହାମାରୀ ମଡେଲରେ କାର୍ଯ୍ୟରତ ଥିବା ଏକ ସରକାରୀ କମିଟିର ଜଣେ ବୈଜ୍ଞାନିକ। ସେ କହଛନ୍ତି ଯେ, ଯଦି ଦେଶବାସୀ ସରକାର ଲଗାଇଥିବା କ-ଟକ-ଣା ମାନି ଚଳିବେ ତାହେଲେ ହୁଏତ କିଛିଟା ଲାଘବ ହୋଇପାରେ। ସେ କହିବା ଅନୁସାରେ ଆମେ ଯଦି ସ-ତ-ର୍କ ରହିବା ତାହାଲେ ୨ୟ ଲହରରେ ଦେଖା ଦେଇଥିବା ସଂକ୍ରମିତଙ୍କ ସଂଖ୍ୟା ଓ ମୃ-ତ୍ୟୁ ହାର କମିବାର ଯଥେଷ୍ଟ ସମ୍ଭାବନା ରହିଛି।

ଜାତୀୟ ଗଣମାଧ୍ୟମର ରି-ପୋ-ର୍ଟ ଅନୁସାରେ, “ଫର୍ମୁଲା ମଡେଲ” କିମ୍ବା କୋଭିଡ -19 ର ଗାଣିତିକ ଆକଳନ ଉପରେ କାର୍ଯ୍ୟରତରେ ଥିବା ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଯଦି ଦେଶରେ ଭୂତାଣୁର ଏକ ନୂତନ ରୂପ ଆସେ ତାହେଲେ ତୃତୀୟ ଲହର ଶୀଘ୍ର ବିସ୍ତାର ହେବାର ସମ୍ଭାବନା ଅଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଗତ ବର୍ଷ ଗାଣିତିକ ମଡେଲ ବ୍ୟବହାର କରି ଭୂତାଣୁ ସଂକ୍ରମଣର ବୃଦ୍ଧି ହେବାର ପୂର୍ବାନୁମାନ କରିବାକୁ କମିଟି ଗଠନ କରାଯାଇଛି।

ଏହି ଗଠନ କରାଯାଇଥିବା କମିଟିରେ ଆଇଆଇଟି କାନପୁରର ବୈଜ୍ଞାନିକ ଅଗ୍ରୱାଲଙ୍କ ସହିତ ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକ ଏମ ବିଦ୍ୟାସାଗର ଏବଂ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ(ମେଡିକାଲ) ଡେପୁଟି ଚିଫ ଲେଫ୍ଟ ଜେନେରାଲ ମାଧୁରୀ କାନିତକର ଏହି କମିଟିରେ ଅଛନ୍ତି। କୋଭିଡର ଦ୍ୱିତୀୟ ଲହରର ପ୍ରକୃତ କାରଣର ଜଣାପଡ଼ିନଥିବାରୁ ଏହି କମିଟି ସମାଲୋଚନାର ସମ୍ମୁଖୀନ ହୋଇଥିଲା।

ବୈଜ୍ଞାନିକ ଅଗ୍ରୱାଲ କହିଛନ୍ତି ଯେ, ଆକଳନ ଅନୁସାରେ ତୃତୀୟ ଲହରରେ ରୋଗ ପ୍ର-ତିରୋ-ଧକ ଶକ୍ତି, ଟିକାକରଣର ପ୍ରଭାବ ଏବଂ ଅଧିକ ବି-ପ-ଜ୍ଜ-ନକ ହୋଇପାରେ ବୋଲି କୁହାଯାଉଛି। ଯାହାଦ୍ବାରା ପାଇଁ ଦ୍ୱିତୀୟ ଲହର ସମୟରେ ହୋଇନଥିଲା। ଏହି ସମ୍ପର୍କରେ ସବିଶେଷ ରି-ପୋ-ର୍ଟ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଅଗ୍ରୱାଲ ସୂଚନା ଦେଇଛନ୍ତି।

ଆମେ ତିନୋଟି ଦୃଶ୍ୟ ସୃଷ୍ଟି କରିଛୁ। ପ୍ରଥମଟି ଆଶାବାଦୀ। ଏଥିରେ ଆମେ ପର୍ବାନୁମାନ କରିଛୁ ଯେ, ଅଗଷ୍ଟ ମାସ ସୁଦ୍ଧା ଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିଆସିବ। ଭୂତାଣୁର ପୁନଃର୍ବାର ପୁନଃଉଦ୍ଧାର ହୋଇପାରିବ ନାହିଁ। ଦ୍ୱିତୀୟଟି ହେଉଛି ମଧ୍ୟବର୍ତ୍ତୀ। ଏଥିରେ ଆମେ ବିଶ୍ୱାସ କରୁ ଯେ ଟିକାକରଣ ୨୦ ପ୍ରତିଶତ କମ ପ୍ରଭାବଶାଳୀ ଅଟେ ଏବଂ ତୃତୀୟଟି ହେଉଛି ନି-ରା-ଶାବା-ଦୀ।

ଏହା ମଧ୍ୟବର୍ତ୍ତୀଠାରୁ ଭିନ୍ନ ଅଟେ। ଏକ ନୂତନ ୨୫ ପ୍ରତିଶତ ଅଧିକ ସଂକ୍ରମଣ ମ୍ୟୁଟାଣ୍ଟ ଫର୍ମ ଅଗଷ୍ଟରେ ବ୍ୟାପିଥାଏ। ଏହା ଡେଲଟା ପ୍ଲସ ନୁହେଁ। ଆଉ ଯାହାକି, ଡେଲଟା ଠାରୁ ଅଧିକ ସ-ଙ୍କମି-ତ ନୁହେଁ। ଅଗ୍ରୱାଲ ଅଂଶୀଦାର କରିଥିବା ଏକ ଗ୍ରାଫ ଅନୁସାରେ ଅଗଷ୍ଟ ମାସର ମଧ୍ୟଭାଗରେ ଦ୍ୱିତୀୟ ଲହର ବର୍ଷର ଶେଷ ସୁଦ୍ଧା ପର୍ଯ୍ୟନ୍ତ ସ୍ଥିର ହେବାର ସମ୍ଭାବନା ରହିଛି। ତୃତୀୟ ଲହର ଅକ୍ଟୋବର ମାସରୁ ନଭେମ୍ବର ମାସ ମଧ୍ୟରେ ଶିଖରରେ ପହଞ୍ଚିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।

Leave a Reply

Your email address will not be published. Required fields are marked *