ଦେଖନ୍ତୁ ଭିଡ଼ିଓ: ଏହି ଯୁବକ ରାସ୍ତାରେ ଠିଆ ହୋଇଥିବା ମଇଁଷିକୁ ମା-ରି-ଲେ ଗୋଇଠା, ସଙ୍ଗେ ସଙ୍ଗେ ମିଳିଲା ତାଙ୍କୁ ତାଙ୍କର କୁ-କ-ର୍ମର ଫଳ….

କୁହାଯାଏକି ମଣିଷ ଯେମିତି କର୍ମ କରେ ତାକୁ ସେମିତି ଫଳ ମିଳିଥାଏ। କିନ୍ତୁ ବେଳେ ବେଳେ ଭୁଲ କାମ କରିବା ପରେ ମଣିଷକୁ ନିଜର କୁ-କ-ର୍ମର ଫଳ ସଙ୍ଗେ ସଙ୍ଗେ ମିଳିଯାଏ। ଆମେ ଆପଣଙ୍କୁ ଏହିପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ରାସ୍ତାରେ ଦୁଇଜଣ ବାଇକରେ ଯାଉଥିବା ବେଳେ ନିଜର କୁ-କ-ର୍ମ କାରଣରୁ ଦୁ-ର୍ଘଟ-ଣାର ଶି-କା-ର ହେଲେ।

ଏହି ଭିଡିଓଟି ଭାଇରଲ ହେବା ପରେ ଦୁଇ ଯୁବକ ରାସ୍ତାରେ ବାଇକ ଚଳାଇ ଯାଉଥିଲେ। ରାସ୍ତାର ଗୋଟିଏ ପାର୍ଶ୍ଵରେ କିଛି ମଇଁଷି ଠିଆ ହୋଇଥିଲେ। କିନ୍ତୁ, ଯେମିତି ବାଇକଟି ଏକ ମଇଁଷି ପାଖରେ ପହଞ୍ଚିଥିଲା, ପଛରେ ବସିଥିବା ଜଣେ ଯୁବକ ମଇଁଷିଟିକୁ ଗୋଇଠା ମା-ରୁଥି-ଲେ। ଠିକ ସେହି ସମୟରେ ତାଙ୍କୁ ତାଙ୍କର କୁ-କ-ର୍ମର ଫଳ ତୁରନ୍ତ ମିଳିଯାଇଥିଲା ଏବଂ ଉଭୟ ଭା-ରସା-ମ୍ୟ ହରାଇ ରାସ୍ତା କଡ଼ରେ ପଡିଯାଇଥିଲେ।

ଦେଖନ୍ତୁ ଏହି ଭିଡ଼ିଓ:-

ଏହି ଭିଡିଓଟିକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ମେ ୨୫ ତାରିଖରେ ପୋଷ୍ଟ ହୋଇଥିବା ଏହି ୫ ସେକେଣ୍ଡର ଭିଡିଓଟିରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ ହଜ଼ାରରୁ ଅଧିକ ଭିୟୁ ସହିତ ୫ ହଜ଼ାରରୁ ଅଧିକ ଲାଇକ ହୋଇଛି। ଏଥିସହିତ ଏହି ଭିଡିଓଟିରେ ଅଧିକ ରୁ ଅଧିକ ଲୋକେ ବିଭିନ୍ନ ପ୍ରକାର ମଜାଦାର ମନ୍ତବ୍ୟ ମଧ୍ୟ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *