ବାପ୍ ରେ କି ଡ୍ୟାନ୍ସ : ଏମିତି ତୁଫାନି ଡ୍ୟାନ୍ସ ଆପଣ ପୂର୍ବରୁ କେବେ ଦେଖିନଥିବେ, ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ନୂଆ ନୂଆ ଭିଡ଼ିଓ ଭାଇରାଲ ହୋଇଥାଏ। କେତେକ ଭିଡ଼ିଓ ଯେଉଁଠାରେ ଇମୋସ୍ନାଲ ହୋଇଥାଏ ଏହାକୁ ଦେଖିବାପରେ ଆପଣଙ୍କ ଆଖିରୁ ଲୁହ ଝରି ଆସିଥାଏ। ସେହିପରି ଅନ୍ୟ ପଟରେ କିଛି ଏମିତି ଭିଡ଼ିଓ ରହିଥାଏ ଯାହାକୁ ଦେଖିବାପରେ ଆପଣଙ୍କ ହସ ଆପଣ ଅଟକାଇ ପାରିବେନାହିଁ। ଏମିତି ହିଁ ଭାଇରାଲ ହେଉଥିବା ଭିଡ଼ିଓକୁ ଆପଣ ଦେଖିବାପରେ ହସି ହସି ଗଡ଼ିଯିବେ। ଭିଡ଼ିଓ ଦେଖି ଆପଣ ବ୍ୟକ୍ତି ଠାରୁ ଡ୍ୟାନ୍ସ କ୍ଳାସ ନେବାକୁ ବାଧ୍ୟ ହୋଇଯିବେ।

ସୋସିଆଲ ମିଡ଼ିଆରେ ଏହିଦିନ ଏମିତି ହିଁ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକମାନଙ୍କୁ ବହୁତ ମଜା ଆସୁଛି। ଏହି ଭିଡ଼ିଓରେ ଜଣେ ଏମିତି ଡ୍ୟାନ୍ସ କରୁଛି ଯାହାକୁ ଦେଖିଲା ପରେ ଲୋକମାନଙ୍କର ହୋସ ଉଡିଯାଉଛି। ଏହି ବ୍ୟକ୍ତିର ଡ୍ୟାନ୍ସ ଏମିତି ଧମାକାଦାର ଥିଲା ଯାହାକୁ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ରହିଗଲେ। ଏକ ପାର୍ଟିରେ ନାଚୁଥିବା ସମୟରେ ବ୍ୟକ୍ତି ଜଣକ ଏହିପରି କିଛି ପରଫରମାନ୍ସ କରିଛି। ଏହି ବ୍ୟକ୍ତି ଏମିତି ଫନୀ ଡ଼୍ୟାନ୍ସ କରିଛି ଯେ, ଲୋକମାନେ ହସି ହସି ଗଡ଼ି ଯାଉଛନ୍ତି।

ଇଂଷ୍ଟାଗ୍ରାମରେ giedde ନାମକ ଆକାଉଣ୍ଟରୁ ଏହି ଭିଡ଼ିଓକୁ ଶେୟର କରାଗଲା। ଏହି ଭିଡ଼ିଓରେ ଆପଣ ଦେଖିପାରିବେ ବ୍ୟକ୍ତି ଜଣକ କେମିତି ତଳେ ପଡି ନାଚୁଛି। ବେଳେବେଳେ ସେ ନିଜର ଚପଲକୁ ବନ୍ଧୁକ ବନାଇ ସାମନା ବାଲା ଉପରକୁ ମାରି ଦେଉଛି। ତାଙ୍କର ଡ଼୍ୟାନ୍ସ ସତରେ ବହୁତ ମଜାଦାର ଅଟେ। ଏହି ଭିଡ଼ିଓକୁ ଦେଖିବାପରେ ଆପଣଙ୍କ ଥକାପଣ ଦୂରେଇ ଯିବ। ସୋସିଆଲ ମିଡିଆରେ ଏହି ବ୍ୟକ୍ତିର ଫନୀ ଭିଡ଼ିଓ ଜବରଦସ୍ତ ଭାଇରାଲ ହେଉଛି। ଏହାସହ ଏହି ବ୍ୟକ୍ତିର ଷ୍ଟେପ୍ସ ଗୁଡିକ ମଧ୍ୟ ଜବରଦସ୍ତ ହିଟ ହେଉଛି। ଲୋକମାନେ ନାକେବଳ ଏହି ଭିଡ଼ିଓକୁ ଶେୟର କରୁଛନ୍ତି ବରଂ ଏଥିରେ କମେଣ୍ଟ ଓ ରିଆକ୍ସନ ମଧ୍ୟ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *