ଦେଖନ୍ତୁ ଭିଡ଼ିଓ : ସମୁଦ୍ର ଓ ଟଏଲେଟରେ ରେପର ଭସାଇଲେ ଲକ୍ଷ ଲକ୍ଷ ଟଙ୍କା,ଭିଡିଓ ଦେଖିକି ଲୋକମାନେ ବନାଇଲେ ମଜାଦାର ମେମସ୍

ଆପଣ ଏମିତି ଲୋକଙ୍କ ବିଷୟରେ ବହୁବାର ଶୁଣିଥିବେ ଯେଉଁମାନେ ଟଙ୍କାକୁ ପାଣିଭଳି ବହାଇଥାନ୍ତି,କିନ୍ତୁ ଆପଣ କେବେ ଏମିତି ବ୍ୟକ୍ତିଙ୍କୁ ଦେଖିଛନ୍ତି ଯିଏ ପ୍ରକୃତରେ ଟଙ୍କା ପାଣିରେ ଭସାଇଦିଏ?ଯଦି ନାହିଁ ତେଵେ ଏଵେ ଏମିତି ଏକ ବ୍ୟକ୍ତିର ଦୃଶ୍ୟ ସାମନାକୁ ଆସିଛି ଯିଏ ନିଜର ଟଙ୍କା ପ୍ରକୃତରେ ପାଣିରେ ଭସାଉଥିବା ନଜରକୁ ଆସୁଛି|

ମାମଲା ଆମେରିକାର ଅଟେ,ଯେଉଁଠାରେ କୋଡା ବ୍ଲାକ ନାମକ ଏକ ରେପରର ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଯେଉଁଥିରେ ପ୍ରଥମେ ସେ ତାର ଟଙ୍କା ସମୁଦ୍ରରେ ଭସାଉଛି ଓ ଦ୍ୱିତୀୟ ଭିଡିଓରେ ସେ ଶହେ ଡଲାରର ନୋଟ ଟଏଲେଟରେ ପକାଇ ଫ୍ଲସ କରୁଥିବା ଦେଖାଯାଇଛି|ରେପର ଏମିତି କରୁଥିବା ଦେଖି ଲୋକମାନେ ଆଶ୍ଚର୍ୟ୍ଯ ହେଉଛନ୍ତି ଓ ଏହି ମାମଲାରେ ବିଚିତ୍ର ମେମସ୍ ବନାଉଛନ୍ତି|

ଆପଣଙ୍କୁ କହିରଖେ ଯେ କୋଡା ବ୍ଲାକ ଏହି ଭିଡିଓ ଗୁଡିକୁ ମାଇ ମିକ୍ସଟାପେଜ୍ ନାମକ ପେଜରେ ସେୟାର କରିଛନ୍ତି|ଯାହା ସହ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ କୋଡକ ବ୍ଲାକ ଏକ ନାବରେ ଯାଏ ଓ ପାଖାପାଖି ୧୦୦ ହଜାର ଡଲାର ପାଣିରେ ଫିଙ୍ଗିଦିଏ|ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଵା ପରେ ଲୋକମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ୟୁଜର କହିଛନ୍ତି ଯେ ଭାଇ!ବ୍ୟକ୍ତିଙ୍କୁ ପାଗଳାମି ଚଢିଛି|ଜଣେ ଲେଖିଛନ୍ତି ଯେ ଏତିକି ଟଙ୍କା ଗରିବଙ୍କୁ ଦେଇଥିଲେ ଭଲ ହୋଇଥାନ୍ତା|ଏହା ସହ ଅନେକ ୟୁଜର ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *