ବ୍ୟକ୍ତିଙ୍କୁ ତୁରନ୍ତ ମିଳିଲା କଲା କର୍ମର ଫଳ, ଭିଡିଓ ଦେଖିଲେ ସବୁ କିଛି ଜାଣି ପାରିବେ

ବର୍ତ୍ତମାନ ସୁଦ୍ଧା ଆପଣ ଏହା ତ ନିଶ୍ଚୟ ଶୁଣିଥିବେ ଯେ ଲୋକଙ୍କୁ ନିଜର କଲା କର୍ମର ଫଳ ନିଶ୍ଚିତ ଭାବେ ମିଳିଥାଏ, କିନ୍ତୁ ବୋଧହୁଏ ତୁରନ୍ତ ମିଳୁଥିବାର ଦେଖିନଥିବେ | ସମସ୍ତଙ୍କୁ ପରାମର୍ଶ ଦିଆଯାଏ ଯେ ଭଲ କର୍ମର ଫଳ ମଧ୍ୟ ଭଲ ହିଁ ମିଳିଥାଏ | କିନ୍ତୁ ଦୁନିଆରେ ଅନେକ ପ୍ରକାରର ଲୋକ ଦେଖିବାକୁ ମିଳିଥାନ୍ତି ଏବଂ ଏଥିପାଇଁ ସମସ୍ତଙ୍କର ଚିନ୍ତାଧାରା ମଧ୍ୟ ଅଲଗା ହୋଇଥାଏ | ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓକୁ ଦେଖି ଆପଣଙ୍କୁ କର୍ମ ଏବଂ ତାର ଫଳ ଉପରେ ପୁରା ବିଶ୍ୱାସ ହୋଇଯିବ |

ଭାରି ପଡିଲା ଗଛ ସହିତ ଖେଳ :- 

ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ଗୋଟିଏ ଜବରଦସ୍ତ ଭିଡିଓ ଟ୍ରେଣ୍ଡ କରୁଛି | ଏହି ମଜାଳିଆ ଭିଡିଓକୁ ବନବିଭାଗର ଅଧିକାରୀ ଆଇଏଫଏସ ସୁଧା ରମଣ ସେୟାର କରିଥିଲେ | ଏହି ଭିଡିଓ କୌଣସି ଏକ ଜଙ୍ଗଲରେ ସୁଟ ହୋଇଥିବାର ଲାଗୁଛି | ଏଥିରେ ଜଣେ ବ୍ୟକ୍ତି କୌଣସି ଏକ ଗଛକୁ ଗୋଡ଼ରେ ବାରମ୍ବାର ଗୋଇଠା ମାରୁଛି | ସେ ଗଛକୁ ସେପର୍ଯ୍ୟନ୍ତ ମାରେ, ଯେପର୍ଯ୍ୟନ୍ତ ଗଛ ପଡିଯାଇନାହିଁ | କିନ୍ତୁ ଅସଲି ମଜା ତ ତାପରେ ହିଁ ଆରମ୍ଭ ହୁଏ |

ବ୍ୟକ୍ତିଜଣକ ସେହି ଗଛକୁ ଯେପରି ଭାବେ ଗୋଇଠା ମାରୁଥିଲା, ତାକୁ ଦେଖି ଲାଗୁଛି ଯେ ଯେପରି ତାର ଗଛ ସହିତ କୌଣସି ଶତ୍ରୁତା ରହିଛି | ଏହି ଘଟଣାକ୍ରମରେ ସେହି ସମୟରେ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳେ, ଯେତେବେଳେ ଗଛ ଭାଙ୍ଗିଯାଇ ସେହି ବ୍ୟକ୍ତିଙ୍କ ଉପରେ ପଡ଼ିଯାଏ | ବ୍ୟକ୍ତିଙ୍କର ଖରାପ ଅବସ୍ଥା ଦେଖି ସମସ୍ତେ ବିଶ୍ୱାସ କଲେ ଯେ ଖରାପ କର୍ମର ଫଳ ଜଲଦି ମିଳିଯାଏ | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୯୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି |

ପ୍ରକୃତିର ଯତ୍ନ ନିଅନ୍ତୁ :- 

ପ୍ରକୃତି ଏବଂ ଗଛ ସହିତ ଖେଳିବା ବଦଳରେ ଆମେ ସେମାନଙ୍କର ସେବା କରି ତାଙ୍କର ଯତ୍ନ ନେବା ଉଚିତ | ସବୁବେଳେ ଆପଣ ମନେରଖିବେ ଯେ ଆମେ ଯେଭଳି ପ୍ରକାରର ବ୍ୟବହାର ପ୍ରକୃତି ସହିତ କରୁଛନ୍ତି, ସେହିପରି ହିଁ ପ୍ରକୃତି ଆମ ସହିତ କରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *