ଏହି ଚା’ ଦୋକାନରେ ମାଙ୍କଡ଼ଟି ମାଜେ ବାସନ,ଭିଡ଼ିଓ ଦେଖିଲାପରେ ଆପଣ ବି କହିବେ- “ଏହି ଦୁନିଆରେ ସବୁକିଛି ସମ୍ଭବ”

ଗୋଟିଏ କଥା ତ ତୟ କି ଯେ ଏହି ଦୁନିଆରେ କେତେବେଳେ କଣ ଦେଖିବାକୁ ଓ ଶୁଣିବାକୁ ମିଳିଯାଏ ଏହା କେହି ଜାଣନ୍ତି ନାହିଁ? ଏଥିରେ କେତେଥର କିଛି ଜିନିଷ ଲୋକମାନଙ୍କୁ ଖୁସି ଦେବା ସହିତ କିଛି ଭିଡ଼ିଓ ହଇରାଣ କରି ଦେବାପରି ମଧ୍ୟ ହୋଇଥାଏ। ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକି ଲୋକଙ୍କୁ ଭାବୁକ ବନାଉଥିବା ସହ ତାଙ୍କର ହୃଦୟ ମଧ୍ୟ ଜିତୁଛି। ଏତିକି ମଧ୍ୟ ନୁହେଁ ଲୋକମାନେ ଏହି ଭିଡ଼ିଓକୁ ଦେଖି ବାରମ୍ବାର ପ୍ରଶଂସା କରୁଛନ୍ତି।

ସାଧାରଣତଃ ଆପଣ ନିଜର ମାଙ୍କଡ଼ କୁ ଡିଆଁ ଡେଇଁ କରୁଥିବାର ଆପଣ ଦେଖିଥିବେ। ସେମାନେ ଲୋକ ମାନଙ୍କୁ ହଇରାଣ କରୁଥିବାର ମଧ୍ୟ ଦେଖିଥିବେ। କିଛି ମାଙ୍କଡ଼ଙ୍କ କାର୍ଯ୍ୟକଳାପକୁ ଦେଖି ସେମାନଙ୍କ ଉପରେ ପ୍ରେମ ମଧ୍ୟ ଆସିଥାଏ। କିନ୍ତୁ ଗୋଟିଏ ମାଙ୍କଡ଼ ଏମିତି କିଛି କରିଦେଲା ଯାହାକି କାହାକୁ ମଧ୍ୟ ଆଶା ନଥିଲା। ଏକ ଚା’ ଦୋକାନରେ ମାଙ୍କଡଟି ବାସନ ମାଜୁଥିବାର ସାମ୍ନାକୁ ଆସିଛି। ଆପଣ ଦେଖିପାରୁଥିବେ ଚା’ ଦୋକାନରେ ରହିଥିବା ଲୋକଙ୍କ ଭିଡ଼ ଗୁଡ଼ିକୁ। ସେହିପରି କଡ଼ରେ ମାଙ୍କଡ଼ଟି ରଗଡ଼ି ରଗଡ଼ି ବାସନ ଧୋଉଛି। ଲୋକମାନେ ତାଙ୍କର ଏହି କାରନାମା କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଦେଖନ୍ତୁ ଭିଡ଼ିଓ:-

ଭିଡ଼ିଓ ଦେଖି ଆପଣଙ୍କୁ ମଜା ଆସିଥିବ ଓ ମାଙ୍କଡ଼ ଟିର ଏହି ଅନ୍ଦାଜ ଆପଣଙ୍କୁ ପସନ୍ଦ ଆସିଥିବ। ଯେକେହିବି ଏହି ମାଙ୍କଡ଼କୁ ଦେଖୁଥିଲା ସେ ଏହାର ଦିୱାନା ହୋଇଯାଉଥିଲା। ସେଥିପାଇଁ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେଉଛି। ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓକୁ ‘ghantaa’ ନାମକ ଆକାଉଣ୍ଟ ଦ୍ୱାରା ଶେୟର କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏହାକୁ ଅଢେ଼ଇ ଲକ୍ଷ ଲୋକ ଲାଇକ କରିସାରିଥିଲେ। ଭିଡ଼ିଓରେ ୟୁଜର୍ସ ମାନେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି। କିଛି ଲୋକମାନେ ମାଙ୍କଡ଼ ଟିର ପ୍ରରିଶ୍ରମର ପ୍ରଶଂସା କରୁଛନ୍ତି। କିଛି ଲୋକଙ୍କର କହିବାହେଲା ମଣିଷଙ୍କ ଠାରୁ ତ ଭଲ କାମ ମାଙ୍କଡ଼ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *