ବ୍ୟକ୍ତିଜଣକ ସାପକୁ ନାକରେ ପୁରାଇ ପାଟିରେ ବାହାର କଲେ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ

ସାପକୁ ସମସ୍ତେ ଡରନ୍ତି, କିନ୍ତୁ କିଛି ଲୋକଙ୍କୁ ଏହି ବିଷାକ୍ତ ଜନ୍ତୁମାନଙ୍କଠାରେ ମଧ୍ୟ କୌଣସି ବିପଦ ଦେଖାଯାଏ ନାହିଁ | ଏପରି ନିର୍ଭୟ ଲୋକମାନେ ସାପକୁ ନେଇ ଅନେକ ପ୍ରକାରର କାର୍ଯ୍ୟକଳାପ କରିଥାନ୍ତି | ନିକଟରେ ବଲିଉଡ ଆକ୍ଟର ବିଦ୍ୟୁତ ଯାମବାଲ ସୋସିଆଲ ମିଡିଆରେ ଏକ ବହୁତ ଆଶ୍ଚର୍ଯ୍ୟଜନକ ଭିଡିଓ ସେୟାର କରିଛନ୍ତି | ଏହି ଭିଡିଓ ଦୁର୍ବଳ ହୃଦୟ ବ୍ୟକ୍ତିମାନେ ଦେଖିପାରିବେ ନାହିଁ |

ଖତରନାକ ସାପକୁ ସମସ୍ତେ ଡରିଥାନ୍ତି, ଯଦି କେହି ସାପକୁ ନିଜ ନାକରେ ପୁରାଏ, ତେବେ ଆପଣଙ୍କୁ କିପରି ଲାଗିବ | ଏହି ଭିଡିଓରେ ଏପରି କିଛି ଦେଖାଯାଇଛି | ଯେଉଁଥିରେ ସାପକୁ ନାକରେ ପୁରାଇ ବ୍ୟକ୍ତିଜଣକ ତାକୁ ନିଜ ପାଟି ଦ୍ୱାରା ବାହାର କରୁଛନ୍ତି | ବିଦ୍ୟୁତ ଯାମବାଲଙ୍କ ସେୟାର କରାଯାଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ବହୁତ ଆରାମରେ ନିଜ ନାକରେ ଜିଅନ୍ତା ସାପ ପୁରାଉଛି ଏବଂ ପୁଣି ତାକୁ ନିଜ ପାଟି ପଟ ଦେଇ ବାହାର କରୁଛି | ଏହି ସମୟରେ ସାପକୁ ହଲୁଥିବାର ମଧ୍ୟ ଦେଖାଯାଇପାରେ | ତେବେ ଏହି ଭିଡିଓ କେଉଁ ସ୍ଥାନର ଅଟେ ଏହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ | କିନ୍ତୁ ଏହି ଦୃଶ୍ୟ ପ୍ରକୃତରେ ବହୁତ ଭୟାନକ ଅଟେ |

ଦେଖନ୍ତୁ ଭିଡିଓ :-

ଏହି ସକିଙ୍ଗ ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଏହି ଭିଡିଓକୁ ଦେଖି ଲୋକମାନେ ନିଅ ଆଖି ଉପରେ ବିଶ୍ୱାସ କରିପାରୁ ନାହାନ୍ତି | ଲୋକମାନେ ଏହି ଭିଡିଓକୁ କେବଳ ପରସ୍ପରକୁ ସେୟାର କରୁନାହାନ୍ତି ବରଂ ଏହାଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | କିଛି ଲୋକ କମେଣ୍ଟ କରି କହିଛନ୍ତି ଯେ ଏହା ଜୀବଜନ୍ତୁଙ୍କ ଉପରେ ଅତ୍ୟାଚାର କରାଯାଉଛି | ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ମୁଁ ଜାଣିବାକୁ ଚାହୁଁଛି ପ୍ରକୃତରେ ଏହି ବ୍ୟକ୍ତି ଏପରି କାହିଁକି କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *