ଓଃ ଭାଇ : ବାଇକ ଵାଲାକୁ ବଞ୍ଚାଇବାକୁ ଯାଇ କାର ଚାଳକ କିଛି ଏହି ପ୍ରକାରର କଲେ, ଭିଡିଓ ଦେଖିବା ପରେ ଅଟକି ଯିବ ନିଶ୍ୱାସ

ସୋସିଆଲ ମିଡ଼ିଆରେ ଯଦି ଆପଣ ଆକ୍ଟିଭ ଅଛନ୍ତି ତେବେ ଆପଣ ଏକ ମଜାଦାର ଭିଡିଓ ଦେଖିବାକୁ ପାଇବେ। କିଛି ଭିଡିଓ ଦେଖିବା ପରେ କିଛି ଲୋକ ନିଜ ହସକୁ ରୋକି ପାରିବେ ନାହିଁ ସେହିଭଳି ଆଉ କିଛି ଲୋକ ଭିଡିଓ ଦେଖିବା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି କିଛି ଭିଡ଼ିଓ ଅଛି ଯାହା ଲୋକଙ୍କ ହୋସ ଉଡେଇ ଦେଉଛି। ଏହି ଦିନ ଗୁଡିକରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ଏକ କାର ଚାଳକ ବାଇକ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ଯାହା କଲେ ଆପଣ ଦେଖିବା ପରେ କହିବେ କି ” ସେ ଭାଇଙ୍କ କି ଭାଗ୍ୟ “

ଆପଣ ଅନେକ ଦୁର୍ଘଟଣାର ଭିଡ଼ିଓ ଦେଖିଥିବେ। ଗାଡି ଗୁଡାକ ପରସ୍ପର ସହ ଧକା ହେବାର ଦେଖିଥିବେ। କେତେଥର ଏଭଳି ଘ-ଟ-ଣା ଘଟିଥାଏ ଯାହା ଦ୍ୱାରା ବଞ୍ଚିବା ଅସମ୍ଭବ ହୋଇ ପଡିଥାଏ। କିନ୍ତୁ ଆପଣ ଏହି ଭିଡ଼ିଓରେ ଯାହା ଦେଖିବେ ତାହା ଆପଣଙ୍କୁ ସ୍ତବ୍ଧ କରିଦେବ। ଭିଡ଼ିଓରେ ଦେଖିବାକୁ ପାଇବେ ଯେ ବାଇକ ଆରୋହୀ ଯାଉଥିବେ ଠିକ ସେହି ସମୟରେ ସାମ୍ନାରୁ ଏକ କାର କ୍ଷୀପ୍ର ଵେଗରେ ମାଡି ଆସୁଥିଲା। ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ କାର ଚାଳକ ଯାହା କଲେ ସେ ସବୁ ଦେଖିଲା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ କିନ୍ତୁ, ତାଙ୍କର ଭାଗ୍ୟ ଭଲ ପାଇଁ ସେ ବଞ୍ଚିଗଲେ। ତେବେ ପ୍ରଥମେ ଦେଖନ୍ତୁ ଏହି ଭିଡ଼ିଓ।

ହୃଦୟ କମ୍ପି ଉଠିବ ଭିଡ଼ିଓ:-

ଭିଡ଼ିଓ ଦେଖିବା ପରେ ଆପଣ ଜାଣି ସାରିଥିବେ ଯେ କାର ଚାଳକଙ୍କ ଭାଗ୍ୟ କେତେ ଭଲ ଥିଲା। ଏମିତି ହୋଇପାରେ କି ଆପଣ ଏହି ଭିଡ଼ିଓ ଦେଖିବା ପରେ  ‘Fast and furious’ ଫିଲ୍ମ କଥା ମନେ ପଡି ଯାଉଥିବ। ଯେ କୌଣସି ଲୋକ ଏହି ଭିଡ଼ିଓ ଦେଖିଥିବ ସେ ସମ୍ପୂର୍ଣ ଭାବେ ଆଶ୍ଚର୍ଯ୍ୟ ହେଇଯାଇଥିବେ। ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ‘jatt.life’ ଏକ ଆକାଉଣ୍ଟରେ ଭିଡ଼ିଓକୁ ସେୟାର କରାଯାଇଛି। ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ଚାରି ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡ଼ିଓରେ ବହୁତ ୟୁଜର ନିଜର ପ୍ରତିକ୍ରିୟା ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published.