ଅଧିକାଂଶ ପୁରୁଷ ଗୁଗୁଲରେ ସର୍ଚ୍ଚ କରିଥାନ୍ତି ଏହି ୫ଟି ଜିନିଷ,ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରେଜଲ୍ଟ

ୱାର୍କଆଉଟ ପରେ ବିଚଳିତ କରିଥାଏ ପ୍ରୋଟିନ ସହିତ ଜଡିତ ପ୍ରଶ୍ନ :-

କିଛି ପୁରୁଷ ନିଜର ଫିଟନେସକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି | ସେମାନେ ଜାଣିବାକୁ ଚାହିଁଥାନ୍ତି ଯେ ୱାର୍କଆଉଟର ତୁରନ୍ତ ପରେ ପ୍ରୋଟିନ ନେବା ଉଚିତ କି ନୁହେଁ | ଯଦି ନେବା ଉଚିତ, ତେବେ କେଉଁ ପ୍ରୋଟିନ ବେଷ୍ଟ ରହିବ |

କ’ଣ ଚୁଟି ବାନ୍ଧିଲେ କିମ୍ବା ଟୋପି ପିନ୍ଧିଲେ ଝଡିପାରେ ଚୁଟି ?

ଗୁଗୁଲରେ ସର୍ଚ୍ଚ କରାଯାଉଥିବା ଅନେକ ପ୍ରଶ୍ନ ମଧ୍ୟରେ ଏହା ମଧ୍ୟ ସାମିଲ ଅଟେ | ପୁରୁଷ ଜାଣିବାକୁ ଚାହାଁନ୍ତି ଯେ କଣ ଚୁଟି ବାନ୍ଧିବା କିମ୍ବା ଟୋପି ପିନ୍ଧିବା ଦ୍ୱାରା ସେମାନଙ୍କ ଚୁଟି ଝଡିପାରେ | ଏହା ଉପରେ ପ୍ରାୟତଃ ପ୍ରତିବର୍ଷ ୫୨,୧୦୦ ଲୋକ ଗୁଗୁଲରେ ସର୍ଚ୍ଚ କରନ୍ତି |

କ’ଣ ପୁରୁଷମାନଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଥାଏ ?

ମହିଳାମାନଙ୍କୁ ବ୍ରେଷ୍ଟ କ୍ୟାନସର ହେବା ସାଧାରଣ କଥା ଅଟେ | କିନ୍ତୁ ନିଜ ହେଲ୍ଥକୁ ନେଇ କନସିୟସ ରହୁଥିବା ପୁରୁଷ ଜାଣିବାକୁ ଚାହୁଁଛନ୍ତି ଯେ ସେମାନଙ୍କୁ ବ୍ରେଷ୍ଟ କ୍ୟାନସର ହୋଇପାରେ କି ନାହିଁ | ଏହା ଉପରେ ୬୧,୨୦୦ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି | ଆପଣଙ୍କ ସୂଚନା ପାଇଁ ଆପଣଙ୍କୁ କହିରଖୁଛୁ ଯେ ପୁରୁଷମାନଙ୍କୁ ହେଉଥିବା ଅନ୍ୟ କ୍ୟାନସର ତୁଳନାରେ ଏହା ବହୁତ ଅଲଗା ହୋଇଥାଏ |ପ୍ରାୟତ ୬୦ ବର୍ଷ ବୟସ ପରେ ପୁରୁଷମାନେ ଏହି ସମସ୍ୟାର ଶିକାର ହୋଇପାରନ୍ତି | ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ସେମାନେ ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ |

ଦାଢ଼ିକୁ ନେଇ ମନରେ ରହିଥାଏ ଅନେକ ପ୍ରଶ୍ନ :-

ପୁରୁଷମାନେ ନିଜର ସ୍ୱାସ୍ଥ୍ୟ ସହିତ ଗ୍ରୁମିଙ୍ଗକୁ ନେଇ ମଧ୍ୟ ବହୁତ ଚିନ୍ତିତ ରହିଥାନ୍ତି | ସେମାନେ ଜାଣିବାକୁ ଚାହାଁନ୍ତି କି ସେଭିଙ୍ଗ କରିବାଦ୍ୱାରା ସେମାନଙ୍କର ଦାଢ଼ି ଚୁଟି ଅଧିକ ବଢିଯିବନି ତ | ଏହା ଉପରେ ପ୍ରତିବର୍ଷ ୬୮,୪୦୦ ଲୋକ ସର୍ଚ୍ଚ କରନ୍ତି |

ଇରେକସନକୁ ନେଇ ଚିନ୍ତିତ ଥାନ୍ତି ପୁରୁଷ :-

ପୁରୁଷମାନେ ସେମାନଙ୍କର ସେକ୍ସ ସମ୍ପର୍କ ପାଇଁ ବହୁତ ଚିନ୍ତିତ | ପ୍ରତିବର୍ଷ ୬୮,୬୦୦ ଲୋକ ସର୍ଚ୍ଚ କରନ୍ତି ଯେ ଦୁର୍ବଳ ଇରେକସନ ନଂପୁସକତାର ସଙ୍କେତ ଅଟେ କି | ସେମାନେ ନଂପୁସକତାର ଲକ୍ଷଣ ସହିତ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ସେମାନେ ନିଜେ ନଂପୁସକ ଅଟନ୍ତି କି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *