ରାକ୍ଷସ ସ୍ୱାମୀ : ନିଜର ସାଙ୍ଗ ମାନଙ୍କ ସହିତ ମିଶି ପତ୍ନୀ ସହ କଲା ଗ୍ୟା-ଙ୍ଗ-ରେ-ପ। ଏହାପରେ ପ୍ରାଇଭେଟ ପାର୍ଟରେ ଭର୍ତ୍ତି କରିଦେଲା ଲଙ୍କା ଓ ଝଂଡୁ ବାମ,ଜାଣନ୍ତୁ ପୁରା ଘ-ଟ-ଣା

ଏକ ପତିର ଦାୟିତ୍ୱ ଏହାକି ଯେ, ସେ ନିଜ ପତିର ରକ୍ଷା କରୁ। ତାକୁ ସେ ପ୍ରତ୍ୟେକ ଖୁସି ଦେଉ ଯାହାର ସେ ହକଦାର ହେବ। କିନ୍ତୁ ଏହି କଳିଯୁଗର କିଛି ସ୍ୱାମୀ ରହିଛନ୍ତି ଯିଏକି ନିଜର ପତ୍ନୀ ସହିତ ଏମିତି କାଣ୍ଡ କରିଥାନ୍ତି ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଏବେ ରାଜସ୍ଥାନର ଧୋଲପୁର ଜିଲ୍ଲା ବସେଡି ଥା-ନା-ରେ ଏହି ଘଟଣାକୁ ନିଅନ୍ତୁ। ଏଠାରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କକୁ ତଳକୁ ପକାଉଥିବା ଏକ ଲ-ଜ୍ୟା-ଜ-ନ-କ ଘଟଣା ଦେଖିବାକୁ ମିଳିଛି। ଯଦି ଆପଣ ସେହି ପତିଙ୍କ କାରନାମା ବିଷୟରେ ଶୁଣିବେ ତାହେଲେ ଆପଣଙ୍କୁ ବହୁତ ରାଗ ଆସିବ। ମନ କରିବ ଏମିତି ଶଇତାନ ସ୍ୱାମୀଙ୍କୁ ଶୂଳୀରେ ଚଢାଇ ଦେବା ଆବଶ୍ୟକ।

ପୀ-ଡ଼ି-ତ ମହିଳାଙ୍କ ବିବାହ ଜାନୁଆରୀ 14, 2021 ରେ ହୋଇଥିଲା। ଏଠାରେ ଶ୍ବଶୁର ଘରକୁ ଯିବାପରେ ସ୍ୱାମୀ ଯୌ-ତୁ-କ ଦାବି କରିଲା। ଏହାପରେ ପତି ନିଜ ସାଙ୍ଗ ମାନଙ୍କ ସହ ସ୍ୱାମୀର ଗ୍ୟା-ଙ୍ଗ-ରେ-ପ କଲା। ଜୁନ 26 ତାରିଖରେ ସେ ନିଜର ଏକ ସାଙ୍ଗକୁ ଘରକୁ ଆଣିଥିଲା ଓ ଏହାପରେ ଉଭୟ ମହିଳାଙ୍କ ମୁହଁ ବାନ୍ଧିଦେଲେ ଓ ଏହାପରେ ମହିଳାଙ୍କୁ ରେ-ପ କରିବା ଆରମ୍ଭ କଲେ। ଜୁନ 27 ତାରିଖରେ ସ୍ୱାମୀ ନିଜର ଆଉଏକ ବନ୍ଧୁକୁ ଡ଼ାକି ଗ୍ୟା-ଙ୍ଗ-ରେ-ପ କରିଥିଲା।

ଶଇତାନ ସ୍ୱାମୀର ଏତିକିରେ ମନ ଭରିନଥିଲା ଯେ, ସେ ଏହାପରେ ମହିଳାଙ୍କ ପ୍ରାଇଭେଟ ପା-ର୍ଟ-ରେ ଲଙ୍କା ଓ ଝଂଡୁ ବାମ ପକାଇଥିଲେ। ମହିଳା ଏହାପରେ ବେହୋସ ହୋଇଗଲେ। ଯେମିତି ସେମିତି ଭାବରେ ମହିଳା ଜଣକ ଖସିଯାଇ ନିଜ ବାପ ଘରକୁ ଚାଲିଗଲେ ଓ ସବୁ ଘ-ଟ-ଣା ମାତାଙ୍କୁ କହିଥିଲେ। ମାତା ପିତା ଜାଣିବା ପରେ ତାଙ୍କର ପାଦ ତଳୁ ମାଟି ଖସିଗଲା ଓ ତାଙ୍କର ଫୁଲ ପରି ଝିଅ ସହ ଏମିତି ହୋଇଗଲା ସେ ଭାବି ପାଟିନଥିଲେ।

ମାତା ପିତା ସମୟ ନଷ୍ଟ ନକରି ତୁରନ୍ତ ବସେଡ଼ି ଥା-ନା-କୁ ଯାଇଥିଲେ। ସେଠାରେ ସେ ନିଜର ଜ୍ୱାଇଁ ଓ ତାଙ୍କର ବନ୍ଧୁଙ୍କ ଉପରେ ଆ-ରୋ-ପ ଲଗାଇଲେ। ପୋ-ଲି-ସ ମଧ୍ୟ ପରିସ୍ଥିତିକୁ ବୁଝି ଏଫଆଇଆର ରୁଜୁ କଲା। ମହିଳାଙ୍କୁ ମେଡ଼ିକାଲ ଟେଷ୍ଟ ପାଇଁ ମଧ୍ୟ ପଠାଗଲା ଯେଉଁଥିରେ ତାଙ୍କର ରେ-ପ ର ପୁଷ୍ଟି ହୋଇଥିଲା।

ଏହି କେସକୁ ଯାଞ୍ଚ କରୁଥିବା ବସେଡ଼ି ଥାନାର ଉପଧିକ୍ଷକ ପରବେନ୍ଦ୍ର ମହେଲା କୁହନ୍ତି କି, ପୀଡ଼ିତା ନିଜର ଶ୍ବଶୁର ଘର ଯିବା ସମୟରେ ତାଙ୍କୁ ଯୌ-ତୁ-କ ପାଇଁ ପ୍ରତାଡ଼ିତ କରାଯାଇଥିଲା। ତାଙ୍କର ପତି ପ୍ରତିଦିନ ତାଙ୍କୁ ମାରପିଟ କରୁଥିଲା। ପୀ-ଡି-ତା ନିଜର ପତି ଓ ବନ୍ଧୁଙ୍କ ବିରୋଧରେ ତାଙ୍କୁ ସାମୁହିକ ବ-ଳା-ତ୍କା-ର କରାଯିବାର ଅ-ଭି-ଯୋ-ଗ ଆଣିଥିଲେ। ପୋ-ଲି-ସ ମାମଲାର ଯାଞ୍ଚ କରୁଛି।

ସେପଟେ ପୀ-ଡି-ତା-ଙ୍କ ପତି ଓ ତାଙ୍କର ବନ୍ଧୁ ଫେରାର ଅଛନ୍ତି। ତାଙ୍କର କୌଣସି ସୁରାକ ହାତରେ ଲାଗିନାହିଁ। ପୋ-ଲି-ସ ମଧ୍ୟ ତାଙ୍କୁ ଖୋଜିବାକୁ ସମସ୍ତ ଚେଷ୍ଟା ଜାରି ରଖିଛି। ଜାଗା ଜାଗାରେ ରେଡ଼ ମଧ୍ୟ କରାଯାଉଛି। ଆଶା କରାଯାଉଛି କି, ସମସ୍ତ ଆ-ରୋ-ପୀ ପୋ-ଲି-ସ-ଙ୍କ କବଳରେ ଧରା ପଡ଼ିବେ। ଦୁଃଖର କଥା ଏହା ହେଉଛି କି, ଆଜିର ଦୁନିଆରେ ମଧ୍ୟ ଯୌତୁକ ପାଇଁ ମହିଳାଙ୍କୁ ନି-ର୍ଯା-ତ-ନା ସହ୍ୟ କରିବାକୁ ପଡ଼ୁଛି। ଯୌ-ତୁ-କ ନେବା ଓ ଦେବା ଆଇନଗତ ଅ-ପ-ରା-ଧ କିନ୍ତୁ ଏହା ବାଵଜୁଦ ମଧ୍ୟ ଏଥିସହ ଜଡ଼ିତ ସବୁକିଛି ସାମ୍ନାକୁ ଆସୁଛି। ମାତା ପିତାଙ୍କର ମଧ୍ୟ ଏହା କର୍ତ୍ତବ୍ୟ ଯେ, ନିଜ ଝିଅର ବିବାହ ଏମିତି ଜାଗାରେ ନକରନ୍ତୁ ଯେଉଁ ସ୍ଥାନରେ ଯୌ-ତୁ-କ ଦାବି କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *