ବିବାହ ପରେ ମହିଳା ଜଣକ ରାସ୍ତା ମଝିରେ ବୁଲାଇବା ଆରମ୍ଭ କରିଦେଲେ ବାଡ଼ି,ଦେଖନ୍ତୁ ଭିଡ଼ିଓ

ତାମିଲନାଡ଼ୁ ର ଥୁଥୁକୁଡି ଜଣେ ମହିଳାଙ୍କ ବିବାହର ତୁରନ୍ତ ପରେ ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି। ଥୁଠୁକୁଡି ଜିଲ୍ଲାର ନିଶା ଆତ୍ମରକ୍ଷା ମହତ୍ୱ ବିଷୟରେ ଜାଗୃକତା ଖେଳାଇବା ପାଇଁ ଜୁନ 28 ତାରିଖରେ ନିଜ ବିବାହ ସମାରୋହର ତୁରନ୍ତ ପରେ ତାମିଲନାଡୁ ରୁ ମାର୍ଶାଲ ଆର୍ଟର ଏକ ରୂପ ‘ସିଲବଟମ’ ପ୍ରଦର୍ଶନ କରିଥିଲେ।

ଏହି ଭିଡ଼ିଓକୁ ନିଶା ଶାନଦାର କଳା ପ୍ରଦର୍ଶନ କରୁଥିବାର ନଜର ଆସୁଛନ୍ତି। ତାଙ୍କର ସ୍କିଲସ ବହୁତ ମଜବୁତ ପରିଲକ୍ଷିତ ହେଉଛି। ଏହି ପ୍ରଦର୍ଶନ ଦ୍ୱାରା ସେମାନେ ବହୁତ ଜୋରରେ କାଲାବାଜି କରିଥିଲେ। ଏହାର ଲୋକମାନେ ସରାହନା କରୁଛନ୍ତି।

ତାମିଲନାଡୁର ଥୁଠୁକୁଡି ଜିଲ୍ଲାର ନିଶା କହିଥିଲେ କି, ମୁଁ ମହିଳା ମାନଙ୍କୁ ଆତ୍ମରକ୍ଷା ମହତ୍ୱ ବିଷୟରେ ଜାଗୃକ କରିବାପାଇଁ ବିବାହର ତୁରନ୍ତ ପରେ ଗ୍ରାମୀଣଙ୍କ ସାମ୍ନାରେ ପାରମ୍ପରିକ ମାର୍ଶାଲ ଆର୍ଟର ପ୍ରଦର୍ଶନ କରିଥିଲେ। ମୁଁ ତାଙ୍କ ଠାରୁ ବିଗତ 3 ବର୍ଷ ହେବ ଶିକ୍ଷା ଲାଭ କରୁଛି। ମୁଁ ଚାହୁଁଛି ଅନ୍ୟମାନେ ଏହାର କଳା ଶିଖି ଯାଆନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *