ହୃଦୟକୁ ଶାନ୍ତ କରି ଦେଖନ୍ତୁ ଏହି ଭିଡ଼ିଓ, ଗୋଟିଏ ପଟରେ ମୃ-ତ୍ୟୁ ତ ଅନ୍ୟ ପଟରେ କିଛି କରି ଦେଖାଇବାର ସୁଯୋଗ !

ଆଜିକାଲିର ଲୋକେ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି ଓ ସେମାନେ ଏଥିପାଇଁ କିଛିବି କରିଥାନ୍ତି। ସେହିପରି ନିଜର ଅଭିଳାସାକୁ ପୂରଣ କରିବା ପାଇଁ ଲୋକେ ସୋସିଆଲ ମିଡ଼ିଆର ବହୁତ ସହାୟତା ନେଉଛନ୍ତି। କେତେଥର ଲୋକେ ଏହାର ଜରିଆରେ ଫେମସ ମଧ୍ୟ ହୋଇଯାଆନ୍ତି। କେତେଥର ମଧ୍ୟ ମଜାକ ବନାଇଥାନ୍ତି। ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ସହ କିଛି ଏହିପରି ନଜର ଆସୁଛି। କିଛି ଅଲଗା କରିବା ଆଶାରେ ବ୍ୟକ୍ତି ଜଣକ ଏପରି ଜାଗାରେ ସାଇକେଲ ଚଳାଇଲେ ଯେଉଁଠାରେ ଗୋଟିଏ ପଟରେ ତାଙ୍କର ମୃ-ତ୍ୟୁ ଥିବାବେଳେ ଅନ୍ୟ ପଟରେ ତାଙ୍କର ଅଭିଳାସା ଥିଲା।

ଏହି ଦୁନିଆରେ ଲୋକମାନଙ୍କର ଶୋଉକ ମଧ୍ୟ କିଛି ଅଲଗା ପ୍ରକାରର ହୋଇଥାଏ। କାହାକୁ ଖତରନାକ ଜାଗାରେ ଷ୍ଟଣ୍ଟ କରିବାର ମଜା ଆସେ ତ କାହାକୁ ଖତରନାକ ଜାଗାରେ ବାଇକ ଚଳାଇବାକୁ। ଏହାଦ୍ୱାରା ଲୋକମାନେ ନିଜର ଟ୍ୟାଲେଣ୍ଟ ଦେଖାଇବାକୁ ଚେଷ୍ଟା କରିଥାନ୍ତି। ଏହି ଭିଡ଼ିଓରେ ଆପଣ ଦେଖିପାରିବେ କେମିତି ଜଣେ ବ୍ୟକ୍ତି ପାହାଡ଼ ଉପରେ ସାଇକେଲ ଚଳାଉଛି। ପାହାଡ଼ର ଗୋଟିଏ ପାର୍ଶ୍ଵରେ ଖାଲ ରହିଛି ଯଦି ଟିକେବି ବାଲାନ୍ସ ଏପଟ ସେପଟ ହୋଇଯାଏ ତାହେଲେ ମୃ-ତ୍ୟୁ ହେବା ସୁନିଶ୍ଚିତ।

ଲୋମ ଟାଙ୍କୁରା ଭିଡ଼ିଓ:-

ଭିଡ଼ିଓ ଦେଖି ଆପଣ ବୁଝିଯିବେ ଯେ ଘଟଣା କଣ ଅଟେ? ଗୋଟିଏ ମୁହୂର୍ତ୍ତ ପାଇଁ ଆପଣ ମଧ୍ୟ ସମ୍ଭାଳିଯିବେ। ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓକୁ safarismyjam ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଏହି ଭିଡ଼ିଓକୁ 53 ଶହରୁ ଉର୍ଦ୍ଧ୍ବ ଲୋକ ପସନ୍ଦ କରିସାରିଛନ୍ତି। ସେହିପରି ଭିଡ଼ିଓରେ ୟୁଜର୍ସ ବହୁତ ମଜାଦାର ରିଆକ୍ସନ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *